State

ଖସିଲା ହସ୍ପିଟାଲର ସିଲିଂ, ଅଳ୍ପକେ ବର୍ତ୍ତିଲେ ପ୍ରସୂତି ଏବଂ ନବଜାତକ

ଉଦଳା: ମୟୂରଭଞ୍ଜ ଉଦଳା ମେଡିକାଲ ପ୍ରସୂତି ବିଭାଗରୁ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଘଟଣା । ମହିଳା ସଞ୍ଜୁଲତା ପାତ୍ର ନବଜାତକକୁ ଧରି ବସିଥିବା ବେଳେ ହଠାତ ତାଙ୍କ ପିଠି ଉପରେ ସିଲିଂର କିଛି ଅଂଶ ଖସି ପଡିଥିଲା । ସୌଭାଗ୍ୟବଶତଃ…

ଛାତ୍ରାବାସରେ ନବମ ଶ୍ରେଣୀର ୨୭ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଲେ ଜଣେ ଦଶମ ଛାତ୍ର

ରାୟଗଡା : ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲରେ ବର୍ବରତା ହୋଇଛି ସୀମା ପାର । ରାତି ଅଧରେ ହଷ୍ଟେଲ୍‌ ପରିସରରେ ହୋଇଛି ପ୍ରଜାକୋର୍ଟ । ଏଭଳି ଘଟଣା ରାୟଗଡା ଜିଲ୍ଲା ରିଭଲକୋଣା ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ।…

ମହିଳାଙ୍କୁ ଯୌନ ନିର୍ଯାତନା ମାମଲା : ଆତ୍ମସମର୍ପଣ କଲେ ଶରଣକୂଳ ପୂର୍ବତନ ଥାନା ଅଧିକାରୀ

ନୟାଗଡ଼: ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇ ଫେରାର ଥିବା ଶରଣକୁଳ ଥାନାର ପୂର୍ବତନ ଅଧିକାରୀ (IIC) ସୁଜିତ କୁମାର ଦାସ ଶେଷରେ ଆତ୍ମସମର୍ପଣ କରିଛନ୍ତି। ଆଜି ସେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇ ନିଜକୁ ସମର୍ପଣ କରିଥିବା ଜଣାପଡ଼ିଛି। ଆତ୍ମସମର୍ପଣ…

୫ ଦିନ ପ୍ରବଳ ବର୍ଷା ନେଇ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ୫ ଦିନ ପ୍ରବଳ ବର୍ଷା । ଆଜିଠାରୁ ୮ ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା…

ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ବ୍ରହ୍ମପୁର : ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ କାର ଯୋଗେ ତପ୍ତପାଣି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ରାସ୍ତାରେ ଯିବା ବେଳେ ରାସ୍ତାରେ ଅଟକି ଚକୋଲେଟ୍‌ ବାଣ୍ଟିଲେ…

କାଞ୍ଜିପାଣି ଘାଟିରେ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ

ବାଂଶପାଳ: ଘାଟିରେ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଓଲଟିଲା ବସ୍ । ବସଟି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ କାଳିଆହତାରୁ କେନ୍ଦୁଝର ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ବସଟି…

ଚିଲିକାରେ ପଶିଲା ପ୍ରଥମ ବନ୍ୟାଜଳ, କମୁଛି ଜଳବନ୍ଦୀଙ୍କ ଚିନ୍ତା

ବ୍ରହ୍ମଗିରି: ଚିଲିକାରେ ପଶିଲା ପ୍ରଥମ ବନ୍ୟା ଜଳ। ଚଳିତବର୍ଷର ପ୍ରଥମ ବନ୍ୟାଜଳ ଚିଲିକାରେ ପ୍ରବେଶ କରିଛି।ପୁରୀ ଜିଲ୍ଲା କଣାସ ବ୍ଲକ ବଡଗୋଠ ଦେଇ ବନ୍ୟା ଜଳ ଚିଲିକା ମଧ୍ୟକୁ ଯାଉଛି। ବଡ ଗୋଠରେ ତ୍ରିବେଣୀ ଘାଟରେ ଦୟା, ଭାର୍ଗବୀ ଓ ଲୁଣା…

ବନ୍ଧୁକ ମୁନରେ ଘରୁ ଲୁଟିଲେ ଅଳଙ୍କାର ଓ ଲକ୍ଷାଧିକ ଟଙ୍କା

ଭଦ୍ରକ: ବନ୍ଧୁକ ମୁନରେ ଲୁଟ୍ । ଆକୁଆ ରାମ ମାଛ ନେବା ବାହାନାରେ ଘରେ ପଶିଲେ। ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲଉଟି ନେଲେ ଲକ୍ଷାଧିକ ଟଙ୍କା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଜଗଦଳପୁର ପଞ୍ଚାୟତର ଜୁରାଗଡିଆ ଗ୍ରାମରେ…

ସମିତି ସଭ୍ୟଙ୍କ ସନ୍ଦେହଜନକ ମୃତ୍ୟୁ, ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ: ସମିତି ସଭ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ । ଢେଙ୍କାନାଳ ସଦର ଥାନା ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତ ଝୁମ୍ପୁଡିଆ ଗାଁର ସମିତି ସଭ୍ୟ ୩୮ ବର୍ଷୀୟ ରବିନାରାୟଣ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ। ଜାଣିଶୁଣି ତାଙ୍କର ସମ୍ପର୍କୀୟଙ୍କ ପରିବାର ଲୋକେ ରବିଙ୍କୁ ମାରି…

ରାସ୍ତାରେ ବୁଲୁଛି କଲରାପତରିଆ ବାଘ, ଲୋକେ ଭୟଭୀତ

ନୂଆପଡ଼ା: ରାସ୍ତା ଉପରେ ବୁଲୁଛି କଲରାପତରିଆ ବାଘ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଜାମଗାଁ ସୁନାବେଡ଼ା ମୂଖ୍ୟ ରାସ୍ତାରେ କଲରାପତରିଆ ବୁଲୁଛି ବାଘ । ବାଘ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। କିଛି ଯୁବକ ଜାମଗାଁରୁ ସୁନାବେଡ଼ାକୁ…