State

ଶ୍ରୀମନ୍ଦିର ଜୋନ ଉପରେ ହେଲିକପ୍ଟର ଉଡାଇଲେ ବିଜେପି ସାଂସଦ, ତଦନ୍ତ ଦାବି

ଭୁବନେଶ୍ବର: ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ ଅଭିଯୋଗ କରିଛନ୍ତି ଯେ ବିଜେପି ସାଂସଦ ସଙ୍ଗୀତା ସିଂହ ଦେଓ ଏବଂ ତାଙ୍କ ଝିଅ ନିବୃତ୍ତିଙ୍କୁ ପୁରୀର ଅତ୍ୟନ୍ତ ସମ୍ବେଦନଶୀଳ ଶ୍ରୀମନ୍ଦିର ଜୋନ ଉପରେ ଏକ ହେହଲିକପ୍ଟର ମାଧ୍ୟବରେ ଉଡିବା…

ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଛୁଟି ଦିନରେ ଅଫିସ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ । ଆଇନ ଶୃଙ୍ଖଳା ପରିସ୍ଥିତି, ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚତୁର୍ଥ ଶନିବାର ଛୁଟି ଦିନରେ ଖାରବେଳ ଭବନରେ ଅଫିସ…

ଲେଡି ବ୍ରାଉନସୁଗର ପେଡଲର ଗ୍ୟାଙ୍ଗ୍ ଉପରେ ଚଢ଼ାଉ, ୮ ଗିରଫ

ରାଉରକେଲା : ରାଉରକେଲାରେ ଲେଡି ବ୍ରାଉନସୁଗର ପେଡଲର ଗ୍ୟାଙ୍ଗ୍ ଉପରେ ପୋଲିସର ଚଢ଼ାଉ । ୮ ଅଭିଯୁକ୍ତ ଗିରଫ ସହ ଦୁଇ କୋଟି ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ରାଉରକେଲାରେ ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ମହିଳା ଡ୍ରଗ୍ସ ସ୍ମଗଲରଙ୍କ…

ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ

ଲମତାପୁଟ : କୋରାପୁଟର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ । ଦିନ ସାଢେ ୧୧ ଟାରୁ ୧୨ ମଧ୍ୟରେ ପ୍ରକଳ୍ପ ଟ୍ରିପ ହୋଇଥିଲା l ପ୍ରକଳ୍ପ କେବୁଲ ଗୁଡ଼ିକରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା l ପ୍ରକଳ୍ପ ଭିତରେ ଭୟାବହ ଅଗ୍ନିକାଣ୍ଡ…

ବିବାହର ୨୫ ଦିନରେ ନବବଧୂର ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

ଟାଙ୍ଗି : ନବବଧୂକୁ ହତ୍ୟା ଅଭିଯୋଗ । ବିବାହର ୨୫ଦିନ ନଯାଉ ଶାଶୂ ଘରେ ନବ ବଧୂର ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନ ତାରାପି ଗାଁରୁ ଆସିଛି ଅଭିଯୋଗ ।…

ଗ୍ରୀଷ୍ମପ୍ରବାହକୁ ନେଇ ଗାଇଡ ଲାଇନ: କାମ ନଥିଲେ ଘରୁ ଅଯଥା ବହାରନ୍ତୁ ନାହିଁ

ଭୁବନେଶ୍ୱର : ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ତାତିରୁ ସତର୍କ ରହିବା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପରାମର୍ଶ । ଆସନ୍ତା ଜୁନ ୨ତାରିଖ ପର୍ଯ୍ୟନ୍ତ ରହିବ ଗ୍ରୀଷ୍ମପ୍ରବାହ । ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ନେଇ…

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଇନ୍ଧନ ଯାନ ବନ୍ଦ, ପ୍ରତି ଶନିବାର ଲାଗୁ ହେବ ନିୟମ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବନ୍ଦ ହୋଇଛି ଇନ୍ଧନ ଜାନ । ବାଇକ୍, କାର ଆଉ ଅଟୋ ଭଳି ଇନ୍ଧନ ଯାନକୁ ମୁଖ୍ୟ ଫାଟକରେ ଛଡ଼ା ଯାଉନି । ଏଣିକି ପ୍ରତି ଶନିବାର ଦିନ ଏହି ନିୟମକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ…

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ, ଜନସାଧାରଣ ଛଟପଟ

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାସହ ଯୋଡ଼ି ହୋଇଯାଇଛି ବିଜୁଳି ସମସ୍ୟା । ତାତି ବଢିବା ସହ ବିଦ୍ୟୁତ କାଟ ଯୋଗୁ ଛଟପଟ…

ନାବାଳକକୁ ଝୁଣିଦେଲେ କୁକୁର ପଲ, ଅବସ୍ଥା ଗୁରୁତର

ବ୍ରହ୍ମପୁର: ନାବାଳକକୁ ଝୁଣିଦେଲେ କୁକୁର ପଲ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁରରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳକକୁ ଝୁଣି ମୁଣ୍ଡର ଖପୁରୀ ବାହାର କରିଦେଇଛନ୍ତି ବୁଲା କୁକୁର ପଲ । ନାବାଳକର ଖପୁରୀର ଗୋଟିଏ ସ୍ଥାନ…

ପୁଅର ମୃତ୍ୟୁ ଖବର ଶୁଣି ଜୀବନ ହାରିଲେ ବାପା

ଯାଜପୁର : ଯାଜପୁର ମଙ୍ଗଳପୁର ଥାନାରେ ଅଭାବନୀୟ ଘଟଣା ଘଟିଛି । କନିକାପଡା ପଞ୍ଚାୟତ ମାନସୀପାଟଣା ଗାଁରେ ଗୋଟିଏ ରାତିରେ ତିନି ତିନିଟି ମୃତ୍ୟୁ ଖବର ସାମ୍ନାକୁ ଆସିଛି । ପ୍ରଥମେ ବିଷ ପିଇଥିବା ଯୁବକଙ୍କୁ ମେଡିକାଲକୁ ଆଣିବାକୁ ଯାଇ ହୃଦଘାତରେ…