State

୧୭୦ ଟଙ୍କା ପକାଇ ୧ ଲକ୍ଷ ୪୪ ହଜାର ଟଙ୍କା ସହ ସୁନା ଗହଣା ଲୁଟ୍

ବାଲୁଗାଁ : ୧୭୦ ଟଙ୍କା ନୋଟ ପକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ଏହାସହ ୬୦ ଗ୍ରାମର ସୁନା ଗହଣା ଲୁଟ କରିଛନ୍ତି ଦୁର୍ବୃତ୍ତ । ରାସ୍ତା ଉପରେ ୧୦, ୨୦ ଓ ୫୦ ଟଙ୍କିଆ ନୋଟ ପକାଇ ଲୁଟି…

ରାଜ୍ୟସଭା ନିର୍ବାଚନ: ହୁଇପ୍ ଜାରି କଲା ବିଜେଡି ଓ କଂଗ୍ରେସ

ଭୁବନେଶ୍ବର: ରାଜସଭା ନିର୍ବାଚନରେ କିଏ କାହାକୁ ଦେବ ଭୋଟ ? ହେବ କି କ୍ରସ୍ ଭୋଟିଂ ? ଏବେଠୁ ହେଲାଣି ବିରୋଧୀଙ୍କ ଛାତି ଧଡ଼ଧଡ଼। ଅସନ୍ତୁଷ୍ଟ ବିଧାୟକ ଧାଡ଼ି ଭାଙ୍ଗି ଯିବେନି ତ ? ଏହି ଭିତରେ ବିଧାୟକଙ୍କୁ ଏକ କରିବାକୁ…

ଓଡିଶା ସହ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ଅମୃତ ଭାରତ ଟ୍ରେନ

ଭୁବନେଶ୍ବର: ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହା…

ATM କାଉଣ୍ଟରରେ ପଶିଲା ବାରହା, ଗ୍ରାହକ ନାକେଦମ

ଆଠଗଡ : ATM ଭିତରେ ବାରହା । ଘଉଡ଼ାଇବା ପାଇଁ ବନ ବିଭାଗ ସହ ସ୍ଥାନୀୟ ଲୋକେ ନାକେଦମ । ଆଠଗଡ଼ ରେଞ୍ଜ ଅନ୍ତର୍ଗତ ମାଧପୁର ନିକଟରେ ଥିବା ATM ଭିତରେ ଏକ ବାରହା ପଶିଯିବା ପରେ ଏଭଳି ଦୁଶ୍ୟ ଦୃଶ୍ୟ…

ପଦ୍ମ ଶିବିରରେ ରବିନ୍ଦ୍ର ଜେନା

ଭୁବନେଶ୍ଵର: ବିଜେପି ଶିବିରରେ ସାମିଲ ହେଲେ ବାଲେଶ୍ଵର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା । ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ଯୋଗ ଦେଲେ ବାଲେଶ୍ଵର ପୂର୍ବତନ। ଶତାଧିକ ସମର୍ଥକଙ୍କ ବିରାଟ ପଟୁଆରରେ ଆସି ପଦ୍ମ ଧରିଲେ ରବିନ୍ଦ୍ର। ରାଜ୍ୟ ସଭାପତି…

୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ରାସନ୍ ଲୁଟ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର:ରାଜ୍ୟରେ ରାସକାର୍ଡ​‌ର ଏକ ବଡ କେଳେଙ୍କାରୀ ଦେଖିବାକୁ ମିଳିଛି । ରାଜ୍ୟରେ ୭ ଲକ୍ଷ ଭୂତ ରାସନକାର୍ଡ ହିତାଧିକାରୀ ନାଁରେ ଲୁଟ ହେଉଥିଲା ରାସନ। ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ବି ହାତେଇ ଥି​‌ଲେ ରାସନକାର୍ଡ । ନୂଆ ସରକାର ଇ-କେଓ୍ବାସି ପ୍ରକିୟା…

ଆତ୍ମମର୍ପଣ କଲେ କେକେବିଏନ ଡିଭିଜନର ୧୦ ମାଓବାଦୀ

କନ୍ଧମାଳ : ମାଓବାଦୀଙ୍କ ଆତ୍ମସମର୍ପଣ । କନ୍ଧମାଳ ପୋଲିସ୍ ନିକଟରେ ଆତ୍ମମର୍ପଣ କଲେ ୧୦ ମାଓବାଦୀ । ଫୁଲବାଣୀ ସ୍ଥିତ ପୋଲିସ୍ ରିଜର୍ଭ ପଡିଆ ଠାରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆଇନଶୃଙ୍ଖଳା ADG ସଂଜୀବ ପଣ୍ଡା, ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ୍…

ନନ୍ଦନକାନନକୁ ଆସିଲେ ୫ ପ୍ରଜାତିର ୧୧ ନୂଆ ଅତିଥି

ବାରଙ୍ଗ : ନନ୍ଦନକାନନ ଆସିଲେ ନୂଆ ଅତିଥି । ପ୍ରଥମଥର ପାଇଁ ପର୍ଯ୍ୟଟକ ଦେଖିବାକୁ ପାଇବେ ‘ରିଙ୍ଗ ଟେଲଡ୍ ଲେମୁର୍’। ଚଳିତ ବର୍ଷର ପ୍ରଥମ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏହି ଜନ୍ତୁ ନନ୍ଦନକାନନ ଆସିଛନ୍ତି । ପ୍ରାଣୀଉଦ୍ୟାନ ନନ୍ଦନକାନନ ଓ ବିଶାଖାପାଟଣାର…

ଗର୍ଭବତୀଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦେଲେ ଶ୍ବଶୁର ଘର ଲୋକ !

ଭଦ୍ରକ: ଗର୍ଭବତୀଙ୍କୁ ଜୀବନରୁ ମାରିଦେଇ ନଦୀକୁ ଫିଙ୍ଗି ଦେଲେ ଶ୍ବଶୁର ଘର ଲୋକ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାପକାତିଆ ଗାଁରେ ଜଣେ ଗର୍ଭବତୀ ମହଳାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ଶ୍ୱଶୁର ଘର…

ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରେ ଚୁଲି ଜାଳି ପ୍ରତିବାଦ କଲା ବିଜେଡି

ଭୁବନେଶ୍ୱର : ରାଜରାସ୍ତାରେ ବିଜେଡିର ପ୍ରତିବାଦ । ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକରେ ଆନ୍ଦୋଳନ କରିଛି ବିଜେଡି । ଅଭିନବ ଢଙ୍ଗରେ ରାସ୍ତାରେ ଚୁଲି…