State

କ୍ୟାବିନେଟ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ…

ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା । ୨୨ତାରିଖ ଅପରାହ୍ନ ୪ଟାରେ ଶ୍ରୀ ନଡ୍ଡା ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବା ପରେ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟକୁ ସିଧାସଳଖ ଗସ୍ତ କରିବେ…

ଖୋଲିଲା ବାହାନଗା ଉଚ୍ଚବିଦ୍ୟାଳୟ

ବାହାନଗା : ବାହାନଗା ଦୁର୍ଘଟଣା ପରେ ଖୋଲିଲା ବାହାନଗା ଉଚ୍ଚବିଦ୍ୟାଳୟ। ବହୁ ବାଦ ବିବାଦ ପରେ ବାହାନଗା ସ୍କୁଲ ଘର ଭଙ୍ଗା ଯାଇଥିଲା। ଏହି ବିଦ୍ୟାଳୟ ପରିସରରେ ୧୦୦ରୁ ଊର୍ଦ୍ଧ୍ବ ଶବ ରହିଥିଲା। ପିଲାମାନେ ଭୟ କରୁଥିବାରୁ ସ୍କୁଲ ଘର ଭଙ୍ଗା…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ମହିଳା କନିଷ୍ଠ ଯନ୍ତ୍ରୀ। ତାଙ୍କ ନାଁ ପ୍ରଣତି ସାହୁ। ସେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକରେ ନିଯୁକ୍ତ ହୋଇଛନ୍ତି। ବିଲ୍ ପାସ୍ କରାଇ ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ ଜଣେ…

ସୌରିନ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍‌

କଟକ: ଯୁବତୀଙ୍କୁ ଶୋଷଣ ଅଭିଯୋଗରେ ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ତାଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍‌ । ପୋଲିସର ଏକ ୫ ଜଣିଆ ଟିମ୍‌ କୋଲକାତା ଯାଇଛି । ଜଣେ ମହିଳା…

ଦିନେ ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଓଡିଶା ଛୁଇଁବ ମୌସୁମୀ। ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ…

ଅପହୃତ ନାବାଳିକା ଉଦ୍ଧାର, ନିର୍ଧୂମ ଛେଚା ଖାଇଲେ ଅପହରଣକାରୀ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଟପଳସା ଗାଁରୁ ଗତକାଲି ଅପହୃତ ହୋଇଥିବା ନାବାଳିକାକୁ ଆଜି ରାଇରଙ୍ଗପୁରରୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ସଂପୃକ୍ତ ବଣସାହିର ଅଫଜଲ୍ ଅନସାରୀ ଓ ଟପଳସା ଗାଁର ମମତା ମହାକୁଡ଼ଙ୍କୁ ପୁଲିସ ଅଟକ ରଖିଛି। ଅଭିଯୋଗ…

ରାଜନଗରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର

ରାଜନଗର: ଆତଙ୍କ ସାଜିଛନ୍ତି କୁମ୍ଭୀର। ଘର ବାଡ଼ିପଟସ୍ଥିତ ପୋଖରୀ କୂଳରେ ବସି ବାସନ ସଫା କରୁଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଂଚାୟତ ହାତିଆଗଡ଼ି ଗାଁରେ ଆଜି ଅପରାହ୍‌ଣରେ…

ସକାଳୁ ଖାଡ଼ା ଉପାସ ରହିଛନ୍ତି ମହାପ୍ରଭୁ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ରଥା ରୁଢ଼ ଠାକୁରଙ୍କ ନୀତି କରିବାରେ ଚାଲିଛି ମନମାନି। ସକାଳୁ ଏଯାଏଁ ଖାଡ଼ା ଉପାସ ଚତୁର୍ଦ୍ଧାମୂର୍ତ୍ତି। ପୁଲିସ ବିଭାଗ ଓ ଏହାର ଅଧିକାରୀଙ୍କ ମନମାନି ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୯ଟାରୁ ୧୧ଟା…

ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା

ବ୍ରହ୍ମପୁର: ବିଜେଡି ନେତାଙ୍କୁ କାର୍ ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ‌ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ଲଳିତ…