ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ , ଗ୍ରୀନ କରିଡ଼ରରେ ଗଲେ ଏୟାରପୋର୍ଟ
ଭୁବନେଶ୍ୱର :ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ । ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଛି । ସାଙ୍ଗରେ ଅଛନ୍ତି ଡାକ୍ତର ଓ ଅନ୍ୟ ଲାଇଫ ସପୋର୍ଟ ସରଞ୍ଜାମ । ପୀଡିତାଙ୍କ ସହ ପରିବାର ଲୋକ ମଧ୍ୟ ଦିଲ୍ଲୀ ଯାଉଛନ୍ତି…
