କର୍ଣ୍ଣାଟକ କଂଗ୍ରେସ ମୁଖ୍ୟଙ୍କ ହେଲିକପ୍ଟରରେ ପିଟି ହୋଇଗଲା ଚିଲ
ଅଳ୍ପକେ ବର୍ତ୍ତିଗଲେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡିକେ ଶିବକୁମାର। ମଙ୍ଗଳବାର ସେ ହେଲିକପ୍ଟରରେ ଯାଉଥିବା ବେଳେ ସେଥିରେ ଏକ ବଡ଼ ଚିଲ ଆସି ପିଟି ହୋଇଥିଲା। ଫଳରେ ହେଲିକପ୍ଟରର ଆଗ କାଚର ଏକ ବଡ଼ ଅଂଶ ଭାଙ୍ଗି ଯାଇଥିଲା।…
ଅଳ୍ପକେ ବର୍ତ୍ତିଗଲେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡିକେ ଶିବକୁମାର। ମଙ୍ଗଳବାର ସେ ହେଲିକପ୍ଟରରେ ଯାଉଥିବା ବେଳେ ସେଥିରେ ଏକ ବଡ଼ ଚିଲ ଆସି ପିଟି ହୋଇଥିଲା। ଫଳରେ ହେଲିକପ୍ଟରର ଆଗ କାଚର ଏକ ବଡ଼ ଅଂଶ ଭାଙ୍ଗି ଯାଇଥିଲା।…
କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟଲଜେନ୍ସ(ଏଆଇ)ର ଜନକ ଜେଫ୍ରୀ ହିଣ୍ଟନ ଗୁଗୁଲ ଛାଡ଼ିଛନ୍ତି। ତାଙ୍କ ସହ ଏଆଇର ଆଉ ଦୁଇ ଜଣ ଗଡ଼ଫାଦର ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। ଏଆଇ ଟେକ୍ନୋଲୋଜିର ସଂପ୍ରସାରଣ କରାଯାଉଥିବା ବେଳେ ସେ ଏହା ବିରୋଧରେ ଚିନ୍ତା…
ମା’ କାଳୀଙ୍କୁ ଅପମାନ କରି କ୍ଷମା ମାଗିଛି ଯୁଦ୍ଧ ଦ୍ୱାରା ପ୍ରଭାବିତ ୟୁକ୍ରେନ। ରବିବାର ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ମା’ କାଳୀଙ୍କ ଏକ ଆପତ୍ତିଜନକ ଫଟୋ ପୋଷ୍ଟ କରାଯାଇଥିଲା। ୟୁକ୍ରେନର ଉପ ପ୍ରତିରକ୍ଷା ମନ୍ତ୍ରୀ ଏପରି ପୋଷ୍ଟ କରିଥିଲେ। ତେବେ ତାଙ୍କର…
ନୂଆଦିଲ୍ଲୀ : ବରିଷ୍ଠ ରାଜନେତା ତଥା ଏନସିପିର ସଭାପତି ଶରଦ ପାୱାର ସଭାପତି ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସେ ଏହି…
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନୂତନ ମୁଖ୍ୟ ପ୍ରଶାସକ ଭାବେ ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରଶାସନିକ ଅଧିକାରୀ ରଞ୍ଜନ କୁମାର ଦାସ। ଏହା ପୂର୍ବରୁ ସେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।…
ଚାନ୍ଦବାଲି: ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ଛାତ୍ର ଉଦ୍ଧାର । ଚାନ୍ଦବାଲି ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ନବମ ଶ୍ରେଣୀ ଛାତ୍ର ଉଦ୍ଧାର । ଭଦ୍ରକ ରମ୍ଭିଳାରେ ଥିବା ଫାର୍ମ ହାଉସ୍ରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଛାତ୍ରକୁ ଉଦ୍ଧାର କଲା…
ବ୍ରହ୍ମପୁର: ସରିଲା ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା। ପ୍ରତି ୨ ବର୍ଷରେ ଥରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥାଏ ମା’ ବୁଢୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ମା’ ସାଆନ୍ତାଣୀ, ଝିଅ ରୂପେ ବାପ ଘରକୁ ଯାଇଥାନ୍ତି। ଯାତ୍ରା ଅବସରରେ ମା’…
ଜୟପୁର: ଏପ୍ରିଲ ୧୫ ତାରିଖ ଠାରୁ ସୁଦାନରେ ସଂଘର୍ଷ ଜାରି ରହିଛି। ସେନା ଓ ଅର୍ଦ୍ଧସାମରିକ ବାହିନୀ ସୁଦାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଲଢ଼େଇ ବଳବତ୍ତର ରଖିଛନ୍ତି। ସାମରିକ ଯୁଦ୍ଧବିରତି ଶେଷ ହେବାପରେ ଲଢ଼େଇ ଭୀଷଣ ରୂପ ନେଇଛି। ରାଜଧାନୀ…
ପୂର୍ବ ପ୍ରାୟୋଜିତ ଥିଲା ସମ୍ବଲପୁର ହିଂସା। ଏଥିପାଇଁ ଶାସନରେ ଥିବା ବିଜେଡି ସରକାର ସଂପୂର୍ଣ୍ଣ ଦାୟୀ। ହିଂସାଗ୍ରସ୍ତ ଅଞ୍ଚଳର ଗ୍ରାଉଣ୍ଡ ଭିଜିଟ୍ ପରେ ଆଜି ଏଭଳି ଢଙ୍ଗରେ ବର୍ଷିଛି ବିଜେପିର କେନ୍ଦ୍ରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ। ଟିମ୍ର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇପିଏସ୍…
ଭୁବନେଶ୍ବର: ମିଛ ୱେବ୍ସାଇଟ ଖୋଲି କୋଟିକୋଟି ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ। ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଘଟଣାର ତଦନ୍ତ କରି ଅପରାଧୀମାନେ ପ୍ରାୟ ୩୭୦୦ ପୁଞ୍ଜିନିବେଶକାରୀଙ୍କଠାରୁ ୩୯.୧୧ କୋଟି ଟଙ୍କା ଠକି ନେଇଥିବା ସ୍ପଷ୍ଟ କରିଛି। ତେବେ ଏଥିରୁ ମାତ୍ର…