National & International

ଜଳିଗଲା ବସ: ଅଳ୍ପକେ ବର୍ତ୍ତିଲେ ୩୯ ଯାତ୍ରୀ

ହାଇଦ୍ରାବାଦ : ହାଇଦ୍ରାବାଦରୁ ବିଜୟଓ୍ବାଡା ଯାଉଥିବା ଏକ ଘରୋଇ ବସରେ ଭୟଙ୍କର ନିଆଁ । ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାର କାଞ୍ଚିକଚେରଲା ପୋଲିସ ଷ୍ଟେସନ ନିକଟ ନନ୍ଦୀଗାମା ନିକଟରେ କୀସାରା ଟୋଲ ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଫଳରେ ୩୯ ଯାତ୍ରୀ…

ଦୁଇ ଦିନିଆ ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯାଉଛନ୍ତି । ଏହାକୁ ନେଇ ମାଲେସିଆରେ ଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାରର…

ରୁଷିଆରୁ ଭାରତ ତେଲ କିଣିବା ଉପରେ ୨୫% ପେନାଲଟି ହଟାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ୨୫% ରୁଷିଆ ତେଲ ପେନାଲଟି ଶେଷ । ରୁଷିଆରୁ ଭାରତ ତେଲ କିଣିବା ଉପରେ ଲାଗୁ ୨୫% ପେନାଲଟି ହଟାଇଲେ ଟ୍ରମ୍ପ । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି । ଗତ…

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା NDMC ଗୋଦାମ

ନୂଅଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ସଫଦରଜଙ୍ଗ ଫ୍ଲାଏଓଭର ନିକଟରେ NDMC ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ତୀବ୍ରତା ଏତେ ମାତ୍ରାରେ ଥିଲା ଯେ, ୨୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଧିକାରୀ…

ଶାନ୍ତି ଆଲୋଚନା ପରେ ମୁକ୍ତ ହେଲେ ରୁଷ-ୟୁକ୍ରେନ ଯୁଦ୍ଧବନ୍ଦୀ

ନୂଆଦିଲ୍ଲୀ: ଆବୁଧାବିରେ ଆମେରିକା ମଧ୍ୟସ୍ଥତାରେ ଦୁଇ ଦିନ ଧରି ଚାଲିଥିବା ଶାନ୍ତି ଆଲୋଚନା ପରେ ୟୁକ୍ରେନ ଏବଂ ରୁଷ ପରସ୍ପରର ଯୁଦ୍ଧବନ୍ଦୀ ଏବଂ ସାଧାରଣ ନାଗରିକଙ୍କୁ ଅଦଳବଦଳ କରିଛନ୍ତି । ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ହୋଇଥିବା ଏହି…

ପାକିସ୍ତାନରେ ମସଜିଦ ସାମ୍ନାରେ ଭୟଙ୍କର ବିସ୍ଫୋରଣ, ୭୦ ମୃତ

ପାକିସ୍ତାନ : ପାକିସ୍ତାନର ଇସଲାମାବାଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁଥିରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ପାଖାପାଖି ୨୫୦ ଜଣ ଆହତ ହୋଇଛନ୍ତି । ସିଆ ମସଜିଦ୍ କସର୍-ଏ-ଖାଦିଜାତୁଲ କୁବ୍ରାରେ ନମାଜ ପାଠ କରୁଥିବା ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ…

ଗାତରେ ପଡ଼ି ଚାଲିଗଲା ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀ ଜନକପୁରୀ ଅଞ୍ଚଳରେ ନୋଏଡା ଘଟଣାର ପୁନରାବୃତ୍ତି । ଜନପୁରୀ ଅଞ୍ଚଳରେ ଏକ ଗାତରେ ପଡ଼ି ଯୁବକଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ପରିଚୟ ମିଳିଛି । ମୃତକ ଜଣକ କୈଳାଶପୁରୀରେ ରହୁଥିଲେ । ସୂଚନା ମୁତାବକ, କମଲ…

ଏନକାଉଣ୍ଟର: ୩ ମାଓବାଦୀ ନିହତ, ଜଣେ କମାଣ୍ଡୋ ସହିଦ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଗଢଚିରୋଲୀରେ ଆଜି ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ବଡ଼ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ୩ ଜଣ ମାଓବାଦୀ ନିହତ ହୋଇଥିଲାବେଳେ ମହାରାଷ୍ଟ୍ର ପୋଲିସ c 60 କମାଣ୍ଡୋ ସହିଦ ହୋଇଛନ୍ତି । ଗୁଳିଚାଳନା ଯୋଗୁଁ…

ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ପରୀକ୍ଷା ଦେବା ଉଚିତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍କ ଏକ ବେମାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତଙ୍କ…

ଗୁରୁଦ୍ବାର ସାମ୍ନାରେ ଆପ୍ ନେତାଙ୍କୁ ଗୁଳି କରି ହତ୍ୟା

ପଞ୍ଜାବ : ଶୁକ୍ରବାର ପଞ୍ଜାବର ଜଳନ୍ଧରରେ ଆପ୍ ନେତା ଲକି ଓବରୟଙ୍କୁ ଗୁଳି କରି ହତ୍ୟା । ଏକ ବାଇକରେ ଆସି ଦୁଇ ଜଣ ବ୍ୟକ୍ତି ତାଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ । ଘଟଣାକୁ ମଡେଲ ଟାଉନ ଗୁରୁଦ୍ବାର ସାହିବ…