ପୂର୍ବାହ୍‌ଣ ସାଢ଼େ ୯ଟାରୁ ଶ୍ରୀଜିଉଙ୍କ ପହଣ୍ଡି

ପୁରୀ: ରାତି ପାହିଲେ ଶ୍ରୀଜିଉଙ୍କ ୯ଦିନିଆ ରଥଯାତ୍ରା। ଏଥି ପାଇଁ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ଦେଖାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ଆହୁରି ଭକ୍ତମାନେ ପୁରୀ…

ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ନବଯୌବନ ଦର୍ଶନ ଦେଲେ ଶ୍ରୀଜିଉ। ୧୫ ଦିନ ପରେ ମହାପ୍ରଭୁଙ୍କୁ ଦେଖି ଭକ୍ତ ଭାବ ବିହ୍ଵଳ । କାହାର ଆଖି ଛଳ ଛଳ ତ ଆଉ କିଏ ଜଗନ୍ନାଥଙ୍କୁ ପାଖରେ ପାଇ ଛାତି କୁଣ୍ଢେ ମୋଟ । ଆଜି ଏତେ…

ଘୋଷଯାତ୍ରା ନୀତି ନିର୍ଘଣ୍ଟ ଶେଷ

ପୁରୀ: ଆଉ ଦିନକ ପରେ ଘୋଷଯାତ୍ରା। ରତ୍ନବେଦୀ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ। ଆଜି ଶେଷ ହେବ ମହାପ୍ରଭୁଙ୍କ ଅନବସର ଦିନ । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଅପେକ୍ଷା କରି ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ।…

ଆଜି ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି

ପୁରୀ: ଆଜି ଅନବସରର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ । ସୁନା କୂଅରୁ ତିନି ଗରା ଜଳ ସୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଆଜି ଶ୍ରୀ…

ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ

ବ୍ରହ୍ମଗିରି: ମହାବାହୁ ସ୍ନାନ ବେଦୀରେ ୧୦୮ ଗଡୁ ପାଣିରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଭକ୍ତ ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ଦର୍ଶନ କରୁଛନ୍ତି। ମହାବାହୁଙ୍କ ଅଦର୍ଶନରେ ଆଜି ସକାଳୁ ବ୍ରହ୍ମଗିରିରେ ଅଲାରନାଥଙ୍କ ଅଣସର ଦର୍ଶନ…

ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ :  ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦୀରେ ରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି, ଶଙ୍କଧ୍ୱନି ଓ…

ଶ୍ରୀମନ୍ଦିରରେ ବଡ଼ ଅଘଟଣ: ସ୍ନାନ ମଣ୍ଡପରେ ରକ୍ତଛିଟା

ପୁରୀ : ଆଜି ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ବଡ଼ ଅଘଟଣ ଘଟିଛି। ସ୍ନାନ ମଣ୍ଡପ ଚକଡ଼ାରେ ରକ୍ତ ଛିଟା ପଡ଼ିଥିବା ଜଣେ ଜେଟିପି ଦେଖିଥିଲେ। କୌଣସି ସେବାୟତଙ୍କ ଠାରୁ ଏହି ରକ୍ତ ଛିଟା ଲାଗିଥିବା ଆଶଙ୍କା କରାଯାଉଛି। ତେବେ ରକ୍ତ ଛିଟା…

ମହାପ୍ରଭୁଙ୍କ ସ୍ନାନଯାତ୍ରାଠୁ ନେଇ ରଥଯାତ୍ରା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ

ପୁରୀ : ଆସନ୍ତା ଜୁନ୍‌‌ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ପରେ ରଥଯାତ୍ରା, ବାହୁଡ଼ା, ସୁନାବେଶ, ନୀଳାଦ୍ରିବିଜେ ଆଦି ବିଶେଷ ପର୍ବପର୍ବାଣୀ ରହିଛି। ଏହିସବୁ ପର୍ବପର୍ବାଣୀ ସମୟରେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୂ ରୂପେ…

ତିନି ରଥର ଉଠିଲା ଚାରି ନାହାକା

ପୁରୀ: ଚଳଚଞ୍ଚଳ ହୋଇପଡିଛି ରଥଖଳା । ଆଜି ତିନି ରଥର ଚାରି ନାହାକା ଉଠିଲା । ସ୍ନାନପୁର୍ଣ୍ଣିମା ପୂର୍ବରୁ ଏହି ୪ ନାହାକା ଉଠାଯାଇଛି। ଯଥାରୀତି ଅନୁସାରେ ଭୋଇ ସେବାୟତଙ୍କ ଦ୍ୱାରା ଏହି ନାହାକା କାମ ସମ୍ପାଦନ କରାଯାଇଛି । ଏହା ସହ…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜାନ୍ଦ୍ରାଭିଷେକ ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜାନ୍ଦ୍ରାଭିଷେକ ନୀତି। ଶ୍ରୀମନ୍ଦିରରେ ସଂଧ୍ୟାଧୂପ ନୀତି ଶେଷହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବେ । ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯିବ । ମହାପ୍ରଭୁଙ୍କ ଆଲଟ…