ବିଜେଡି ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ
ମୟୁରଭଞ୍ଜ : ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ। ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖ ଚକ ବନ୍ଦ। ରାସଗୋବିନ୍ଦପୁର ଆଶ୍ରମ ବିଦ୍ୟାଳୟର ଜନୈକ ଛାତ୍ରୀଙ୍କ ବିଷାକ୍ତ ଖାଦ୍ୟ ଖାଇ ଅଭାବନୀୟ ମୃତ୍ୟୁକୁ ନିନ୍ଦା ଏବଂ ପ୍ରତିବାଦ କରି…
ମୟୁରଭଞ୍ଜ : ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ। ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖ ଚକ ବନ୍ଦ। ରାସଗୋବିନ୍ଦପୁର ଆଶ୍ରମ ବିଦ୍ୟାଳୟର ଜନୈକ ଛାତ୍ରୀଙ୍କ ବିଷାକ୍ତ ଖାଦ୍ୟ ଖାଇ ଅଭାବନୀୟ ମୃତ୍ୟୁକୁ ନିନ୍ଦା ଏବଂ ପ୍ରତିବାଦ କରି…
ବାରଙ୍ଗ : ଆମ୍ବ ଖାଇବାକୁ ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ହାତୀ । ଦୁଇ ଦିନ ହେବ ଦୁଇଟି ଦନ୍ତାହାତୀ ପାହାଡରେ ଡେରା ପକାଇଛନ୍ତି । ପାଖ ଭରତପୁର ଜଙ୍ଗଲରୁ ହାତୀ ଦୁଇଟି ଖାଦ୍ୟ ଅନ୍ବେଷଣରେ ଶିଖରଚଣ୍ଡି ପାହାଡ଼କୁ ଆସିଥିବା ବନବିଭାଗ କହିଛି…
ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମ ମାସଗୁଡ଼ିକରେ ପିକ୍ ଆଓ୍ବାର ସମୟରେ ରାଜ୍ୟର ହାଇଡ୍ରୋ ପାଓ୍ବାର ଜେନେରେସନ୍ ସର୍ବାଧିକ କରିବା ପାଇଁ ଓଡ଼ିଶା ଜଳବିଦ୍ୟୁତ୍ ନିଗମ୍ (ଓଏଚ୍ପିସି) ସହିତ ଆଲୋଚନା କରାଯାଇଛି ବୋଲି ଶୁକ୍ରବାର ହୋଇଥିବା ଶକ୍ତି ବିଭାଗର ସମୀକ୍ଷା ବୈଠକରୁ ଜଣାଯାଇଛି। ବୈଠକରେ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଆରୋପ କରିଛନ୍ତି।…
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ପୋଇପାଣି ବିଟ କାଠବାରୀ ଗ୍ରାମ୍ୟ ଜଙ୍ଗଲରୁ କାଠ ମାଫିଆ ଆକାଶିଆ ଗଛ କାଟି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ କାଠ କାଟି ପିକଅପ ଗାଡିରେ ନେଉଥିବା ସମୟରେ…
ବ୍ରହ୍ମପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। ଗୁଣି ଗାରେଡି ସନ୍ଦେହରେ ଏକାଦଶୀ ନାହାକ ବ୍ୟକ୍ତିଙ୍କୁ ହତ୍ୟା। ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।…
କରଞ୍ଜିଆ : ଝୁଲିପଡ଼ିଲେ ଯୁବକ, ଯୁବତୀ । ଗୋଟିଏ ଗଛ ଡାଳରୁ ଝୁଲନ୍ତା ଅବସ୍ଥାରେ ଦୁଇଟି ମୃତଦେହ ଠାବ । ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ତାଳପଦା ପଞ୍ଚାୟତ କାଳିଆପୋଷି ଗାଁ ମୁଣ୍ଡରୁ ଉଦ୍ଧାର ହୋଇଚି ମୃତଦେହ । ଯୁବତୀ ସ୍ଥାନୀୟ ଅଞ୍ଚଳର…
ବଲାଙ୍ଗୀରି : ରାଜ୍ୟରେ ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଆରମ୍ଭ ହୋଇଗଲାଣି । ଜନଜୀବନ ଅସ୍ତବ୍ୟସ୍ତ । ଚଳିତ ବର୍ଷ ତାପମାତ୍ରା ବୃଦ୍ଧି ପାଇବା ସହିତ ଅସହ୍ୟ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ…
ନରସିଂହପୁର : ନକଲି ଡାକ୍ତରଙ୍କୁ ମାଡ଼ି ବସିଲା ପୋଲିସ । ବଡମ୍ବା ଥାନା ଅନ୍ତର୍ଗତ ସୁନାପାଳ ବଜାର ନିକଟରେ ଗର୍ଭପାତ କରାଇବା ବେଳେ ନକଲି ଡାକ୍ତର ଜୟନ୍ତ ବସ୍ତିଆଙ୍କୁ ଗିରଫ କଲା ବଡମ୍ବା ପୋଲିସ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ…
ବାଂଶପାଳ : ନୃଶଂସ ସ୍ୱାମୀର ନାରକୀୟ କାଣ୍ଡ । ଟଙ୍କା କେଇଟା ପାଇଁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟାକଲା ସ୍ୱାମୀ । କେନ୍ଦୁଝର ବାଂଶପାଳ ବ୍ଲକ ରୁଗୁଡ଼ି ସାହିର ଶ୍ରୀକାନ୍ତ ମହାକୁଡ଼, ସ୍ତ୍ରୀ ଚମ୍ପା ମହାକୁଡ଼ଙ୍କୁ ହତ୍ୟା କରିଛି ।…