୧୧ ଟଙ୍କା ମୂଲ୍ୟର ଆଇଭି ସେଟ୍ ୩୨୫ ଟଙ୍କାରେ ବିକ୍ରି; କେନ୍ଦ୍ରକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କଲେ ତୁକାରାମ ମୁଣ୍ଢେ
ମୁମ୍ବାଇ: ମହାରାଷ୍ଟ୍ରରେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ରୋଗୀଙ୍କୁ ସାମାନ୍ୟ ସିରିଞ୍ଜ ଓ ଔଷଧ କିପରି ଚଢ଼ା ଦରରେ ବିକ୍ରି ହେଉଛି ସେ ଉପରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସରକାରଙ୍କୁ ମହାରାଷ୍ଟ୍ର ଏଫଡିଏ କମିଶନର ତୁକାରାମ ମୁଣ୍ଢେ କହିଛନ୍ତି। ବଜାରରେ ବିକ୍ରି…