State

ପ୍ରଥମ ସ୍ତ୍ରୀ ଥାଇ ପୁଣି ବର ସାଜିଥିଲା ଯୁବକ; ବେଦିରୁ ଉଠାଇ ନେଲା ପୋଲିସ

ବଲାଙ୍ଗିର: ବେଦିରୁ ବରକୁ ଉଠାଇ ନେଲା ପୋଲିସ । ଅଧା ରହିଗଲା ବାହାଘର। ପ୍ରଥମ ସ୍ତ୍ରୀ ଥାଇ ପୁଣି ବର ସାଜିଥିଲା ଯୁବକ। ଅଭିଯୋଗ ପରେ ବିବାହ ବେଦିରୁ ଉଠାଇ ନେଲା ବଲାଙ୍ଗିର ପୁଇଁନ୍ତଳା ପୋଲିସ । ଯୁବକ ଜଣକ ହେଲେ…

ଭିସୁଟରେ ରାଗିଂ, ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡ

ସମ୍ବଲପୁର : ଭିସୁଟରେ ପୁଣି ରାଗିଂ ଅଭିଯୋଗ । ସମ୍ବଲପୁର ଭିସୁଟର ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ରାଗିଂ ଅଭିଯୋଗରେ ୪ ଜଣ ସିନିଅର ଛାତ୍ରଙ୍କୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଛାତ୍ରମାନଙ୍କୁ ଆର୍ଥିକ…

ସରିଲା କ୍ୟାବିନେଟ ବୈଠକ, ୮ଟି ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ୱର : ସରିଲା କ୍ୟାବିନେଟ ବୈଠକ ୮ଟି ପ୍ରସ୍ତାବରେ ବାଜିଲା ମୋହର । ଶିଳ୍ପରୁ ଆରମ୍ଭ କରି ଡିଜିଟାଲ୍ ଗଭର୍ନାନ୍ସ, ପରିବହନରୁ ଲୋକସେବା ସମସ୍ତ କ୍ଷେତ୍ରରେ ନିଆଯାଇଛି ପଦକ୍ଷେପ। ବଲାଙ୍ଗୀରରେ ସୁତା ଉତ୍ପାଦନ କାରଖାନା ସ୍ଥାପନକୁ ମଞ୍ଜୁରି । M/s Shree…

ହାତୀ ଆକ୍ରମଣରେ ମାଆ-ପୁଅ ମୃତ

ଆଠଗଡ଼: ଶୌଚ ହେବାକୁ ଯାଇଥିବା ବେଳେ ମା’,ପୁଅଙ୍କୁ ଦଳି ଦେଲା ହାତୀ । ମୃତକ ହେଳେ ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂଇଁ ନୂଆଗାଁ ଗ୍ରାମର ସସ୍ମିତା ନାଏକ ଏବଂ ତାଙ୍କ ପୁଅ ପ୍ରିୟାଂଶୁ ନାଏକ । ନରସିଂହପୁର ବ୍ଲକ ଦେବଭୂଇଁ ନୂଆଗାଁ…

ମେ’ ୧୫ରୁ ସିବିଏସଇ ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ। ମେ’ ୧୫ରୁ ୨୧ ତାରିଖ ଯାଏଁ ଚାଲିବ ପରୀକ୍ଷା। ସକାଳ ୧୦ଟା ୩୦ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା। ଚଳିତ ବର୍ଷ ପ୍ରଥମ ଥର ସିବିଏସଇ…

କଳାହାଣ୍ଡି ଜିଲ୍ଲା କାରାଗାରରୁ କଏଦୀ ଫେରାର

ଭବାନୀପାଟଣା: କଳାହାଣ୍ଡି ଜିଲା କାରାଗାରରୁ ଜଣେ ବିଚାରଧିନ କଏଦୀ ଫେରାର ମାରିଛି। ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ ଗତ ଫେବ୍ରୁଆରୀ ୧୪…

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ଵର: ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ ଡାକିଛନ୍ତି। ମନ୍ତ୍ରୀ କହିଛନ୍ତି ଘରକୁ ଘର ଯାଇ ଜନଗଣନା କରିବା ଏକ…

ଡିସେମ୍ବର ୧୩ରେ ପୁରୀ କୋଷ୍ଟାଲ ମାରାଥନ, ବିଜେତାଙ୍କୁ ମିଳିବ କୋଟିଏ ଟଙ୍କାର ପୁରସ୍କାର ରାଶି

ପୁରୀ : ପୁରୀ କୋଷ୍ଟାଲ ମାରାଥନ ବିଜେତାଙ୍କୁ ମିଳିବ ଏକକୋଟିର ପୁରସ୍କାର ରାଶି । ଆସନ୍ତା ଡିସେମ୍ବର ୧୩ ତାରିଖ ଦ୍ୱିତୀୟ ରବିବାରରେ ଅନୁଷ୍ଠିତ ହେବ କୋଷ୍ଟାଲ ମାରାଥନ। ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଓଏମସି ସହଯୋଗରେ ପୁରୀ କୋଷ୍ଟାଲ ମାରାଥନ…

ସମ୍ବଲପୁର, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ବଢିଲା ସ୍କୁଲ ଛୁଟି ଅବଧି

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖାଯାଇ ୩ ଜିଲ୍ଲାରେ ବଢିଲା ସ୍କୁଲ ଛୁଟି ଅବଧି । ସମ୍ବଲପୁର, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ବଢିଲା ସ୍କୁଲ ଛୁଟି ଅବଧି । ତାତି ବଢୁଥିବାରୁ ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିଲା ସ୍କୁଲ ଛୁଟି…

RTO ଚାଲାଣ ନାଁରେ ଠକେଇ, ୪ ସାଇବର ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : RTO ଚାଲାଣ ନାଁରେ ଠକେଇ । ଚାରି ଜଣିଆ ସାଇବର ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ । ଠକେଇ ଘଟଣାରେ ରହିଛି ଜାମତାରା ଲିଙ୍କ୍ । APK ଲିଙ୍କ ପଠାଇ ଖାଲି କରିଦେଉଥିଲେ ଆକାଉଣ୍ଟ। ଭୁବନେଶ୍ୱର ସାଇବର ଓ…