Crime

କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ କାର୍ ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ୧୦ରେ ଲୋକେ ରାସ୍ତାରୋକ କରିଛନ୍ତି। ଏହାଫଳରେ ସେଠାରେ…

ଆଇଆଇସି ଅନିତାଙ୍କ ନାଁରେ ଥାନାରେ ଏତଲା

ସମ୍ବଲପୁର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମହିଳାଙ୍କୁ ଆକ୍ରମଣ କରିବା ଅଭିଯୋଗ ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଥିବା ସେତେବେଳର ସମ୍ବଲପୁର ଜିଲ୍ଲା ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ନାଁରେ ଏତଲା ଦିଆଯାଇଛି। ଏବେ ତାଙ୍କର ଚାରି ମାସ ହେବ ବଲାଙ୍ଗୀର ଜିଲ୍ଲାକୁ…

ଫ୍ଲିପ୍‌କାର୍ଟ ଅଫିସରୁ ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ବାକ୍ସ

କଟକ: ଦୁଇ ଦିନ ତଳେ ସ୍ପଷ୍ଟ ଦିବାଲୋକରେ ଏଟିଏମ୍ ଭ୍ୟାନ୍ରୁ ଲୁଟ୍ ହୋଇଥିବା ବେଳେ ସୋମବାର ଦିନ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ସଶସ୍ତ୍ର ଦୁର୍ବୃତ୍ତମାନେ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଅଫିସ୍ ଓ ଗୋଦାମ ଉପରେ ଆକ୍ରମଣ କରି ବିପୁଳ ପରିମାଣର…

ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକ ଗିରଫ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ସୋମବାର ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ମର୍ଯ୍ୟାଦା ହାନି କରି ଅଭିନେତ୍ରୀ ଜଣଙ୍କ ସୋଶିଆଲ…

ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା। ଗୋଟେ ପଟେ ଚାଲିଥିଲା ବାଣ ଫୁଟା, ଅନ୍ୟପଟେ ଚାଲିଥିଲା ଲୁଟପାଟ୍। ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପଶି ଲୁଟିଲେ ନଗଦ ଟଙ୍କା ସହ ସୁନା ଗହଣା। ଏପରି ଘଟଣା…

କାର୍ ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ, କାର୍ ଡ୍ରାଇଭର ଗିରଫ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ନିକଟରେ ସ୍ବାମୀ ସ୍ତ୍ରୀଙ୍କ ଉପରେ କାର୍ ଚଢିଯିବା ଘଟଣା । ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଡ୍ରାଇଭର ଜଣକ ମଦ ପିଇ ଫୋନରେ କଥା ହୋଇ ଯାଉଥିବା…

ମା’ ବୁଢୀ ଠାକୁରାଣୀ ମନ୍ଦିର ପୂଜକ ହତ୍ୟା ମାମଲା, ୭ ଗିରଫ

କୋରାପୁଟ: କୋରାପୁଟ ମା ବୁଢୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ମାମଲା । ୨ ଯୁବତୀଙ୍କ ସହ ମୋଟ ୭ଜଣଙ୍କୁ ଗିରଫ କରିଲା ପୋଲିସ । ଲୁଟ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ ।…

ନୟାଗଡରେ କମେଣ୍ଟମରାକୁ କେନ୍ଦ୍ରକରି ବୋମାମାଡ଼, ୧୨ ଆହତ

ନୟାଗଡ: କମେଣ୍ଟମରାକୁ କେନ୍ଦ୍ରକରି ବୋମାମାଡ଼। ନୟାଗଡ଼ ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ଏହି ଘଟଣା ଘଟିଛି। ବୋମାମାଡ଼ରେ ୧୨ ଜଣ ଆହତ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ରଂଜିତ ନାୟକ ଏବଂ ପଡୋଶୀ ଦୁଃଶାସନ ନାୟକଙ୍କ ମଧ୍ୟରେ ଦୀର୍ଘଦିନ ହେବ ଶତ୍ରୁତା ଲାଗି…

ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣା, ୫ ଅଭିଯୁକ୍ତଙ୍କୁ ଗିରଫ

କେନ୍ଦୁଝର : କେନ୍ଦୁଝରରେ ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଦୋଷ ସ୍ୱୀକାର କରିଛନ୍ତି ଅଭିଯୁକ୍ତ । କେନ୍ଦୁଝର ତେଲକୋଇ ରେଞ୍ଜ ସଲେଇକେନାରେ ଦନ୍ତାହାତୀର…

ମନ୍ଦିରରୁ ଚୋରୀ କରିବା ସହ ଭାଙ୍ଗିଲେ ମା’ କାଳୀଙ୍କ ମୂର୍ତ୍ତି

ସମ୍ବଲପୁର: ଆଜି ପବିତ୍ର ଦୀପାବଳି ତଥା ମା’ କାଳୀଙ୍କ ପୂଜା । ମା’ଙ୍କ ପୂଜାରେ ମା’ଙ୍କୁ ଅପମାନ । ମନ୍ଦିରରୁ ଚୋରୀ କରିବା ସହ ମା’ କାଳୀଙ୍କ ପ୍ରତୀମାକୁ ଭାଙ୍ଗିଲେ ଦୁର୍ବୃତ । ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା…