State

ଫୁଲୁଛି ମହାନଦୀ, ହୀରାକୁଦର ୧୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ଫୁଲୁଛି ମହାନଦୀ । ଖୋଲୁଛି ହାରୀକୁଦ ଜଳଭଣ୍ଡାରର ଅଧିକ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଗୋଟିଏ ପରେ ଗୋଟିଏ ଗେଟ ଖୋଲି ଚାଲିଛି । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ…

ଘାଟି ରାସ୍ତାରୁ କୁମ୍ଭୀର ଉଦ୍ଧାର କଲା ବନ ବିଭାଗ

ମାଲକାନଗିରି : ବନ ବିଭାଗ ଦ୍ୱାରା ବାଲିମେଳା ଠାରୁ ଚିତ୍ରକୋଣ୍ଡା ମଧ୍ୟରେ ଥିବା ଘାଟି ରାସ୍ତାରୁ କୁମ୍ଭୀର ଉଦ୍ଧାର ହୋଇଛି। ଘାଟି ରାସ୍ତା ଉପରେ ଏକ କୁମ୍ଭୀର ଥିବା ଦେଖି ବନ ବିଭାଗ ତରଫରୁ କୁମ୍ଭୀରକୁ ଉଦ୍ଧାର କରାଯାଇଛିା ଗତକାଲି ରାତ୍ର…

ସର୍ପାଘାତରେ ଏକା ଦିନେ ଗଲା ୬ ଜୀବନ

ଭୁବନେଶ୍ୱର: ବର୍ଷା ଦିନେ ସାପ ଆତଙ୍କ। ଘାତକ ହେଉଛି ସର୍ପାଘାତ। ଦିନକରେ ରାଜ୍ୟରେ ସାପ କାମୁଡାରେ ୬ ଜଣଙ୍କର ଗଲା ଜୀବନ। ସୁନ୍ଦରଗଡ଼ରେ ୨ଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଜଳେଶ୍ୱର ଏବଂ ଚାନ୍ଦବାଲିରେ ମଧ୍ୟ ସର୍ପାଘାତରେ ୨…

ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ !

ପୁରୀ : ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ । ପୁରୀ କୁମ୍ଭାରପଡ଼ାରେ ହଇଚଇ । ଭଡ଼ାଘରର ରୋଷେଇ ଘରର ସ୍ଲାବ ତଳେ ଶବ ପୋତି ଦେଇଥିବା ସନ୍ଦେହ କରିଛନ୍ତି ଘର ମାଲିକ । ଘର ମାଲିକ ମନୋରମା ସାହୁଙ୍କ…

ବିଦ୍ୟୁତ୍ ଆଘାତରେ ଦୁଇ ଯୁବ ଚାଷୀ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ବେନୁଖଣ୍ଡା ଗ୍ରାମରେ ଅଘଟଣ । ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ । ମୃତକ ଦୁଇଜଣ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ। ସୂଚନା…

ଲୋକଙ୍କ କାମ ନହେଲେ ସରକାରୀ ବାବୁ ଗଣିବେ ତଣ୍ଡ

ଭୁବନେଶ୍ୱର : ଲୋକଙ୍କ କାମ ନହେଲେ ଅଧିକାରୀ ଗଣିବେ ତଣ୍ଡ । ଏଣିକି କୌଣସି ସରକାରୀ ସେବା ମିଳିବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଗଣିବେ ତଣ୍ଡ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗର ମୁଖ୍ୟଙ୍କୁ ଏନେଇ ଚିଠି କରାଯାଇଛି…

ସୋଲାର କରେଣ୍ଟ ଲାଗି ହାତୀ ମୃତ

ଢେଙ୍କାନାଳ: ସୋଲାର କରେଣ୍ଟ ଲାଗି ଦନ୍ତାର ମୃତ୍ୟୁ ହୋଇଛି । ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ବେଗା ପଞ୍ଚାୟତ ଶ୍ରୀମନ୍ତପୁର ନିକଟରେ ଅଘଟଣ ଘଟିଛି । ଧାନ କ୍ଷେରେ ସୋଲାର କରେଣ୍ଟ ଲଗାଯାଇଥିଲା । ହାତୀଟି କ୍ଷେତରେ ବୁଲୁଥିବାବେଳେ ସୋଲାର କରେଣ୍ଟ…

ଭିଜିଲାନ୍ସ ଜାଲରେ ସିନିଅର୍ ରେଭିନିଉ ଆସିଷ୍ଟାଣ୍ଟ, ୩ କୋଟି ସରକାରୀ ଅର୍ଥ ହେରଫେର ଅଭିଯୋଗ

ଜଗତସିଂପୁର : ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର । ଗିରଫ ହୋଇଥିବା ତିର୍ତ୍ତୋଲ ବ୍ଲକର ପୂର୍ବତନ ସ୍ୱତନ୍ତ୍ର ରାଜସ୍ବ ସହାୟକ ଭଞ୍ଜ କିଶୋର ବେହେରାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ ।…

ଲଗାଣ ବର୍ଷାରେ ବେହାଲ୍ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି

କୋରାପୁଟ : ଉତ୍ତର ପରେ ବୁଡ଼ିଲା ଦକ୍ଷିଣ । ଲଗାଣ ବର୍ଷାରେ ବେହାଲ୍ କୋରାପୁଟ କୋଟପାଡ଼ ଅଞ୍ଚଳ । ଗୁମୁଡା, ସଡ଼ରଙ୍ଗା, ବଣିଆ, ସୁତିପଦର ପଞ୍ଚାୟତର ୧୫ରୁ ଅଧିକ ଗାଁଜଳମଗ୍ନ । ଇନ୍ଦ୍ରାବତୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ…

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

ଜଳେଶ୍ୱର : ପୁଣି ଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ । ବିବାହକୁ ତିନିମାସ ପୂରିନି ଯୌତୁକ ପାଇଁ ଶାଶୂଘର ଲୋକେ ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ନବବଧୂ ଜଣକ ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଆରୁହା…