State

ବଡଦାଣ୍ଡରେ ରହିବନି ମଦ ଦୋକାନ- ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରର ୧କିଲୋମିଟର ପରିଧି ଓ ବଡଦାଣ୍ଡରେ ରହିବନି ମଦ ଦୋକାନ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବଡଦାଣ୍ଡକୁ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ ରହିବ । ମନ୍ତ୍ରୀ କହିଛନ୍ତି…

ଶ୍ରୀମନ୍ଦିରରେ ଭିଆଇପିଙ୍କ ଦର୍ଶନ ପାଇଁ ନୀତି ବିଭ୍ରାଟ

ପୁରୀ: ଶ୍ରୀମନ୍ଦିରରେ ବାରମ୍ବାର ନୀତି ବିଭ୍ରାଟ ହେଉଥିବା ବେଳେ ହଜାରେ ବର୍ଷର ପରମ୍ପରା ଭଙ୍ଗ ହେଉଛି। ରବିବାର ରାତିରେ ମହାପ୍ରଭୁଙ୍କ ଚନ୍ଦନ ଲାଗି ପରେ ଭକ୍ତ ବାହାର କାଠ ଡେଇଁ ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଯାହାକୁ…

ଠକେଇରୁ ବର୍ତ୍ତିଲେ ୧୨୦ ପୋଲିସ SI ପରୀକ୍ଷାର୍ଥୀ, ଓଡ଼ିଶା ପୋଲିସର ହେଲ୍ପ ଲାଇନ୍ ନମ୍ବର ଜାରି

ବ୍ରହ୍ମପୁର: ପୋଲିସ SI ପରୀକ୍ଷାର୍ଥୀଙ୍କୁ ଠକେଇ ଉଦ୍ୟମ ! ବଡ଼ ଠକେଇରୁ ବର୍ତ୍ତିଲେ ୧୨୦ ଜଣ ପୋଲିସ SI ପରୀକ୍ଷାର୍ଥୀ । ହାଇଦ୍ରାବାଦର ଏକ ସଂସ୍ଥା ମିଡିଲମ୍ୟାନ ମାଧ୍ୟମରେ ଫସାଇଥିଲା । ହାଇଦ୍ରାବାଦ ଯାଉଥିଲାବେଳେ ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରିଛି ପୋଲିସ ।…

ସ୍ଥଗିତ ହେଲା ପୋଲିସ SI ପରୀକ୍ଷା

ଭୁବନେଶ୍ବର: ଓଡ଼ିଶାରେ ହେବାକୁ ଥିବା ପୋଲିସ SI ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ଅକ୍ଟୋବର ୫ ଓ ୬ ରେ ହୋଇଥାନ୍ତା ପରୀକ୍ଷା । ପରବର୍ତ୍ତୀ ସମୟରେ ଆଗାମୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା…

ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆସନ୍ତା ୪ ଦିନ ପ୍ରବଳ ବର୍ଷିବ!

ଭୁବନେଶ୍ୱର : ପ୍ରବଳ ବର୍ଷାରେ ଭିଜିବ ଦଶହରା । ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କେନ୍ଦ୍ରୀୟ ବଙ୍ଗୋପସାଗରର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏହା ଅକ୍ଟୋବର ୦୨ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ…

ଦୂର୍ଗା ପୂଜା ପେଣ୍ଡାଲରେ ମହିଳାଙ୍କ ଦେହରେ ଲାଗିଗଲା ନିଆଁ

ରାଉରକେଲା : ରାଉରକେଲା ଶକ୍ତିନଗର ଦୂର୍ଗା ପୂଜା ପେଣ୍ଡାଲରେ ନିଆଁ ଲାଗି ମହିଳା ଗୁରୁତର । ଅଷ୍ଟମୀ ପୂଜା ବେଳେ ଦୀପରୁ ନିଆଁ ଲାଗି ଶାଢୀରେ ଲାଗିଥିବା ସୂଚନା । ପ୍ରାୟ ଷାଠିଏ ବର୍ଷର ମହିଳା ଦୀପ ଲଗାଉଥିବା ବେଳେ ନିଆଁ…

ନିଖୋଜ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଞ୍ଜନଗର: ନାବାଳକକୁ ମାରି ଫିଙ୍ଗିଦେଲେ । ନିଖୋଜ ନାବାଳକର ମୃତଦେହ ଉଦ୍ଧାର । ଗଂଜାମ ଜିଲ୍ଲା ଗଙ୍ଗାପୁର ଥାନା ଖଣ୍ଡରାବଳୀ ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳକର ମୃତଦେହ ଠାବ ହୋଇଛି । ମୃତ ଛାତ୍ର ନବମ ଶ୍ରେଣୀରେ ଛାତ୍ର ଅମର…

ଭୁବନେଶ୍ବରର ୭ ସ୍ଥାନରେ ହେବ ରାବଣ ପୋଡ଼ି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବିଜୟା ଦଶମୀ ଅବସରରେ ୭ଟି ପ୍ରମୁଖ ସ୍ଥାନରେ ‘ରାବଣ ପୋଡ଼ି ଉତ୍ସବ’ ପାଳନ ହେବ। ଟ୍ୱିନ ସିଟି କମିଶନରେଟ ପୋଲିସ ସୂଚନା ଅନୁଯାୟୀ, ନହରକଣ୍ଟା (ପାହାଳ ଥାନା), ବରମୁଣ୍ଡା (ଖଣ୍ଡଗିରି ଥାନା), କୋରଡ଼ାକଣ୍ଟା (ବଡ଼ଗଡ଼ ଥାନା), ବାଙ୍କୁଆଲ…

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶା କ୍ୟାଡରର ୨ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶାର ୨ ଜଣ ଆଇଏଏସ୍ ଅଧିକାରୀ । ୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି । ସେହିପରି ୨୦୧୪ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଶ୍ରୀ…

ଅପରେଶନ ଅଗ୍ନି: ୪ ଜିଲ୍ଲାରୁ ଜବତ ହେଲା ସର୍ବାଧିକ ବେଆଇନ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ

ଭୁବନେଶ୍ବର: ଆସନ୍ତା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ସେପ୍ଟେମ୍ବର ୧୪ ରୁ ୨୭ ଯାଏଁ “ଅଗ୍ନି” ନାମକ ବିଶେଷ ଅଭିଯାନ ଚାଲିଥିଲା । ରାଜ୍ୟ…