State

ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି

ଭୁବନେଶ୍ବର : କେବଳ ଓଡ଼ିଶା କିମ୍ବା ଅନ୍ୟ ରାଜ୍ୟରେ ନୁହେଁ, ପାକିସ୍ତାନରେ ମଧ୍ୟ ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି। ପାକିସ୍ତାନର ସିନ୍ଧପ୍ରଦେଶରେ ମହାପ୍ରଭୁଙ୍କ ଜମି ରହିଛି। ଏସବୁ ଜମିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର…

ମାଲକାନଗିରିରେ ବ୍ୟାପୁଛି ମ୍ୟାଲେରିଆ, ବଣ୍ଡାଘାଟିରେ ସ୍ଥିତି ଅନୁଧ୍ୟାନ କରୁଛି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍

ମାଲକାନଗିରି: ମାଲକାନଗିରି ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ। ଗାଁରେ ଗାଁରେ ବ୍ୟାପୁଛି ମ୍ୟାଲେରିଆ ଜ୍ବର । ଆକ୍ରାନ୍ତଙ୍କ ସଂକ୍ୟା ବଢୁଥିବାବେଳେ ବଣ୍ଡାଘାଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍ । ଦୁର୍ଗମ ଓ ଅପହଞ୍ଚପ୍ରବଣ ଅଞ୍ଚଳରେ ମ୍ୟାଲେରିଆ…

ଟ୍ରେନ୍ ଧକ୍କାରେ ଦନ୍ତା ମୃତ, ତଦନ୍ତ କରୁଛି ଆରପିଏଫ୍ ଓ ବନ ବିଭାଗ

ରାୟଗଡା: ଟ୍ରେନ୍ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ନିକଟସ୍ଥ ବୃନ୍ଦାବାଡ଼ି ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ରେଳ ଧାରଣା ନିକଟରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ହାତୀର…

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ରହସ୍ୟ ଖୋଲିବ STFର ୨ ଟି ଟିମ୍

ବାଲେଶ୍ୱର: ବାଲେଶ୍ୱରରୁ ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ । ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଛି ବାଲେଶ୍ୱର ବନ ବିଭାଗ । ଭୋଗରାଇ ଜେଏମସି କୋର୍ଟରେ ମାମଲା ରୁଜୁ କରାଯାଇଛି । ଏଥିସହ କ୍ରାଇମବ୍ରାଞ୍ଚ STF ମଧ୍ୟ…

ସ୍କୁଲରେ ମଦ୍ୟପାନ କରି ପ୍ରଧାନଶିକ୍ଷକ ନିଲମ୍ବିତ

କେନ୍ଦ୍ରାପଡା : ସ୍କୁଲ ଭିତରେ ମଦ୍ୟପାନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ l କେନ୍ଦ୍ରାପଡା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଖେଳ ଛୁଟିରେ ପ୍ରଧାନ ଶିକ୍ଷକ ସୁନାକର ନାୟକ ଅଫିସ୍ ଭିତରେ…

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶିଶୁକନ୍ୟା ଗୁରୁତର

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଭରୁଆପାଲିରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ମଦ୍ୟପ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଶିଶୁ କନ୍ୟା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ…

ନନ୍ଦନକାନନରେ ଓରାଂଉଟାନ୍‌ଙ୍କ ସ୍ବାସ୍ଥ ଅବସ୍ଥା ପଚାରି ବୁଝିଲେ ମନ୍ତ୍ରୀ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓରାଂଉଟାନ୍‌ମାନଙ୍କ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଥିରେ ପିସିସିଏଫ ପ୍ରେମ କୁମାର ଝା, ଅତିରିକ୍ତ ପିସିସିଏଫ୍ ମନେଜ ଭି ନାୟର, ନନ୍ଦନକାନନ ନିର୍ଦ୍ଦେଶକ ସନତ…

ବୋହୂକୁ ଘରେ ତାଲା ପକାଇ ପୁଅକୁ ଛୁରୀ ଭୁଷି ହତ୍ୟା କଲେ ବାପା ଓ ସାବତ ମାଆ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚୁନିଦା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ବୋହୂକୁ ଘରେ ତାଲା ମାରି ପୁଅକୁ ହତ୍ୟା କଲା ବାପା। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ…

ୟୁଏଇରେ IBPGଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ନିବେଶ ଓ ବ୍ୟବସାୟିକ ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ଚାଲିଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍‌ (IBPG) ସହ ଏକ ରାଉଣ୍ଡଟେବୁଲ୍‌ ଆଲୋଚନାରେ ଯୋଗ…