State

ଆସନ୍ତା ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ବାରିପଦା: ବର୍ଷା ଋତୁକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (STR) ଜୁନ୍ ୨୯ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷା ଚିନ୍ତା ଏବଂ ବର୍ଷା ସମୟରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାର ଆବଶ୍ୟକତାକୁ…

ଜୟପୁରରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ମୋଟ ୫୮ ୟୁନିଟ୍ ରକ୍ତ ସଂଗୃହୀତ

ଜୟପୁର : ଜୟପୁର ଅଞ୍ଚଳରେ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ସ୍ଥାନୀୟ ମୁଖ୍ୟ ଶାଖା ପରିସରରେ ଏକ ମହତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଗତ…

ମହଙ୍ଗା ପଡିଲା ନକଲି ଶିକ୍ଷାଗତ ପ୍ରମାଣରେ ଚାକିରି, ବନ୍ଧା ହେଲେ କର୍ମଚାରୀ

ଭୁବନେଶ୍ୱର : ମହଙ୍ଗା ପଡିଲା ନକଲି ଶିକ୍ଷାଗତ ପ୍ରମାଣରେ ଚାକିରି । ଫେକ ସାର୍ଟିଫିକେଟରେ ଗୃହ ବିଭାଗରେ ଚାକିରି କାରସାଦି । ବନ୍ଧା ହେଲେ କର୍ମଚାରୀ । ଜୁନିୟର ଏକ୍ଜ୍ୟୁକେଟିଭ ଆସିଷ୍ଟାଣ୍ଟ ଶିବ ପ୍ରସାଦ ରଥ ଗିରଫ । ପୁରୀ ଗୋପ…

ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମାଆ !

ପୁରୀ : ଫାଦର୍ସ ଡେ’ରେ ବଡ଼ ଅଘଟଣ । ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମାଆ । ଘର ଭିତରେ ପଙ୍ଖାରେ ଝୁଲି ପଡ଼ିଲେ ଦମ୍ପତି । ମୃତ ଦମ୍ପତି ପୁରୀ ଜିଲ୍ଲା ତାଳବଣିଆ ଥାନା ସେନାପତି ବଗିଚାର…

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କ ବିରୋଧରେ ମାମଲା

ବ୍ରହ୍ମପୁର : ଗଞ୍ଜାମ ଗୋଳନ୍ଥରା ଥାନା ଗାନ୍ଧୀ କଲେଜରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ । ମୃତ ଛାତ୍ରୀ ସ୍ମୃତିଙ୍କ ପୁରୁଷ ବନ୍ଧୁ ବିଶ୍ବଜିତ ଜେନାଙ୍କ ନାଁରେ ଗୋଳନ୍ଥରା ଥାନାରେ ମାମଲା ରୁଜୁ…

କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବରଗଡ଼: ବରଗଡ଼ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ କେନାଲରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରିନି । ବରଗଡ଼ ଜିଲ୍ଲା ବରପାଲି ଥାନା ସତଳମା ରାସ୍ତାର ବିଶିପାଲି ବ୍ରିଜ ନିକଟସ୍ଥ କେନାଲରୁ…

ଡାକ୍ତରଖାନାରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି

ଉମରକୋଟ: ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ବିରୋଧରେ ଆସିଛି ଏପରି ସଂଗୀନ ଅଭିଯୋଗ । ସୁଖୀଗାଁ ପଂଚାୟତ ଗାବରୀଗୁଡାର ଧନମତି ସାନ୍ତା ଗତ…

ନଡ଼ିଆ ଗଛ ପାଇଁ ସ୍ବାମୀ-ସ୍ତ୍ରୀଙ୍କୁ ଆକ୍ରମଣ

ବାଲେଶ୍ବର: ବାଲେଶ୍ଵରରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ଛୋଟ କଥାରୁ ବଡ଼ ଘଟଣା । ଏକ ଛୋଟ କଥାକୁ ନେଇ ଚାଲିଥିଲା ବଡ଼ ଝଗଡ଼ା । ଯାହାକି ହଣାକଟା ଉପରକୁ କଥା ଯାଇଥିଲା । ସାମାନ୍ୟ ନଡ଼ିଆ ଗଛ ପାଇଁ…

ଶ୍ରୀମନ୍ଦିରରୁ ନକଲି ଆର୍ମୀ ଅଫିସରକୁ ଧରିଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ

ପୁରୀ: ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମୀ ଅଫିସର । ନକଲି ଆର୍ମୀ ଅଫିସରଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆର୍ମୀ ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ଧରାପଡିଛନ୍ତି । ନିଜକୁ ରାଜସ୍ଥାନର ବୋଲି ପରିଚୟ ଦେଇଥିବା…

ମାନସିକ ଶାନ୍ତି ପାଇଁ ଯୋଗ କରନ୍ତୁ, ଯୋଗ ଦିବସରେ ବାର୍ତ୍ତା ଦେଲେ ମୁ୍ଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାନସିକ ଶାନ୍ତି ପାଇଁ ଯୋଗ । ଯୋଗ କେବଳ ଶରୀରକୁ ସୁସ୍ଥ ରଖେନି ଆତ୍ମାକୁ ସନ୍ତୁଳନ ରଖେ । ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଯୋଗ ସମାରୋହରେ ମୁଖ୍ୟ…