State

ଦଳିଦେଲା ଦନ୍ତା, ଯୁବକ ମୃତ

ଝାରସୁଗୁଡ଼ା : ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ବିଜାପାଲିରେ ଏପରି ଅଘଟଣ ଘଟିଛି । ଯୁବକ ଜଣକ ଏକ ବଗିଚାରେ ବୁଲୁଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ…

ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ

ଜଗତସିଂହପୁର : କୋଟିପତି ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ତାଙ୍କର ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ବାବୁଙ୍କର ଦୁଇଟି ବିଲ୍ଡିଂ,…

ଧାନ କଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ, ବିଏନଏସ ୧୬୩ ଧାରା ଜାରି

ମହାକାଳପଡ଼ା : ସରକାରୀ ଜମିରେ ଧାନ କଟାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ । ୨ ଗୋଷ୍ଠୀ ମଧ୍ୟରେ ଚାଲିଛି ମୁହାଁମୁହିଁ ପରିସ୍ଥିତି । ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଧାରା ଜାରି କରାଯାଇଛି । କେନ୍ଦ୍ରାପଡ଼ା…

ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସହିଦନଗର ଅଞ୍ଚଳର ଏକ ହୋଟେଲରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା କେରଙ୍ଗ…

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଆଉ ମିଳିବନି ପେଟ୍ରୋଲ, ଡିଜେଲ

ଭୁବନେଶ୍ବର: ଏଣିକି ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ, ଡିଜେଲ। ଗାଡ଼ିରେ ତେଳ ପକାଇବା ପୂର୍ବରୁ ଦେଖାଇବାକୁ ପଡ଼ିବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି)। ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ତୈଳ କମ୍ପାନୀଗୁଡ଼ିକୁ ଚିଠି…

ନକଲି ଲଟେରୀ ଟିକେଟ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକେଇ: ୨୫ ଲକ୍ଷ ଜବତ, ୪ ଗିରଫ

ରାଉରକେଲା : ୬ ଟଙ୍କା ଓ ୧୦ ଟଙ୍କାରେ ଲଟେରୀ ଟିକେଟ। ଟିକଟ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକେଇ। ଶେଷରେ ପୁଲିସ ହାବୁଡ଼ରେ ପଡ଼ିଛନ୍ତି ଠକ ଦଳ। ଜନସାଧାରଣଙ୍କୁ ନକଲି ଲଟେରୀ ଟିକଟ ବିକ୍ରି କରିଥିବା ୪ ଠକଭ୍କୁ ଗିରଫ…

ମାଓବାଦୀଙ୍କୁ ଧରାଇ ଦେଲେ ମିଳିବ ପୁରସ୍କାର; ୧୮ ମାଓବାଦୀଙ୍କ ପାଇଁ ୮.୪ କୋଟି

ଭୁବନେଶ୍ବର: ୧୮ ମାଓବାଦୀଙ୍କ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ବୌଦ୍ଧ ପୁଲିସ। ଯେଉଁମାନେ ଏହି ମାଓବାଦୀମାନଙ୍କୁ ଧରାଇ ଦେବେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ବୌଦ୍ଧ ଜିଲା ପୁଲିସ ପକ୍ଷରୁ କୁହାଯାଇଛି।…

ଭୁବନେଶ୍ୱରରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ଗର୍ଜିଲା ଯୁବ କଂଗ୍ରେସ । ଭୁବନେଶ୍ୱରରେ ଯୁବ କଂଗ୍ରେସର ବିକ୍ଷୋଭ ଓ ଅଣ୍ଡାମାଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ପୁଲିସ ସେମାନଙ୍କୁ ଅଟକାଇବାରୁ କଂଗ୍ରେସ କର୍ମୀ ମାନେ…

ଉଚ୍ଛେଦ ବେଳେ ଉତ୍ତେଜନା, ଉଠା ଦୋକାନୀ-ପୋଲିସ ମୁଁହାମୁହିଁ

ପୁରୀ : ପୁରୀ ବଡ଼ ଦାଣ୍ଡରେ ଉଠା ଦୋକାନୀଙ୍କୁ ଉଚ୍ଛେଦ ବେଳେ ଉତ୍ତେଜନା l ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବଡ଼ ଶଙ୍ଖ ପରିବା ଓ ଫଳ ମାର୍କେଟ ଉଚ୍ଛେଦ କରାଯାଉଥିବା ବେଳେ ଉଠା ଦୋକାନୀ…

ଯୁବକଙ୍କୁ ପିଟିପିଟି ହତ୍ୟା

ସାଲେପୁର : ବାହା ହେବାକୁ ଡାକିନେଲେ ପିଟିପିଟି ମାରିଦେଲେ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମା’ । ମୋ ପୁଅକୁ ପିଟି ପିଟି ମାରିଦେଲେ । ଗୋଟିଏ ବୋଲି ପୁଅ ମୋର ଚାଲିଗଲା । ମୋ ପୁଅକୁ ଯେମିତି ମାରିଛନ୍ତି…