ବିଗିଡ଼ିଲା ଇମ୍ରାନଙ୍କ ସ୍ବାସ୍ଥ୍ୟାବସ୍ଥା, ହରାଇଲେ ଦୃଷ୍ଟିଶକ୍ତି
ନୂଆଦିଲ୍ଲୀ : ଜେଲରେ ବିଗିଡ଼ିଲା ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା । ଜେଲରେ ଇମ୍ରାନ ଖାନ ହରାଇଲେ ତାଙ୍କ ଦୃଷ୍ଟିଶକ୍ତି । ପାକିସ୍ତାନ ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଇମ୍ରାନଙ୍କ ଆଇନଜୀବୀ । ଜେଲ୍ ରେ ତାଙ୍କୁ ଠିକ୍ ଭାବେ ଚିକିତ୍ସା ସେବା ମିଳିପାରିନାହିଁ ।…