State

ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପନ୍ଦର ଟି ପଂଚାୟତ ଏବଂ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ପୁଣି ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ନେଇ ପୁଣି ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଗତ ମାସରେ ମନ୍ଥାର ପ୍ରଭାବରେ ହୋଇଥିବା କ୍ଷତି ଏବେ ଚାଷୀଙ୍କ…

ବନ୍ଧା ହେଲା ନକଲି ପୁଲିସ କନଷ୍ଟେବଳ

ବ୍ରହ୍ମପୁର: ପୁଲିସ ପୋଷାକ ପିନ୍ଧି ରାସ୍ତାରେ ଗାଡ଼ିମୋଟର ଅଟକାଇ ଟଙ୍କା ଆଦାୟ କରୁଥିବା ଜଣେ ନକଲି ପୁଲିସ କନଷ୍ଟେବଳକୁ ସଦର ଥାନା ପୁଲିସ ଗିରଫ କରିଛି ା ସେ ହେଲେ ବ୍ରହ୍ମପୁର ନିକଟ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ(୩୭)…

ବିଜେଡିର ପ୍ରତିଷ୍ଠା ଦିବସରେ ଦଳର ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ନବୀନ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ନେତୃତ୍ବ କିଏ ନେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ନବୀନ ନିବାସରେ କସରତ ଚାଲିଛି। ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ସେହିଦିନ ନବୀନ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି…

ପୁରୁଣା ରୂପ ଫେରି ପାଇବ ଚଉଷଠି ଯୋଗିନୀ ପୀଠ, ପୁନରୁଦ୍ଧାର ଲାଗି ୨୦ କୋଟି ମଞ୍ଜୁର

ପିପିଲି: ଭାରତର ପ୍ରଥମ ଚଉଷଠି ଯୋଗିନୀ ପୀଠ ଭାବରେ ଜଣାଶୁଣା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ହୀରାପୁରସ୍ଥିତ ମହାମାୟା ମନ୍ଦିର । ମନ୍ଦିର ପୁଣି ଥରେ ତାହାର ହଜିଯାଇଥିବା ପୁରୁଣା ରୂପ ଫେରି ପାଇବ । କଳାପାହାଡ଼ ଆକ୍ରଣମରେ ଭାଙ୍ଗି ଯାଇଥିବା ଏହି…

ଦୁଇ ମାସ ପରେ ପୋଖରୀରୁ ନିଖୋଜ ଓକିଲଙ୍କ ମୃତଦେହ ଉଦ୍ଧାର

ବାଙ୍ଗିରିପୋଷି : ଦୁଇ ମାସ ତଳୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳର ନିଖୋଜ ଓକିଲଙ୍କ କାର ପୋଖରୀରୁ ଉଦ୍ଧାର । କାର ଭିତରୁ ମିଳିଲା ଗଳିତ ମୃତଦେହ। ଝାରପୋଖରିଆ ଥାନା ଉପରବେଡା ରାସ୍ତା କଡ଼ରେ ଥିବା ଏକ ପୋଖରୀ ଭିତରୁ କାର…

କେନ୍ଦୁଝର ବନଖଣ୍ଡର ୧୦୫ ବିଟରେ ଚାଲିଛି ବାଘ ଗଣନା

କେନ୍ଦୁଝର: କେନ୍ଦୁଝର ବନଖଣ୍ଡର ୧୦୫ଟି ବିଟ୍ ରେ ଚାଲିଛି ବାଘ ଗଣନା । ଏହା ଜାନୁଆରୀ ମାସ ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଚାଲିବ । ପ୍ରଥମେ କାର୍ନିଭର ସାଇନ ସର୍ଭେ , ଆଙ୍ଗୁଲେଟ ସର୍ଭେ , ଭେଜିଟେସନ ସର୍ଭେ ପରେ ଡିସେମ୍ବର…

କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା

ଭୁବନେଶ୍ବର: ବାତ୍ୟା ଭୟ ଭିତରେ କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା । ସମବାୟ ମନ୍ତ୍ରୀ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ପାଇଁ ମଣ୍ଡି ଗୁଡିକରେ ଏଥର ସ୍ୱତନ୍ତ୍ର…

ଗାଡି ପାର୍କିଂକୁ ନେଇ ଠାକୁରାଣୀ ପୀଠରେ ବୃଦ୍ଧଙ୍କୁ ହତ୍ୟା

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରିଘାଗଡ଼ର ମା ଥାନାପତି ଠାକୁରାଣୀଙ୍କ ପୀଠରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗାଡି ପାର୍କିଂକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି ।…

ଯୁବକଙ୍କୁ ପିଟି ପିଟି ମାରିଦେଲେ, ୨ ଅଟକ

ନୟାଗଡ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଟାଉନ୍ ଥାନା ବୃନ୍ଦାବନପୁର ଗାଁରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ…

ଚନ୍ଦ୍ରଭାଗାରେ ବୁଲୁଛି କୁମ୍ଭୀର: ପର୍ଯ୍ୟଟକ ଭୟଭୀତ

କୋଣାର୍କ : ବର୍ତ୍ତମାନ୍ ଶୀତ ଋତୁ ଚାଲିଥିବାବେଳେ ରାଜ୍ୟର କୋଣ ଅନୁକୋଣରୁ ଚନ୍ଦ୍ରଭାଗାକୁ ପର୍ଯ୍ୟଟକଙ୍କର ସୁଅ ଛୁଟେ। କିନ୍ତୁ ଚନ୍ଦ୍ରଭାଗା ବେଳାଭୂମିରେ କୁମ୍ଭୀର ବୁଲୁଥିବା ଦଖିବାକୁ ମିଳିଛି| କୁମ୍ଭୀରକୁ ନେଇ ଚନ୍ଦ୍ରଭାଗାରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯାହା ପର୍ଯ୍ୟଟକଙ୍କ…