State

ଠିକାରେ ଷ୍ଟାଫ୍ ନର୍ସ ନିଯୁକ୍ତିରେ ଘୋଟାଲା, ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କଲା ପ୍ରଶାସନ

ଅନୁଗୁଳ : ତାଳଚେର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ରେ ଜାଲ୍ ସାର୍ଟିଫିକେଟରେ ଶତାଧିକ ଷ୍ଟାଫ୍ ନର୍ସଙ୍କୁ ନିଯୁକ୍ତି ଦେଇ ରୋଗୀଙ୍କ ଜୀବନ ସହ ଖେଳିଥିବା ଠିକା ସଂସ୍ଥା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା…

୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ, ଖୁବ୍ ଶୀଘ୍ର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ। ଓଡ଼ିଶା କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରାଜ୍ୟର ୨୬ଟି ଜିଲ୍ଲାରେ ଥିବା ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ…

ନକଲି ଭିଜିଲାନ୍ସ ଅଫିସରଙ୍କ ଆତଙ୍କ, ପଠାଉଛନ୍ତି ଧମକପୂର୍ଣ୍ଣ ବେନାମୀ ଚିଠି

ଭୁବନେଶ୍ବର: ଭୁବନେଶ୍ବରରୁ ଆସିଛି ବଡ଼ ଖବର । ନକଲି ଭିଜିଲାନ୍ସ ଅଫିସରଙ୍କ ଆତଙ୍କ । ଲୋକଙ୍କୁ ପଠାଉଛନ୍ତି ଧମକପୂର୍ଣ୍ଣ ବେନାମୀ ଚିଠି । ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ କିଛି ଦୁର୍ବୃତ୍ତ ଧମକପୂର୍ଣ୍ଣ ବେନାମୀ ଚିଠି ପଠାଉଥିବା ଅଭିଯୋଗ ହୋଇଛି…

ସିମେଲପଦରରେ ଖୋଲିଲା ରାଜ୍ୟର ପ୍ରଥମ ହାତୀ ସ୍କୁଲ୍, କମିବ ମଣିଷ-ହାତୀ ସଂଘର୍ଷ !

ଭୁବନେଶ୍ବର: ରାଜ୍ୟରେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ବଡ଼ ପଦକ୍ଷେପ ନେଇଛି। କଳାହାଣ୍ଡି ଜିଲ୍ଲାର ସିମେଲପଦର ଅଞ୍ଚଳରେ ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର (Elephant Training Centre) ଉଦ୍ଘାଟନ କରାଯାଇଛି। ଶୁକ୍ରବାର ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି…

ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ଜୋରଦାର: ସାମିଲ ହେବେ ୭୫୦୦ରୁ ଅଧିକ କଳାକାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ପାଇଁ ସମ୍ବଲପୁର ଏବେ ଉତ୍ସବମୁଖର ହୋଇଉଠିଛି। ଦେବ ଦମ୍ପତି ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବକୁ ମହାସମାରୋହରେ ପାଳନ କରିବାକୁ ସହରର ବିଭିନ୍ନ କମିଟି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଚଳିତ ବର୍ଷ…

ଲଞ୍ଚ ହେଲା ଦୁନିଆର ସବୁଠାରୁ ବଡ଼ IPO, ପ୍ରଥମ ଟ୍ରିଲିୟନିୟର ଏଲନ୍ ମସ୍କ

ନୂଆଦିଲ୍ଲୀ: ଦୁନିଆକୁ ମିଳିଛି ଟ୍ରିଲିୟନ ଡଲାର ସମ୍ପତ୍ତି ଥିବା ପ୍ରଥମ ମାଲିକ । ଏଲନ୍ ମସ୍କଙ୍କ କମ୍ପାନି ସ୍ପେସଏକ୍ସର ସେୟାର ଆମେରିକା ବଜାରରେ ଚହଳ ପକାଇବା ସହିତ ତାଙ୍କ ସମ୍ପତ୍ତି ମୂଲ୍ୟ ୧.୧ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଏହା ବିଶ୍ୱର…

୧୫ ଜୁନରୁ ରାଜ୍ୟରେ ମହିଳାଙ୍କ ପାଇଁ ବସ ଯାତ୍ରା ଫ୍ରି: ଛାତ୍ରୀଙ୍କ ଠାରୁ କର୍ମଜୀବୀ ମହିଳା ସମସ୍ତେ ମାଗଣାରେ ଯିବେ

ଥିରୁଅନନ୍ତପୁରମ: କେରଳ ସରକାର ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଜୁନ୍ ୧୫ ତାରିଖରୁ ରାଜ୍ୟରେ ‘ପ୍ରିୟଦର୍ଶିନୀ ଯୋଜନା’ (Priyadarshini scheme) ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ମହିଳା କେରଳ ରାଜ୍ୟ ସଡ଼କ…

LIC ବିରୋଧରେ ଜଣେ ମାଆ କୋର୍ଟରେ ଲଢିଲେ ଦୀର୍ଘ ୧୨ ବର୍ଷ ଲଢେଇ, ଶେଷରେ ଜିତିଲେ କୋଟିଏ ୨୬ଲକ୍ଷ ଟଙ୍କା

ମୁମ୍ବାଇ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ବିରୋଧରେ ଜଣେ ମହିଳା ଦୀର୍ଘ ୧୨ ବର୍ଷ କାଳ କୋର୍ଟରେ ଲଢି ବିଜୟୀ ହୋଇଛନ୍ତି। ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆରସି) ତାଙ୍କ ରାୟରେ ବୀମା କମ୍ପାନୀ ମହିଳାଙ୍କ ପରଲୋକଗତ ପୁଅଙ୍କ…

କାଳବୈଶାଖୀ ପ୍ରଭାବ ; ବାଦ ପଡ଼ିଲେନି ଭଗବାନ

ଆଠଗଡ : କାଳବୈଶାଖୀ ତାଣ୍ଡବରେ ବାଦ ପଡ଼ିଲେ ନାହିଁ ଭଗବାନ। ଗଛ ପଡ଼ି ଭାଙ୍ଗିଲା ମନ୍ଦିର ଗୃହ। କଟକ ଜିଲ୍ଲା ଆଠଗଡ ବ୍ଲକ କନ୍ଦରପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଦୁଇଦିନ ତଳେ ହଠାତ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା।…

ଏକାସଙ୍ଗେ ମିଳିବ ୩ ମାସର ଭତ୍ତା ଟଙ୍କା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ମୋହନ ସରକାରକୁ ପୂରିଲା ୨ ବର୍ଷ। ଏଥିପାଇଁ ଲୋକସେବା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ବଡ ଘୋଷଣା କରିଛନ୍ତି। ଭତ୍ତା ସମସ୍ୟା ତଥା ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ବଡ…