ଖୁବଶୀଘ୍ର ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ ଟ୍ରେନ, ଭିଡିଓ ସେୟାର କଲା ରେଳ ମନ୍ତ୍ରଣାଳୟ
ନୂଆଦୀଲ୍ଲୀ: ଖୁବଶୀଘ୍ର ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ହାଇଡ୍ରୋଜେନ୍ ଟ୍ରେନ୍ ପ୍ରଥମ ଥର ପାଇଁ ଭାରତର ହରିୟାଣାରେ ଚାଲିବ । ଜିନ୍ଦରୁ ସୋନିପତ ଯାଏଁ ଗଡ଼ିବ ଟ୍ରେନ । ଏହି ଟ୍ରେନକୁ ଇନ୍ଧନ ଯୋଗାଇବା ପାଇଁ ଜିନ୍ଦରେ ଏକ…
