State

ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି : ଚେନ୍ନାଇରେ କାମ କରୁଥିବା ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତର ଜାଙ୍ଗରୀତୁନ ଗ୍ରାମର ଅକ୍ଷୟ ଭୂୟାଁ (୨୨)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଅକ୍ଷୟ ଅଧିକ ରୋଜଗାରର କର୍ମସଂସ୍ଥାନ ନିମନ୍ତେ କିଛି ଦିନ ପୂର୍ବରୁ ଚେନ୍ନାଇ…

ଲଗାଣ ବର୍ଷାରେ କଣ୍ଟାବାଡ଼-ମଲ୍ଲିପଦର ରାସ୍ତା ଉପରେ ୩ ଫୁଟ୍ ପାଣି : ଯୋଗାଯୋଗ ବିଛିନ୍ନ

ବେଗୁନିଆ: ଅବିରତ ଅବିଶ୍ରାନ୍ତ ଏବଂ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କେଉଁଠି ଘର ଭିତରେ ଆଣ୍ଠିଏ ପାଣି ତ ଆଉ କେଉଁଠି ରାସ୍ତା ଉପରେ ତିନି ଫୁଟର ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଖୋର୍ଧା ଜିଲ୍ଲା ବେଗୁନିଆ ବ୍ଳକରେ ଲଗାଣ…

ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ଦୁଇ ଗୁରୁତର

ଜୟପୁର: ରଥଯାତ୍ରା ଚାଲିଥିବା ବେଳେ ଜୟପୁର ବ୍ଲକର ସିନ୍ଧିଗାଁରେ ଗୋଷ୍ଠୀ ସଂଘର୍ଷ। ଆକ୍ରମଣରେ ଅଭିନବ ଗାଦବାରଙ୍କ ମୃତ୍ୟୁ ହୋଇଛି। ଟୁକୁନା ଗାଦବା ସମେତ ଦୁଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ପ୍ରଥମେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଅଧିକ ଚିକିତ୍ସା ପାଇଁ…

ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ, ଜଣେ ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଚାନ୍ଦିଲି ଗାଁରେ ଘଟିଛି ଅଭାବନୀୟ ଘଟଣା । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଲଗାଣ ବର୍ଷା : ୨ ଦିନ ହେବ ପୁରୀରେ ଜାରି ରହିଛି ଜଳ ନିଷ୍କାସନ କାର୍ଯ୍ୟ

ପୁରୀ: ପୁରୀରେ ଲାଗି ରହିଛି ବର୍ଷା। ରଥଯାତ୍ରା ପୂର୍ବ ସନ୍ଧ୍ୟାରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁଁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ…

ବିନା ଟାହିଆରେ ବଡ଼ଦାଣ୍ଡକୁ ଆସିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ !, ଅବହେଳାକୁ ନେଇ ପ୍ରଶ୍ନବାଚୀ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେହି ବିଶ୍ୱମୋହିନୀ ‘ପହଣ୍ଡି ବିଜେ’ ସମ୍ପୂର୍ଣ୍ଣ ରୂପେ ବିନା ‘ଟାହିଆ’ (ପାରମ୍ପରିକ ଫୁଲ ମୁକୁଟ) ରେ ଅନୁଷ୍ଠିତ ହୋଇଛି । କାଳିଆ ସାଆନ୍ତ ଆଜି ବିନା ଟାହିଆରେ ବଡ଼ଦାଣ୍ଡକୁ ଓହ୍ଲାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।…

ରଥଯାତ୍ରାରେ ଶ୍ୱାସରୁଦ୍ଧ ହୋଇ ୨ ଭକ୍ତଙ୍କ ମୃତ୍ୟୁ

ପୁରୀ : ଏକ ଦୁର୍ଭାଗ୍ୟଜନକ ଘଟଣାରେ, ଆଜି ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ୱାସରୁଦ୍ଧ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅସୁସ୍ଥ ହୋଇପଡ଼ିଛନ୍ତି । ରିପୋର୍ଟ ଅନୁଯାୟୀ, ଆଜି ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀଙ୍କ…

ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମହାପ୍ରଭୁଙ୍କ ନିକଟରେ କଲେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା

ପୁରୀ : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟୁଇଟ୍‌ କରି ରାଷ୍ଟ୍ରପତି କହିଛନ୍ତି “ବିଶ୍ଵପ୍ରସିଦ୍ଧ ରଥଯାତ୍ରା…

ପ୍ରବଳ ବର୍ଷାରେ ଭିଜୁଛି ବଡ଼ଦାଣ୍ଡର ପଥ, ୪୫ ଘଣ୍ଟାରେ ୨୦୦ ମି.ମି ରେକର୍ଡ

ପୁରୀ : ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା । ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ପ୍ରବଳ ବର୍ଷାରେ ଭିଜୁଛି ପୁରୀ ବଡ଼ଦାଣ୍ଡର ପଥ । ଆଜି ଦିନ ତମାମ ତୁହାକୁ ତୁହା…

୪ ବର୍ଷର ପୁଅକୁ କଟୁରୀରେ ହାଣି ହତ୍ୟା କଲା ବାପା

ଉଦଳା:ମୟୂରଭଞ୍ଜ ଜିଲ୍ଲାରେ ହୃଦୟବିଦାରକ ଘଟଣା ଘଟିଛି । ୪ ବର୍ଷର ଜନ୍ମ କଲା ପୁଅକୁ କଟୁରୀରେ ହାଣି ହତ୍ୟା କଲେ ବାପା। ଏହି ଅଭାବନୀୟ ଘଟଣା ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁରେ ଘଟିଛି । ମୃତ ନାବାଳକଙ୍କ ନାମ ଦୁମ୍ବି…