OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ରହିଛି ସଂପୃକ୍ତି , ପ୍ରେସମିଟରେ କ୍ରାଇମବ୍ରାଞ୍ଚ DIGଙ୍କ ସୂଚନା

କଟକ : ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ । ଗିରଫ କଳାହାଣ୍ଡିର ଜଣେ ଶିକ୍ଷକ । ସପ୍ତମ ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ କୁମାର ଖମାରୀ । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଥିବା…

ଇଞ୍ଜିନିୟରଙ୍କୁ ପରିସ୍ରା ପିଆଇବା ଘଟଣା: ଗିରଫ ହେଲେ ଅଭିଯୁକ୍ତ ପିଅନ

ଗଜପତି: ଆର. ଉଦୟଗିରି ପୋଲିସ ଆରଡବ୍ଲୁଏସଏସ କାର୍ଯ୍ୟାଳୟରେ କନିଷ୍ଠ ଇଞ୍ଜିନିୟର ସଚିନ ଗୌଡ଼ଙ୍କୁ ପରିସ୍ରା ପରିବେଷଣ କରିବା ଅଭିଯୋଗରେ ପିଅନ ଶିବ ନାରାୟଣ ନାୟକଙ୍କୁ ଗିରଫ କରିଛି । ଜନସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିବା ଏହି ଆଶ୍ଚର୍ଯ୍ୟଜନକ ମାମଲାରେ, ଗଜପତି ଜିଲ୍ଲାର…

ଶରଧାବାଲି ଦଳାଚକଟା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ତଦନ୍ତ ରିପୋର୍ଟ

ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣା ଘଟିଥିଲା। ଏହି ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉନ୍ନୟନ କମିସନର ଅନୁ ଗର୍ଗ ରିପୋର୍ଟ ଦାଖଲ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉନ୍ନୟନ…

‘ବିଜେପି ସରକାରରେ ମହିଳାମାନେ କୌଣସି କ୍ଷେତ୍ରରେ ସୁରକ୍ଷିତ ନାହାନ୍ତି’

ଭୁବନେଶ୍ୱର: ନାରୀ ନିର୍ଯାତନାକୁ ନେଇ ସମଗ୍ର ରାଜ୍ୟ ଉଦ୍ବିଗ୍ନ ଥିଲାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଘଟଣାରେ ପୁଲିସ୍ ଏତଲା ଗ୍ରହଣ ନ କରିବା ଉଦ୍‌ବେଗଜନକ ବୋଲି ବିଜୁ ଜନତା ଦଳ (ବିଜେଡି) କହିଛି। ଆଜି ଶଙ୍ଖ…

ଗାଡ଼ି ଚାଳକ ସାବଧାନ, ଚାଲାଣ ପୈଠ ନ କଲେ ବାତିଲ୍ ହେବ ଗାଡ଼ିର ରେଜିଷ୍ଟ୍ରେସନ

କଟକ: ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଗ୍ରହଣ କରାଯିବ କଡ଼ା ଆଭିମୁଖ୍ୟ । ଚାଲାଣ ଖିଲାପକାରୀଙ୍କ ବିରୋଧରେ ନିଆଯିବ ବଡ଼ ଆକ୍ସନ । ୫ରୁ ଅଧିକ ଚାଲାଣ କଟିଥିବା ହାଲୁକା ଯାନ ଓ ଭାରି ଯାନ ଗାଡ଼ି ମାଲିକ ଯଦି…

ଜେଲ୍‌ରୁ ମୁକୁଳିଲେ ଆଇଏଏସ ଧୀମାନ ଚକମା, ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ

ଭବାନୀପାଟଣା: ଲାଞ୍ଚ ମାମଲାରେ ଗିରଫ ଆଇଏଏସ ଧୀମାନ ଚକମା ଜେଲ୍‌ରୁ ବାହାରିଛନ୍ତି l ଦୀର୍ଘ ୪୦ ଦିନ ଜେଲରେ ରହିବା ପରେ ଆଜି ଭବାନୀପାଟଣା ଜେଲରୁ ବାହାରିଲେ ଧୀମାନ ଚକମା l ଗତ ୨୪ ତାରିଖ ଦିନ ମାନ୍ୟବର ହାଇକୋର୍ଟ ୫…

ଜଗତସିଂହପୁର ଜିଲ୍ଲାରେ ବଢୁଛି ଜଣ୍ଡିସ୍; ୫ ଦିନରେ ୪୦ରୁ ଅଧିକ ଆକ୍ରାନ୍ତ

ଜଗତସିଂହପୁର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ା ବାନ୍ତି ପରେ ଏବେ ଜଣ୍ଡିସ୍ ରୋଗ ବ୍ୟାପିଲାଣି । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଦଣ୍ଡାସାହି ଗାଁରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୫ ଦିନ ଭିତରେ…

ୟାର୍ଡ ପୁନଃ ନବୀକରଣ କାର୍ଯ୍ୟ ନିରୀକ୍ଷଣ କଲେ ମଣ୍ଡଳ ପ୍ରବନ୍ଧକ

ସମ୍ବଲପୁର: ଭାରତୀୟ ରେଲଓ୍ବେର ବର୍ଦ୍ଧିତ ଯାତ୍ରୀ ଚାହିଦା, ଆଞ୍ଚଳିକ ବିକାଶ ଓ ଜାତୀୟ ଲଜିଷ୍ଟିକ ଆବଶ୍ୟକତା ସହିତ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଦେଶବ୍ୟାପୀ ପ୍ରମୁଖ ଷ୍ଟେସନଗୁଡିକୁ ଉନ୍ନତ ଓ ଆଧୁନିକୀକରଣ କରିବା କ୍ରମରେ ସମ୍ବଲପୁର ରେଳ ଷ୍ଟେସନର ଗୁରୁତ୍ୱପୁର୍ଣ୍ଣ ୟାର୍ଡ ପୁନଃନବୀକରଣ…

ଡରାଇଲେଣି ମହାକାଶ ବିଜ୍ଞାନୀ; ପୃଥିବୀକୁ ମାଡିଆସୁଛି ବଡ଼ ବିପଦ, ନଭେମ୍ବରରେ ଆଟାକ୍‌ କରିବେ ଏଲିଏନ୍‌ !

ନୂଆଦିଲ୍ଲୀ ୩୧।୦୭: ଏପରି କିଛି ଆକଳନ କରିଛନ୍ତି ହାଭାର୍ଡ ବିଶ୍ବବିଦ୍ୟାଳୟର ମହାକାଶ ବିଜ୍ଞାନୀ । ସେମାନେ ଦାବି କରିଛନ୍ତି କି ନଭେମ୍ବରରେ ପୃଥିବୀରେ ପହଞ୍ଚିବେ ଏଲିଏନ୍ସ । ଆଉ ସେମାନେ ପୃଥିବୀ ଉପରେ କରିପାରନ୍ତି ଆକ୍ରମଣ । ବିଶେଷଜ୍ଞମାନେ ଦାବି କରିଛନ୍ତି…

ଭାରତ ଆଦୌ ଚିନ୍ତିତ ନୁହେଁ କି ଜବାବୀ କାର୍ଯ୍ୟାନୁଷ୍ଠାନ କରିବ ନାହିଁ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ ନେଇ ଭାରତରେ ପ୍ରବଳ ହୋହଲ୍ଲା ହେଉଥିବା ବେଳେ ଭାରତ ଆମେରିକା ବିରୁଦ୍ଧରେ କୌଣସି ପ୍ରତି ଶୁଳ୍କ ଲାଗୁ କରିବ ନାହିଁ ବୋଲି ସୂଚନା ମିଳିଛି। ବିଶେଷ ସୂତ୍ରରୁ ଖବର ନେଇ ଜାତୀୟ ଗମମାଧ୍ୟମ ଇଣ୍ଡିଆ…