୧୪ ବିଶ୍ବବିଦ୍ୟାଳୟ ନିମନ୍ତେ କୁଳପତି ନିଯୁକ୍ତ
ଭୁବନେଶ୍ବର: ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ରେଭେନ୍ସା ବିଶ୍ବବିଦ୍ୟାଳୟ ନିମନ୍ତେ ପ୍ରଫେସର ଅର୍କ କୁମାର…
