August 30, 2026

କଡେଇ ଛକ ନିକଟରେ ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ

ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ବସ୍ । ୩୦ରୁ ଅଧିକ ଯାତ୍ରୀ ଆହତ । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କଡେଇ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁଯାୟୀ, ଯଶୋଦା ନାମକ ଏହି ଘରୋଇ ବସ୍…

୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି; ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଧାନ ପଞ୍ଜୀକରଣ ଅବଧି ଆଉ ୭ ଦିନ ବୃଦ୍ଧି କରାଯାଇଛି। ଆସନ୍ତାକାଲି ପଞ୍ଜୀକରଣର ଶେଷ ତାରିଖ ଥିବା ବେଳେ ଅନେକ ଚାଷୀ ବିଭିନ୍ନ କାରଣରୁ ପଞ୍ଜୀକରଣ କରିପାରୁନଥିବାରୁ ଏହି ଅବଧି ବଢ଼ାଯାଇଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

ହୀରାକୁଦର ଦୀର୍ଘମିଆଦୀ ସୁରକ୍ଷାକୁ ନେଇ ଚିନ୍ତା; ଅତିରିକ୍ତ ସ୍ପିଲ୍‌ୱେ ପ୍ରକ୍ରିୟା ତ୍ୱରାନ୍ୱିତ

ସମ୍ବଲପୁର: ଚଳିତ ସପ୍ତାହରେ ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ଜଳପ୍ରଳୟ ପରେ ମହାନଦୀରେ ନିର୍ମିତ ଏସିଆର ଅନ୍ୟତମ ବୃହତ୍ତମ ମାଟିବନ୍ଧ ‘ହୀରାକୁଦ’ର ଦୀର୍ଘମିଆଦୀ ସୁରକ୍ଷାକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯଦି ଦୈବାତ୍ ଜଳଭଣ୍ଡାର ଉପରେ ଅତ୍ୟଧିକ…

ଟଙ୍କା ପାଇଁ ବାପାଙ୍କୁ ଠେଙ୍ଗାରେ ପିଟି ମାରିଦେଲା ପୁଅ

ବାଙ୍ଗିରିପୋଷି : ଟଙ୍କା ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ । ଟଙ୍କା ନଦେବାରୁ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ପୁଅ ! ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ପଥୁରୀ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।…

ପତ୍ନୀ ଓ ସନ୍ତାନଙ୍କୁ ଭରଣପୋଷଣ ନଦେଲେ ସରକାରୀ କର୍ମଚାରୀଙ୍କ ଦରମା କାଟ୍

​ଭୁବନେଶ୍ୱର : ପତ୍ନୀ-ପିଲାଙ୍କୁ ଭରଣପୋଷଣ କିମ୍ବା ଛାଡ଼ପତ୍ର ସହାୟତା ଖର୍ଚ୍ଚ ନଦେଲେ କଟିବ ସରକାରୀ କର୍ମଚାରୀଙ୍କ ଦରମା । ​କର୍ମଚାରୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ। କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ଭରଣପୋଷଣ ଦେଉନଥିବା ସରକାରୀ…

ତାଲିମ୍ ଆଳରେ ଅଢ଼େଇ କୋଟିର ଠକେଇ, ଜଣେ ଗିରଫ

ଭୁବନେଶ୍ୱର: ଟ୍ରେନିଂ ଆଳରେ ଅଢ଼େଇ କୋଟି ଚଳୁ । ଦେଢ଼ ବର୍ଷ ପରେ ଜଣେ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୪ ଫେରାର । ଟ୍ରେଡିଂରେ ଟଙ୍କା ନିବେଶ କରାଇବା ନାଁରେ ଅଢ଼େଇ କୋଟି ଟଙ୍କାର ଚଳୁ ଅଭିଯୋଗ ।…

ଆମ୍ବୁଲାନ୍ସ ନ ଆସିବାରୁ ମେଡିକାଲରେ ଭଙ୍ଗାରୁଜା; ୩ ଗିରଫ

ବିନିକା : ଆମ୍ବୁଲାନ୍ସ ଆସିବାରେ ବିଳମ୍ବକୁ ନେଇ ମେଡିକାଲରେ ଉତ୍ତେଜନା । ରୋଗୀଙ୍କ ସମ୍ପର୍କୀୟମାନେ ମେଡିକାଲରେ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲା…

ସ୍ତ୍ରୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ

ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ଚାଞ୍ଚଲ୍ୟ । ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀ ଜୀବନ ହାରିବାକୁ ଉଦ୍ୟମ କରିବା ପରେ ସେ ଗୁରୁତର ଅଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ଜାମଦାପାଳ ଗ୍ରାମରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ…

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ହେଉଥିଲେ । ଆଜି ସକାଳ ୫ ଘଣ୍ଟା ସମୟରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ୧୯୬୭ରୁ…

ପାଲଲହଡ଼ାରେ ବ୍ୟାପୁଛି ସ୍କ୍ରବ ଟାଇଫସ୍ ଆତଙ୍କ: ଦୁଇ ଦିନରେ ୧୯ ଆକ୍ରାନ୍ତ ଚିହ୍ନଟ

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅଞ୍ଚଳରେ ଏବେ ମାରାତ୍ମକ ସ୍କ୍ରବ ଟାଇଫସ୍ ରୋଗର ଆତଙ୍କ ଦେଖାଦେଇଛି । ବିଶେଷ କରି ସାନବାଗଦରୀ ଗାଁରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ…