State

ଟ୍ୱିନ୍‌ ସିଟିରେ ଟ୍ରାଫିକ୍‌ ସମ୍ଭାଳିବେ ଛାତ୍ରଛାତ୍ରୀ, ସୂଚନା ଦେଲେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ

ଭୁବନେଶ୍ୱର : ବର୍ତ୍ତମାନ କିଛି ମାତ୍ରାରେ କମିପାରେ ଟ୍ରାଫିକ ସମସ୍ୟା । ଟ୍ରାଫିକ୍‌ ବ୍ୟବସ୍ଥାକୁ ଆହୁରି ମଜବୁତ ହେବ। ଟ୍ୱିନ୍‌ ସିଟିରେ ଟ୍ରାଫିକ୍‌ ସମ୍ଭାଳିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ । ପୋଲିସ…

ଅବଦୁଲ କଲାମ ଆଇଲାଣ୍ଡରୁ ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

ଭୁବନେଶ୍ବର: ଭାରତକୁ ମିଳିଲା ଆଉ ଏକ ବଡ ସଫଳତା । ଆତ୍ମନିର୍ଭରଶୀଳ ରଣନୈତିକ ପ୍ରତିରକ୍ଷା ଭିତ୍ତିଭୂମି ଆଡ଼କୁ ଭାରତର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ ହୋଇଛି । ଆଜି (ସୋମବାର)…

ସ୍ପଷ୍ଟ ଦିବାଲୋକରେ ଅପହରଣ ଉଦ୍ୟମ, କୌଶଳକ୍ରମେ ଖସିଆସିଲେ ନାବାଳିକା

ଢେଙ୍କାନାଳ: ସ୍ପଷ୍ଟ ଦିବାଲୋକରେ ଅପହରଣ ଉଦ୍ୟମ । କୌଶଳକ୍ରମେ ଖସିଆସିଲେ ନାବାଳିକା । ନାବାଳିକା ଛାତ୍ରୀଙ୍କୁ ଜୋର ଜବରଦସ୍ତ ଅପହରଣ ଉଦ୍ୟମ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ କାରିଗର ସାହି ନିକଟରେ ଘଟିଛି ଏହି ଘଟଣା । ଅଭିଯୋଗ ଅନୁୟାୟୀ ନାବାଳିକା…

୪ ମାସର ମୃତ ଶିଶୁକୁ ପ୍ରସବ କଲେ ନବମ ଶ୍ରେଣୀ ଛାତ୍ରୀ

ଜଗତସିଂହପୁର: ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ଗୋପିଆକୁଦ କୁଜଙ୍ଗ ଅଞ୍ଚଳରେ ଏଭଳି ଖବର ସାମ୍ନାକୁ ଆସିଛି । ନବମ ଶ୍ରେଣୀ ଛାତ୍ରୀ ଜଣକ ଜଗତସିଂହପୁର ମେଡିକାଲରେ ୪ ମାସର ମୃତ ଶିଶୁ ପ୍ରସବ…

ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ, ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ କରାଯାଇଛି ଚିଠି

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ହାଉସ ୟୁନିଫର୍ମରୁ ହଟିଲା ସବୁଜ ରଙ୍ଗ । ଏଣିକି ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ । ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ନାମ,…

ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା, ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ

କଟକ: ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା। ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ। ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ ସାଇଟ୍ ହ୍ୟାକ କଲେ ସାଇବର ଅପରାଧୀ। BENTO4D ନାଁରେ ରହିଛି ଏହି ୱେବ୍ ସାଇଟ୍। ବିଭିନ୍ନ ପ୍ରକାର ବେଟିଂ ବା ଗ୍ୟାମ୍ବଲିଙ୍ଗ ଗେମ୍…

ଦିଲ୍ଲୀରୁ ଲୁଟିଲେ, ବାଲେଶ୍ବର ଜିଲ୍ଲା ନୀଳଗିରିରୁ ବନ୍ଧା ହେଲେ ଚୋର

ନୀଳଗିରି: ଦିଲ୍ଲୀରେ ଚୋରି, ହେଲେ ପଲ୍ଲୀରୁ ଚୋର ଗିରଫ। ଏକଥାଟି ଆପଣଙ୍କୁ ଟିକେ ଖଟକା ଲାଗୁଥିବ ନିଶ୍ଚୟ । ତେବେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ପୁରା ଖବର ଉପରେ ନଜର ପକାନ୍ତୁ । ଘଟଣାଟି ହେଉଛି ନୂଆଦିଲ୍ଲୀର । ଆଜି…

ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ଘଟଣା; ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିବାର ଜଣାପଡିଛି। ଆକାଉଣ୍ଟରେ ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌ ହୋଇଥିଲା। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା କିଛି ପୋଷ୍ଟ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍…

ରାଜଧାନୀରେ ପୋଲିସ ସ୍ପେଶାଲ୍ କ୍ରାଇମ୍ ୟୁନିଟର ରେଡ୍, ବିପୁଳ ମାତ୍ରାରେ ଜବତ ହୋଇଛି ଗଞ୍ଜେଇ

ଭୁବନେଶ୍ୱର : ରାଜଧାନୀରେ ପୋଲିସ ସ୍ପେଶାଲ୍ କ୍ରାଇମ୍ ୟୁନିଟର ରେଡ୍ । ବିପୁଳ ମାତ୍ରାରେ ଗଞ୍ଜେଇ, ଚିଲମ ଜବତ । ଭୁବନେଶ୍ବରର ଖଣ୍ଡଗିରି ସ୍ଥିତ ଧର୍ମବିହାର, ଜାଗମରା, ପାତ୍ରପଡ଼ା ଏବଂ କଳିଙ୍ଗ ବିହାର ଅଞ୍ଚଳରେ ରେଡ୍ । ଏଠାରେ ଥିବା ସମସ୍ତ…

ଭଦ୍ରକରେ ବନ୍ୟା ବିତ୍ପାତ, ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା

ଭଦ୍ରକ: ବନ୍ୟା ଛନକା ଭିତରେ ବର୍ଷା ଭୟ। ଅଧା ଓଡିଶାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହାରି ଭିତରେ ଭଦ୍ରକରେ ଦେଖିବାକୁ ମିଳିଛି ବନ୍ୟା ବିତ୍ପାତ। ୨୧ ପଞ୍ଚାୟତର ୨୯ଟି ଗାଁ ବନ୍ୟାରେ ପ୍ରଭାବିତ…