ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ୯ମୃତ
ଇସ୍ରାଏଲ ଗାଜା ଉପରେ ଏକ ବଡ ଆକ୍ରମଣ କରିଛି । ଏହି ଆକ୍ରମଣରେ ୯ଜଣ ପ୍ରାଣ ହରାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇସ୍ରାଏଲ ଆମେରିକାକୁ ସୂଚନା ଦେବା ପରେ ଏହି ଆକ୍ରମଣ କରିଥିଲା । ଏକ ରିପୋର୍ଟ ଅନୁସାରେ…
ଇସ୍ରାଏଲ ଗାଜା ଉପରେ ଏକ ବଡ ଆକ୍ରମଣ କରିଛି । ଏହି ଆକ୍ରମଣରେ ୯ଜଣ ପ୍ରାଣ ହରାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇସ୍ରାଏଲ ଆମେରିକାକୁ ସୂଚନା ଦେବା ପରେ ଏହି ଆକ୍ରମଣ କରିଥିଲା । ଏକ ରିପୋର୍ଟ ଅନୁସାରେ…
ନୂଆଦିଲ୍ଲୀ: ପ୍ରଥମ ରାଷ୍ଟ୍ରପତି ଭାବେ ଆଜି ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ । ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ରାଫେଲରେ ଉଡିଛନ୍ତି ରାଷ୍ଟ୍ରପତି । ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି…
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ନ୍ୟାସନାଲ କନଫରେନ୍ସରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବାରୁ ସେ ଇସ୍ତଫା ଦେବା ଉଚିତ୍ ବୋଲି ଦଳର ଶ୍ରୀନଗର ସାଂସଦ…
ନୂଆଦିଲ୍ଲୀ: ଯାତ୍ରୀବାହୀ ବିମାନ ନିର୍ମାଣ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍) ତରଫରୁ ରୁଷ୍ର ପବ୍ଲିକ ଜଏଣ୍ଟ ଷ୍ଟକ୍ କମ୍ପାନୀ ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ୍ (ପିଜେଏସ୍ସି-ୟୁଏସି) ସହ ଚୁକ୍ତି କରାଯାଇଛି। ଏସ୍ଜେ-୧୦୦ ନାମକ ଯାତ୍ରୀବାହୀ ବିମାନ ନିର୍ମାଣ ପାଇଁ ଏହି ଚୁକ୍ତି…
ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ରିଲ୍ କରିବା ସମୟରେ ଦିଲ୍ଲୀ ବିଜେପି ବିଧାୟକ ରବିନ୍ଦର ସିଂହ ନେଗୀ ଭାରସାମ୍ୟ ହରାଇ ଯମୁନା ନଦୀରେ ଖସିପଡିଛନ୍ତି। ବିଧାୟକ ନେଗୀ ନଦୀରେ ଖସିପଡିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବାବେଳେ ବିରୋଧୀ ଏହାକୁ ନେଇ କଟାକ୍ଷ…
ଚେନ୍ନଇ: ସୁପରଷ୍ଟାର୍ ରଜନୀକାନ୍ତ ଓ ଅଭିନେତା ଧନୁଷଙ୍କ ଘରକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍ ଯୋଗେ ଧମକ ମିଳିବା ପରେ ଚେନ୍ନଇରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏକ ଅଜ୍ଞାତ ଆକାଉଣ୍ଟରୁ ତାମିଲନାଡୁ ପୁଲିସ ମହାର୍ଦେଶକଙ୍କ କାର୍ଯ୍ୟାଳୟକୁ…
ଯୋଧପୁର : ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି । ହାଇକୋର୍ଟ ଆଶାରାମ ବାପୁଙ୍କୁ ମେଡିକାଲ ଗ୍ରାଉଣ୍ଡରେ ୬ ମାସର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ହାଇକୋର୍ଟରୁ ମୁଖ୍ୟ ନ୍ୟାୟାଧୀଶ ସଂଜୀବ…
ବ୍ରାଜିଲ : ବ୍ରାଜିଲ ରାଜଧାନୀ ରିଓ ଡୋ ଜେନେରିଓରେ ପୋଲିସର ବଡ଼ ଅଭିଯାନ । ଏଠାରେ ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ଼ ଅଭିଯାନରେ ଚାରି ଜଣ ପୋଲିସ ଅଧିକାରୀ ଓ ପ୍ରାୟ ୬୪ ଜଣ ଲୋକ ପ୍ରାଣ ହରାଇଛନ୍ତି ।…
ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ମହାଗଠବନ୍ଧନ ପକ୍ଷରୁ ଘୋଷଣାପତ୍ର ପ୍ରକାଶିତ ହୋଇଛି। ଏହି ଉନ୍ମୋଚନ ଅବସରରେ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ ଓ ଉପମୁଖ୍ୟମନ୍ତ୍ରୀ ଚେହେରା ମୁକେଶ ସହନୀ ଉପସ୍ଥିତ ଥିଲେ । ଘୋଷଣାପତ୍ରର ଉନ୍ମୋଚନ କରି…
ନୂଆଦିଲ୍ଲୀ: ଯେତେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲେ ସୁଦ୍ଧା ଭାରତ ସହ ଚୀନ୍ର ସୀମା ବିବାଦ ତୁଟିପାରୁ ନାହିଁ। ଭାରତ ସହ ସମ୍ପର୍କ ଉନ୍ନତ କରିବାକୁ ଚୀନ୍ ଉପରଠାଉରିଆ ପ୍ରତିଶ୍ରୁତି ଦେଉଥିଲେ ସୁଦ୍ଧା ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ କାହାଣୀ ବର୍ଣ୍ଣନା କରୁଛି।…