ଅନ୍ଲାଇନରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍
ଚଳିତବର୍ଷ ଠାରୁ ଅନ୍ଲାଇନ ଜରିଆରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍। ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ପାଇବେ ସିଟ୍। ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ରେ ବାର୍ତ୍ତା ପଠାଯିବ। କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍ସ ପକ୍ଷରୁ…
