State

ବାଲିଯାତ୍ରା ୟୁନେସ୍କୋ ଐତିହ୍ୟ ମାନ୍ୟତା ପ୍ରସ୍ତାବକ ସମ୍ମାନୀତ

କଟକ : ଐତିହାସିକ କଟକ ବାଲିଯାତ୍ରାକୁ ଜାତିସଂଘ ୟୁନେସ୍କୋ ଦ୍ୱାରା ଐତିହ୍ୟ ତାଲିକାରେ ସ୍ଥାନିତ କରିବାକୁ ଦାବି କରିଥିବା ମନୋଜ କୁମାର ସାହୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଛି । ଆଠଗଡର ଶ୍ରୀକୃଷ୍ଣ ଗୁରୁକୁଳର କୂଳସଚିବ ତଥା ‘ବିଶ୍ବ ଓଡିଶା’ର…

ସୁବର୍ଣ୍ଣପୁରରେ ହାଇଟେକ୍ ସର୍ଭେ, ବନ୍ଦୋବସ୍ତ ୨୦୨୬ ସୁଦ୍ଧା ସରିବ: ମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନଠାରେ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଦୀର୍ଘ ଦିନର ଅପେକ୍ଷାର ଅନ୍ତ ସହ ସୁବର୍ଣ୍ଣପୁର ଜିଲ୍ଲାର…

କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ନୀତିକୁ ବରଦାସ୍ତ କରାଯିବ ନାହିଁ- ମିଳିତ ବିରୋଧୀ ଦଳ

ଭୁବନେଶ୍ୱର: ପାଲାସା-ଇଚ୍ଛାପୁରମ୍ ରେଳ ବିଭାଗକୁ ପୂର୍ବତଟ ରେଳପଥ ଜୋନ୍‌ରୁ ଦକ୍ଷିଣ ଉପକୂଳ ରେଳପଥକୁ ସ୍ଥାନାନ୍ତରଣ ପ୍ରତିବାଦରେ ରାଜ୍ୟର ୧୦ଟି ବିରୋଧୀ ଦଳର ମିଳିତ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶାର ସ୍ୱାର୍ଥବିରୋଧୀ, ଅନ୍ୟାୟ ଓ…

ଡିଜିଟାଲ୍‌ ଦସ୍ତଖତକୁ ଜାଲ୍‌ କରି ଅଢ଼େଇ କୋଟି ଚଳୁ, ଭିଜିଲାନ୍‌ସ ତଦନ୍ତ ଲାଗି ସୁପାରିସ୍‌

ବ୍ରହ୍ମପୁର/ବେଗୁନିଆପଡ଼ା: ଡିଜିଟାଲ୍‌ ଦସ୍ତଖତକୁ ଜାଲ୍‌ କରି ଅଢ଼େଇ କୋଟି ଖାଇଗଲେ। କର୍ମଚାରୀଙ୍କ ଆକାଉଣ୍ଟକୁ ଅଧିକ ଟଙ୍କା ପଠାଇ ପରେ ତାହାକୁ ଉଠାଣ ହୋଇଛି। ଡାକ୍ତରଖାନାରେ ଏରିୟର୍‌ ଟଙ୍କା ହଡ଼ପ ନେଇ ଏଭଳି କେଳେଙ୍କାରୀ ସାମ୍ନାକୁ ଆସିଛି। ଘଟଣା ଜଣାପଡ଼ିବା ପରେ ଆଜି…

ବିଜେପିରେ ଯୋଗଦେଲେ ଯୁବ ନେତା, ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭଦ୍ରକଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମରା ଡୋଶିଙ୍ଗା ଅଂଚଳର ଯୁବନେତା ରାଜୀବ ଲୋଚନ ଦାସ ଓ କଇଁଥଖୋଲା ପଂଚାୟତର ବିଜେଡି…

ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ: ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର: ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ । ରେଳୱେ ବୋର୍ଡର ନିଷ୍ପତ୍ତି ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା । ରେଳୱେକୁ ନେଇ ତେଜିଲା ରାଜନୀତି । ପ୍ରେସମିଟରେ ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟରେ…

ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ

ଭୁବନେଶ୍ବର: ଭୁବନେଶ୍ବରରେ ଦେଖାଦେଇଛି ଚାଞ୍ଚଲ୍ୟ । ଛାତରୁ ଖସିପଡି ଯୁବକଙ୍କର ହୋଇଛି ମୃତ୍ୟୁ । ନିର୍ମାଣଧୀନ କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସହିଦନଗର ଥାନା ଅଞ୍ଚଳରେ ଘଟିଛି ଏ ଘଟଣା । ସ୍ଥାନୀୟ ପୋଷ୍ଟ ଅଫିସ…

ମାଛ ଧରିବା ବେଳେ ପାଟିରେ ପଶିଗଲା ଜିଅନ୍ତା ମାଛ, ଯୁବକ ମୃତ

ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ଘଟିଛି ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ମାଛ ଧରିବା ହେଲା କାଳ । ପାଟିରେ ପଶିଗଲା ଜିଅନ୍ତା ମାଛ । ଚାଲିଗଲା ଯୁବକଙ୍କ ଜୀବନ । ମୟୂରଭଂଜ ବାଙ୍ଗିରିପୋଷିରେ ଏଭଳି ଘଟଣା ।…

କାମାକ୍ଷାନଗରରେ ଜଙ୍ଗଲ ନିଆଁ, ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ଗୁଳ୍ନ ନଷ୍ଟ

କାମାକ୍ଷାନଗର: ଜଙ୍ଗଲରେ ଲାଗିଛି ନିଆଁ । ଢେଙ୍କାନାଳ କାମାକ୍ଷାନଗରରେ ଥମୁନି ଜଙ୍ଗଲ ନିଆଁ । କାମାକ୍ଷାନଗର-କଙ୍କଡ଼ାହାଡ଼ ରାସ୍ତାର ଉଭୟପାର୍ଶ୍ବରେ ଜଳୁଛି ଜଙ୍ଗଲ । ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ଗୁଳ୍ନ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ…

କୁରାଢ଼ୀରେ ହାଣି ଡ୍ରାଇଭରକୁ ହତ୍ୟା କଲା ହେଲପର୍

ମୟୂରଭଞ୍ଜ : କୁକୁଡା ମାଂସ ଘରକୁ ଆସିଲା । ହେଲେ ରନ୍ଧା ହେବା ପୂର୍ବରୁ ମାଂସ ଟଙ୍କା ଦିଆନିଆକୁ କେନ୍ଦ୍ରକରି ଜୀବନ ଚାଲିଗଲା । କୁରାଢ଼ୀରେ ଡ୍ରାଇଭରକୁ ମାରି ଦେଲା ହେଲପର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ…