ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ପାଇଁ ଆଲର୍ଟ ଜାରି
ଭୁବନେଶ୍ୱର : ପାଣିପାଗର ଡବଲ ୱାର୍ଣ୍ଣିଂ। ରାଜ୍ୟରେ ଖରା ସହ ଦେଖିବାକୁ ମିଳିବ କାଳବୈଶାଖୀ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ପାଇଁ ଆଲର୍ଟ ଜାରି। ଆସନ୍ତାକାଲି ଠାରୁ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।…
