ନେପାଳ-ତିବ୍ବତରେ ସୀମାରେ ଭାଙ୍ଗିଲା ଆଉ ଏକ ଗ୍ଲେସିୟର ହ୍ରଦ, ବିହାରରେ ହାଇଆଲର୍ଟ
ନେପାଳ : ପ୍ରକୃତିର ତାଣ୍ଡବରେ ଘାଣ୍ଟି ହେଉଥିବା ପଡ଼ୋଶୀ ଦେଶ ନେପାଳ ଉପରେ ବିପଦ ବଢିବାରେ ଲାଗିଛି । ତିବ୍ବତ-ନେପାଳ ସୀମାରେ ଥିବା ଆଉ ଏକ ଗ୍ଲେସିୟର ହ୍ରଦ ଫାଟିଯିବା ପରେ ଭୟାବହ ବନ୍ୟାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ…