ପାଇକ ବିଦ୍ରୋହକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି
ଭୁବନେଶ୍ୱର: ପାଇକ ବିଦ୍ରୋହକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ପାଇକ ବିଦ୍ରାହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ନେଇ ରାଜ୍ୟ ବିଜେଡି ସରକାର କେନ୍ଦ୍ରକୁ ଦାୟୀ କରୁଛି । ଅନ୍ୟପକ୍ଷେ ପାଲଟା ଜବାବ ଦେଇ ବଜେପି କହିଛି ଓଡ଼ିଶାରେ…
