State

୩୬ ଅଧିକାରୀଙ୍କ ଦରମା ବନ୍ଦ, କାମରେ ଅବହେଳା ଅଭିଯୋଗ

ବାଙ୍କୀ: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଉତ୍ତର ନିର୍ଦ୍ଧାରିତ ସମୟରେ ନଦେବାରୁ ଦରମା ବନ୍ଦ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ କଟକ ଜିଲ୍ଲାରୁ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ସମ୍ପର୍କରେ ତଦନ୍ତ…

ନୂଆ ରୂପ ନେବ ୟୁନିଟ ୪ ମାଛ ମାର୍କେଟ, ଯୋଜନା ପ୍ରସ୍ତୁତ

ଭୁବନେଶ୍ବର: ବଦଳିବ ୟୁନିଟ ୪ ମାଛ ମାର୍କେଟର ରୂପରେଖ । BMC ମେୟର, କମିଶନର , ଅଧିକାରିଙ୍କ ସମୀକ୍ଷା । ପ୍ରସ୍ତୁତ ହେଲା ପ୍ଲାନ, ଆସିଲା ନୂଆ ଡିଜାଇନ। ନୂଆ ଦୋକାନ, ପାର୍କିଂ, ସ୍ଲଟର ହାଉସ, ନୂଆ ରାସ୍ତା ତିଆରି ହେବ…

କମିଛି ଶୀତ ପ୍ରକୋପ, ବଢୁଛି ରାତି ତାପମାତ୍ରା

ଭୁବନେଶ୍ବର: ବଢୁଛି ରାତି ତାପମାତ୍ରା, କମିଛି ଶୀତ ପ୍ରକୋପ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି । ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି । ଆଭ୍ୟନ୍ତର ଓ ପଶ୍ଚିମରେ ଶୀତ ପ୍ରକୋପ ଜାରି…

ଉଚ୍ଚ ଶିକ୍ଷା ସାହାଯ୍ୟ ଆଳରେ ଅଭିଭାବକଙ୍କଠାରୁ ଲୁଟି ନେଲେ ସୁନା ଅଳଙ୍କାର

ବାଙ୍ଗରିପୋଷି: କେତେବେଳେ ଲୁଟେରାମାନେ ଘରେ ପଶି ଲୁଟ୍ କରନ୍ତି ତ କେତେବେଳେ କାହା ଦୋକାନରେ ପଶି ଲୁଟ କରନ୍ତି । ଆଉ କେତେବେଲେ ମୋବାଇଲ୍ ହ୍ୟାକ୍ କରି ଲୁଟ କରନ୍ତି ଲୁଟେରା । କିନ୍ତୁ ଏଥର ଲୁଟେରାମାନେ ଏକ ନୂଆ ତରିକା…

ମଧ୍ୟାହ୍ନଭୋଜନ ଚାଉଳ ଚାଲାଣ: ଧରା ପଡିଲେ ପ୍ରଧାନଶିକ୍ଷକ

ଅନୁଗୁଳ: ଚୋରି କରୁଥିଲେ ସାର୍ । ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ଧରା ପଡିଲେ ପ୍ରଧାନ ଶିକ୍ଷକ । କାର ସହ ମଧ୍ୟାହ୍ନ ଭୋଜନ ଚାଉଳ ପୋଲିସକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର…

ପାରାଦୀପ ବନ୍ଦରରେ ଜାହାଜରେ ଲାଗିଲା ନିଆଁ

ପାରାଦୀପ: ଜାହାଜରେ ଲାଗିଲା ନିଆଁ । ପାରାଦୀପ ବନ୍ଦରରେ ଅଘଟଣ । ଲୋଡିଂ ବେଳେ ଜାହାଜରେ ଲାଗିଲା ନିଆଁ । ଇକୋ କୋଲୋନେଲ ଜାହାଜରେ ନିଆଁ । ନିଆଁ ଲାଗି ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଗତକାଲି ବିଳମ୍ବିତ ରାତିରେ…

୩୩ ୱାରେଣ୍ଟଙ୍କୁ ପଳାତକ ଘୋଷଣା କଲା କଟକ ଜିଲ୍ଲା ପୋଲିସ

କଟକ: କଟକ ଜିଲ୍ଲାରେ ବର୍ଷ ବର୍ଷ ହେଲା ଫେରାର୍ ଥିବା ୩୩ ଜଣ ୱାରେଣ୍ଟ୍ ଆସାମୀଙ୍କୁ କଟକ ଜିଲ୍ଲା ପୋଲିସ ପଳାତକ ଘୋଷଣା କରିଛି । ସମ୍ପୃକ୍ତ ୩୩ ଜଣଙ୍କ ୱାରେଣ୍ଟ୍ ଆସାମୀଙ୍କ ସ୍ଥାୟୀ ଠିକଣାରେ ଥାନା ଅଧିକାରୀମାନେ ପହଞ୍ଚିଛନ୍ତି ।…

ରାସନକାର୍ଡ କଟିବା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର : ରାସନ କାର୍ଡ କଟିବା ପ୍ରସଙ୍ଗରେ ବିଧାନସଭା ସରଗରମ । ରାସନକାର୍ଡ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଛି ବିଜେଡି। ଦଳୀୟ ଭିତ୍ତିରେ ରାସନ କାର୍ଡ ବଣ୍ଟନ ହେଉଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛି…

୩୪୦ ଚୋରି ମୋବାଇଲ ଜବତ କଲା ବ୍ରହ୍ମପୁର ପୋଲିସ, ୪ ଗିରଫ

ବ୍ରହ୍ମପୁର : ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ବିପୁଳ ପରିମାଣ ର ଚୋରୀ ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିବା ସହ ରାଜ୍ୟ ଓ ରାଜ୍ୟ ବାହାରର ୪ ଲୁଟେରା ଙ୍କୁ ଗିରଫ କରି…

ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝରରେ ଖୋଲିବାକୁ ଯୋଜନା କରାଯାଇଛି। ସେହିପରି ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ମଧ୍ୟ ପୋକ୍ସୋ ଅଦାଲତ…