ଦଣ୍ଡନୃତ୍ୟ ବେଳେ ଗଣ୍ଡଗୋଳ, ଅଭିଯୁକ୍ତଙ୍କୁ ଛାଡ଼ିବା ନେଇ ଥାନା ଘେରିଲେ ଗ୍ରାମବାସୀ
କଣ୍ଟାମାଳ: ଠେଙ୍ଗା ଧରି ଥାନା ଘେରିଲେ ଗ୍ରାମବାସୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଦେଢ଼େଣମାଲ ଗାଁରେ ବିଶ୍ୱକର୍ମା ପୂଜା ଅବସରରେ ଅନୁଷ୍ଠିତ ଦଣ୍ଡନୃତ୍ୟ କାର୍ଯ୍ୟକ୍ରମରେ ଗଣ୍ଡଗୋଳକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ହାତରେ ଠେଙ୍ଗା…