State

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: OSRTC ବସର ଡ୍ରାଇଭର୍‌ ଗିରଫ

ଦିଗପହଣ୍ଡି ବସ୍‌ ଦୁର୍ଘଟଣାରେ ଆସିଲା ବଡ଼ ଖବର । ଦୁର୍ଘଟଣାଗ୍ରସ୍ତ OSRTC ବସ୍‌ ଡ୍ରାଇଭର୍‌ ଗିରଫ । ଦୁର୍ଘଟଣାଗ୍ରସ୍ତ OSRTC ବସ୍‌ ଡ୍ରାଇଭର୍‌ ମାନସ ପ୍ରଧାନଙ୍କୁ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ । ଗତକାଲି ରାତିରେ ତାଙ୍କୁ ପଚରାଉଚରା କରାଯାଇଥିଲା…

ଅଡିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି ଆମେ ଗ୍ରହଣ କରିପାରୁନୁ: ଶରତ ପଟ୍ଟନାୟକ

ଭୁବନେଶ୍ୱର: ବରଗଡ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓକୁ ନେଇ ଏବେ ସବୁଠି ପ୍ରଶ୍ନ ଉଠୁଛି । ଏହାକୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ । ୫ଟି ଲୋକଙ୍କ ନିକଟରେ ରଖିଥିଲେ ଅଡିଓ । ସେ ଅଡିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି ପ୍ରମାଣ କଣ ବୋଲି…

ଓଡ଼ିଶା କ୍ୟାଡର ଆଇଏଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା କେନ୍ଦ୍ର ; ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଓ ନେତା

ଭୁବନେଶ୍ୱର: ଓଡ଼ିଶାର ନିର୍ଦ୍ଦିଷ୍ଟ ସଚିବ ସ୍ତରର ସରକାରୀ କର୍ମଚାରୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର । ଉକ୍ତ ସଚିବଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର…

ଆରମ୍ଭ ହୋଇଛି ଏକାମ୍ର ପ୍ରକଳ୍ପ ପାଇଁ ଭୂମିପୂଜନ

ଭୁବନେଶ୍ୱର: ଝଲସୁଛି ଏକାମ୍ର କ୍ଷେତ୍ର । ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତିକରଣ ଓ ଶୋଭାବୃଦ୍ଧି ପାଇଁ ପ୍ରସ୍ତାବିତ ଏକାମ୍ର କ୍ଷେତ୍ର ପ୍ରକଳ୍ପର ଶିଳାନ୍ୟାସ ମହୋତ୍ସବ ଚାଲିଛି । ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ରପାଠ, ନାମ ସଂକୀର୍ତ୍ତନ ସାଙ୍ଗକୁ ଓମ୍‌ ନମଃ ଶିବାୟ ଧ୍ୱନିରେ…

ପତ୍ନୀ ହତ୍ୟା ମାମଲାରେ ଦୋଷୀ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ

ଗୁଣୁପୁର: ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଛି ଆଜୀବନ କାରାଦଣ୍ଡ ।୨ ଦିନ ତଳେ ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଗୁଣୁପୁରର ପୂର୍ବତନ ବିଧାୟକ । ୧୯୯୫ ମସିହାରେ ପତ୍ନୀଙ୍କ ପୋଡା ମୃତଦେହ କ୍ୱାର୍ଟର୍ସରୁ ମିଳିଥିଲା ।…

ଶ୍ରୀମନ୍ଦିର ସିଂହଦ୍ୱାରରେ ରୁପା ଛାଉଣୀ କାମ ଆରମ୍ଭ

ପୁରୀ : ରୁପାରେ ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର। ଆରମ୍ଭ ହୋଇଛି ରୁପା ଛାଉଣୀ କାମ। ସିଂହଦ୍ୱାରରେ ଲାଗିଥିବା ନବନିର୍ମିତ କବାଟରେ ମୁମ୍ବାଇରୁ ଆସିଥିବା କାରିଗରମାନେ ବିଭିନ୍ନ ଡିଜାଇନ୍‌ରେ ପ୍ରସ୍ତୁତ ରୁପା ଲଗାଇବା କାମ ଆରମ୍ଭ କରିଛନ୍ତି। ଆଜି ରାତି ସୁଦ୍ଧା ରୁପା…

୫ଟି ସଚିବଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ୫ଟି ସଚିବଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲେ ବିଜୟ ପଟ୍ଟନାୟକ । କେନ୍ଦ୍ରକୁ ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଲେ ବିଜୟ ପଟ୍ଟନାୟକ ।…

ଆଗାମୀ ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଯାହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା…

ବିରୋଧୀଙ୍କୁ ନବୀନଙ୍କ ଜବାବ, ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଲେ ପାଣ୍ଡିଆନ୍

ବରଗଡ଼: ବରଗଡ଼ରୁ ବିରୋଧୀଙ୍କୁ ଜବାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବା ବେଳେ ମଞ୍ଚରେ ପାଣ୍ଡିଆନ୍ ନବୀନଙ୍କ ଅଡିଓ ବାର୍ତ୍ତା ଶୁଣାଇ ଜବାବ ରଖିଛନ୍ତି । ଆଜି ବରଗଡ଼ ଗସ୍ତ ବେଳେ ନିଶାମଣି…

ଦିଗପହଣ୍ଡି ଦୁର୍ଘଟଣା: ସବୁ ମୃତକ ହେଉଛନ୍ତି ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୧ଜଣଙ୍କର ଜୀବନ। ହେଲେ ଏହି ୧୧ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ଏବେ ବି ଏହି ଦୁର୍ଘଟଣାକୁ ନେଇ ନିଜର ପରିବାର ଲୋକ ଓ ସଂପର୍କୀୟମାନଙ୍କୁ…