State

ଶରଧାବାଲିରେ ତିନି ରଥ: ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ

ପୁରୀ: ଅବଶେଷରେ ବିଶ୍ୱନିୟନ୍ତା ଲୀଳାମୟ ମହାପ୍ରଭୁ ନିଜ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଶରଧାବାଲିରେ ପହଞ୍ଚିଛନ୍ତି। ମଙ୍ଗଳବାର ଅପରାହ୍‌ଣ ୩ଟା ୪ ମିନିଟରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ଶେଷ ହୋଇଛି। ଏବେ ଶରଧାବାଲିରେ ଲାଗିଲା ଦର୍ପଦଳନ…

ମହିଳାଙ୍କୁ ବୀଭତ୍ସ ହତ୍ୟା

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଥିବା ତ୍ରିନାଥ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ କବିତା ବେହେରା ଓ ତାଙ୍କ ବୟସ ୪୩ ବର୍ଷ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ…

ରାଜ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ରାଜ୍ୟ, ଦେଶ ତଥା ବିଶ୍ବର ପ୍ରତ୍ୟେକ ସ୍ଥାନରେ ଏହି ଦିବସକୁ ଅତି ନିରାଡମ୍ବର ଭାବେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ଭାରତ ବିକାଶ ପରିଷଦ ସଦସ୍ୟମାନେ ଯୋଗାଭ୍ୟାସ…

ଦୁଇ ଜଣଙ୍କୁ ଦଳିଦେଲା ହାତୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ଯୁଯୁମୁରା ବ୍ଲକର ଦୁଇଟି ପୃଥକ ସ୍ଥାନରେ ହାତୀ ୨ ଜଣଙ୍କୁ ଦଳି ମାରିଦେଇଥିବାର ଖବର ମିଳିଛି। ଢାବା ବାହାରେ ଶୋଇଥିବା ବେଳେ ଦନ୍ତା ଆକ୍ରମଣରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ, ଚାରମାଳ ବୁଢ଼ିଖମାର ଗାଁରେ…

ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ

ଭୁବନେଶ୍ୱର : ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର, ଝାରସୁଗୁଡ଼ା ଓ ସମ୍ବଲପୁରରେ ୨୨ ତାରିଖରୁ ଖୋଲିବ ।…

୨୬ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ପିଲାଙ୍କ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ଯୁକ୍ତ -୨ ନାମଲେଖା ନେଇ ବଡ ଖବର ଆସିଛି । ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିବାର ଅବଧିକୁ ରାଜ୍ୟ ସରକାର ଜୁନ୍ ୨୬ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁନ୍…

କେନ୍ଦୁଝର ବଡଦାଣ୍ଡରେ ଗଡ଼ିଲା ବଳଦେବଜୀଉଙ୍କ ରଥ

କେନ୍ଦୁଝର: କେନ୍ଦୁଝର ବଡଦାଣ୍ଡରେ ଗଡ଼ିଲା ବଳଦେବଜୀୟୁଙ୍କର ବିଶ୍ଵର ସର୍ବ ବୃହତ ରଥ। କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଜଗତର ନାଥ ଜଗନ୍ନାଥଙ୍କର ରଥଯାତ୍ରା ପାଳିତ ହୋଇଛି। ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରୁ ବଡ଼ ଠାକୁର ବଳଭଦ୍ର, ଦେବୀ ଶୁଭଦ୍ରା ଓ…

ଶରଧାବାଲିରେ ବଡ଼ଠାକୁର, ବାଟରେ ଅଟକିଲେ କାଳିଆ ସାଆନ୍ତ ଓ ଦେବୀ ସୁଭଦ୍ରା

ପୁରୀ : ଶରଧାବାଲିରେ ଲାଗିଲା ତାଳଧ୍ୱଜ। ବାଟରେ ଅକଟି ରହିଲେ ଦେବଦଳନ ଓ ନନ୍ଦିଘୋଷ। ଜନ୍ମବେଦୀ ଅଭିମୁଖେ ନବ ଦିନାତ୍ମକ ଘୋଷଯାତ୍ରାରେ ବାହାରି ଥିବା ଶ୍ରୀଜିଉଙ୍କ ୩ଟି ଯାକ ରଥ ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି। କେବଳ ବଳଭଦ୍ରଙ୍କ…

ଠିକ ସମୟରେ ରଥାରୁଢ ହୋଇଥିଲେ ତିନି ଠାକୁର

ପୁରୀ : ଆଜି ପବିତ୍ର ରଥଯାତ୍ରା ଅବସରରେ ନୀତିକାନ୍ତି ସଠିକ ସମୟରେ ସଂପନ୍ନ ହୋଇଥିଲା | ପହଣ୍ଡି ମଧ୍ୟ ଠିକ ସମୟରେ ସରିଲା | ରଥାରୁଢ଼ ହୋଲେ ଚତୁର୍ଦ୍ଧା ମୂର୍ତ୍ତି। ରଥ ଉପରେ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହେବା ପରେ ରଥଯାତ୍ରା…

ଅହମଦାବାଦ ରଥଯାତ୍ରା: ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନଗର ପରିକ୍ରମା କରାଇଲେ ହଜାର ହଜାର ଭକ୍ତ

ଅହମଦାବାଦ: ଗୁଜୁରାଟର ଅହମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତ ବର୍ଷ ଏଠାରେ ଏହି ପବିତ୍ର ପାର୍ବଣ ମହୋତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ପ୍ରବଳ…