State

ନିଜ ଇଚ୍ଛାରେ ଯେଉଁଠିବି ରହିପାରିବ ପ୍ରାପ୍ତବୟସ୍କ ଝିଅ: ହାଇକୋର୍ଟ

କଟକ : ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ଯଦି ସ୍ବାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏପରି ନିର୍ଣ୍ଣୟରେ କୌଣସି ବାଧା ନାହିଁ । ଏପରି ଝିଅଙ୍କୁ ଶ୍ଵଶୁରଘର ବା ବାପା-ମା’ଙ୍କ ପାଖରେ ରହିବାକୁ ବାଧ୍ୟ କରିବା ଭଳି ଆଇନରେ…

ପୋଲିସ ପରିଚୟ ଦେଇ ଟ୍ରକରୁ ଚାନ୍ଦା ମାଗୁଥିବା ବେଳେ ଯୁବକଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ବର: ବନ୍ଧା ହେଲା ନକଲି ପୋଲିସ । ପୋଲିସ ପରିଚୟ ଦେଇ ଟ୍ରକରୁ ଚାନ୍ଦା ମାଗୁଥିବା ନକଲି ପୋଲିସକୁ ବାନ୍ଧିଲା ପୋଲିସ । ବାଲେଶ୍ୱର ଜିଲ୍ଲା ଖଇରା ଅଂଚଳରେ ନକଲି ପୋଲିସ କର୍ମଚାରୀ ଗିରଫ । ଗିରଫ ଯୁବକ ହେଲେ ବାଲେଶ୍ବର…

ଗରିଆପାଲି ଟ୍ରିପଲ ମର୍ଡର: ଆତ୍ମହତ୍ୟା ଉଦ୍ୟମ ବେଳେ ଅଭିଯୁକ୍ତକୁ ଉଦ୍ଧାର କଲା ପୋଲିସ

ଦେବଗଡ଼: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗରିଆପାଲି ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ଜୀବନ ହାରିବା ଉଦ୍ୟମ । ହତ୍ୟା ଅଭିଯୁକ୍ତ ରମେଶ ଗରିଆ ଗାଁ ପାଣି ଟାଙ୍କି ଉପରେ ବିଷପାନ କରି ଜୀବନ ହରିବାକୁ ଉଦ୍ୟମ କରିଛନ୍ତି । ଉଦ୍ଧାର…

ପ୍ରଧାନଶିକ୍ଷକଙ୍କ ବିରୋଧରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗ, ସ୍କୁଲ ଖାତାକୁ ଟଙ୍କା ଫେରସ୍ତ କରିବାକୁ ଅଞ୍ଚଳବାସୀଙ୍କ ଦାବି

କୋରାପୁଟ : ପ୍ରଧାନ ଶିକ୍ଷକଙ୍କ ନାଁରେ ଟଙ୍କା ହଡ଼ପ ଅଭିଯୋଗ । ୧୪ ବର୍ଷ ହେବ ଗୋଟିଏ ବିଦ୍ୟାଳୟର ଦାୟିତ୍ୱକୁ ନେଇ ଉଠିଛି ପ୍ରଶ୍ନ ? ନାରାୟଣପାଟଣା ବ୍ଳକ ଲଙ୍ଗଳବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଏହି…

ରାଇକିଆରେ ହାତୀ ଉପଦ୍ରବ, ଦୁଇ ବୃଦ୍ଧ ମୃତ

ରାଇକିଆ: ମୟୂରଭଂଜ ରାଇକିଆରେ ପୁଣି ହାତୀ ଉପଦ୍ରବ। ଦୁଇଜଣ ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା ହାତୀ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପେଟାପାଙ୍ଗା ଡ୍ରାମ୍ବା ଜଙ୍ଗଲରେ ଏହି ଅଘଟଣ ଘଟିଛି । ଦୁଇ ବୃଦ୍ଧ ଜଙ୍ଗଲରୁ ଘରକୁ ଫେରୁଥିବା ବେଳେ…

ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲିଦେଲା ମାଆ!

ସମ୍ବଲପୁର: ନିଜ ଛୁଆଙ୍କୁ ମାରିଦେଲା ମାଆ। ସମ୍ବଲପୁର ଜିଲ୍ଲାରୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ସମ୍ବଲପୁର ଜିଲ୍ଲାରେ ଜଣେ ମହିଳା ତାଙ୍କ ଦୁଇ ନାବାଳିକା ଝିଅଙ୍କୁ ଏକ କୂଅରେ ଫିଙ୍ଗି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି…

ଡ଼ ମାୟାଧର ମାନସିଂହଙ୍କ ଗାଁ ନନ୍ଦଳାକୁ ଐତିହ୍ୟ ଗ୍ରାମ ଘୋଷଣା ନ କରିବା ସରକାରଙ୍କ ହୀନମନ୍ୟତା: ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓଡ଼ିଶାର ୨୫ ଜଣ ବରପୁତ୍ରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ଅଥଚ ଏ ତାଲିକାରେ କବି ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଗାଁ ନନ୍ଦଳା ଗ୍ରାମ ନାହିଁ । ସରକାରଙ୍କ…

ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର: ବିଜେପିରେ ପୂର୍ବତ୍ତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଯୋଗଦାନ ପରେ ବାଲେଶ୍ୱର ଜିଲ୍ଲାରେ ବିଜେପିରେ ହଲଚଲ ଦେଖିବାକୁ ମିଳିଛି। ରବୀନ୍ଦ୍ରଙ୍କ ଯୋଗଦାନକୁ ନେଇ ଅସନ୍ତୁଷ୍ଟ ହୋଇ ଦଳ ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ। ବିଜେପିରେ ପୂର୍ବତ୍ତନ ବାଲେଶ୍ୱର ସାଂସଦ…

କଂଗ୍ରେସ ବିଧାୟକଙ୍କ ବେଙ୍ଗାଲୁରୁ ଗସ୍ତକୁ ସୋଫିଆଙ୍କ ନାପସନ୍ଦ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ରାଜନୀତି ସରଗରମ ହେବାର ଲାଗିଛି। କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କଲେ କଟକ ବିଧାୟିକା ସୋଫିଆ ଫିର୍ଦୋସ। ସେ କହିଛନ୍ତି ଯେ, ବାହାରକୁ ଯିବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ…

ଚାକିରି କରାଇ ଦେବା ନାଁରେ ଠକେଇ, ଜଣେ ଗିରଫ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଚାକିରି ଦେବା ଠକ। ବିଦେଶରେ ଚାକିରି ଦେବା ନାମରେ ଠକେଇ କରି ନେଉଛନ୍ତି ଟଙ୍କା । ଏଭଳି ଜଣେ ଠକାମୀ ଶିକାର ହେବା ଅଭିଯୋଗ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖର ପୁର ଥାନା…