Crime

ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ସମ୍ବଲପୁର: ରେଢାଖୋଲରେ ଚାଞ୍ଚଲ୍ୟ । ବିଳମ୍ୱିତ ରାତିରେ ଘରେ ଶୋଇଥିବା ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା । ରେଢ଼ାଖୋଲ ଥାନା ଅନ୍ତର୍ଗତ ଘରେ ପାଣ୍ଡିରିଶିଳା ଗାଁରେ ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ ହୋଇଛି। ଉଭୟେ ସ୍ବାମୀ ସ୍ତ୍ରୀ ନିଜ ଘରେ ଶୋଇଥିବା…

ଏମସିଏଲ ଅଧିକାରୀଙ୍କୁ ଦୁର୍ବ୍ଯବହାର ଅଭିଯୋଗ, ବିଜେଡି ନେତ୍ରୀଙ୍କ ସମେତ ୪ ଗିରଫ

ଝାରସୁଗୁଡା: ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ) ର ଜଣେ ଅଧିକାରୀଙ୍କୁ ଜୋତା ଫିଙ୍ଗିବା ଅଭିଯୋଗରେ ପୋଲିସ ଶୁକ୍ରବାର ଦିନ ବିଜେଡି ନେତ୍ରୀ ତଥା ପୂର୍ବତନ ସରପଞ୍ଚ ପାର୍ବତୀ ବେହେରାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଲଖନପୁର ବ୍ଲକର…

ରାଜ୍ୟ ବାହାରେ କୁବେର ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମଥୁରାରେ ରହିଛି ଦୁଇଟି ପ୍ଲଟ

ଭୁବନେଶ୍ୱର : କୁବେର ଯନ୍ତ୍ରୀଙ୍କ ରାଜ୍ୟ ବାହାରେ ଅମାପ ସମ୍ପତ୍ତି । ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଉତ୍ତରପ୍ରଦେଶ ମଥୁରାରେ ଆଉ ଦୁଇଟି ପ୍ଲଟ ମିଳିଛି…

୧୦ ଡକାୟତ ଗିରଫ: ୫ଲକ୍ଷ ଟଙ୍କା ଓ ଅଧ କେଜି ସୁନା ଜବତ

ସମ୍ବଲପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଡକାୟତ ଗ୍ୟାଙ୍ଗର ୧୦ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ୫ ଲକ୍ଷ ୧୨ ହଜାର ଟଙ୍କା, ୪୮୦ ଗ୍ରାମ ସୁନା ଓ ୧୬୫ ଗ୍ରାମ ରୁପା ଅଳଙ୍କାର ଜବତ କରାଯାଇଛି। ସେହିପରି…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫସିଛନ୍ତି ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ କୁମାର ପାଢୀ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି…

ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟରେ ରାଗିଂ ଅଭିଯୋଗ

ବ୍ରହ୍ମପୁର : ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟରେ ରାଗିଂ ଅଭିଯୋଗ । ରାଧାକୃଷ୍ଣନ୍ ଛାତ୍ରାବାସରେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରମାନେ ଦ୍ୱୀତିୟ ବର୍ଷର ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ ୟୁଜିସିର…

ପଦ୍ମକେଶରୀପୁର ହିଂସା: ଆଉ ୩ ଗିରଫ

ଭୁବନେଶ୍ୱର ପଦ୍ମକେଶରୀପୁର ଗଣ୍ଡଗୋଳ ଓ ସୁଧ କାରବାର ମାମଲାରେ ଆଉ ୩ଜଣ ଗିରଫ। ମଞ୍ଚେଶ୍ୱେର ଥାନା ପୁଲିସ ଆଜି ମାମଲାରେ ଅନ୍ୟତମ ଅଭିଯୁକ୍ତ ଶୁଭଲକ୍ଷ୍ମୀ ଦାଶ, ଶୌଭାଗ୍ୟ ରମଞ୍ଜନ ଦାଶ ଓ ଚିତରଞ୍ଜନ ଦାଶଙ୍କୁ ଗିରଫ କରିଛି। ଏହା ସହିତ ମୋଟ୍…

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର

କଟକ: ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ସରକାରୀ ଅର୍ଥ ଆତ୍ମସାତ ମାମଲାରେ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ। ବସନ୍ତ ଦାସଙ୍କ ଘର ସମେତ ୫ଟି…

ଯୁବକଙ୍କ ସନ୍ଦେହ ଜନକ ଭାବେ ପଡିଥିବା ମୃତ ଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତ ରତାଂଗ ମୁନିପଦା ତିନିଛକ ନିକଟରେ ମିଳିଛି ମୃତଦେହ । ଯୁବକଙ୍କ ସନ୍ଦେହ ଜନକ ଭାବେ ପଡିଥିବା ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ସେହି ପଂଚାୟତ ରତାଂଗ ଗ୍ରାମରେ…

ରେଢାଖୋଲରେ ଡବଲ ମର୍ଡର, ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଏବଂ ସ୍ତ୍ରୀ ମୃତ

ରେଢାଖୋଲ : ରେଢାଖୋଲରେ ଘଟି ଯାଇଛି ଏକ ଲୋମହର୍ଷଣକାରୀ ଘଟଣା । ଜ୍ୱାଇଁ କରିଛି ଡବଲ ମଡର । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଏବଂ ସ୍ତ୍ରୀଙ୍କର ହୋଇଛି ମୃତ୍ୟୁ । ରେଢାଖୋଲ ଥାନା ପୋଡାବଲଣ୍ଡା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ…