National & International

ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ, ପାହାଡ଼ ଧସି ୩୧ ମୃତ

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ତାଣ୍ଡବ। ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ। ପାହାଡ଼ ଧସିବା ଫଳରେ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଜମ୍ମୁକଶ୍ମୀରର କଟରା ଜିଲ୍ଲାର ଅର୍ଦ୍ଧକୁଆରୀ ପାଖରେ ହୋଇଛି ଲ୍ୟାଣ୍ଡସ୍ଲାଇଡ । ଏହି…

ମୁମ୍ବାଇ ଭିରାରରେ ଚାରି ମହଲା କୋଠା ଭୁଶୁଡି ୩ ମୃତ ଓ ୯ ଆହତ

ମୁମ୍ବାଇ : ପାଲଘର ଜିଲ୍ଲା ଭିରାରରେ ଘଟିଛି ବଡ଼ ଅଘଟଣ । ଚାରି ମହଲା କୋଠାର ପଛରୁ କିଛି ଅଂଶ ଭୁଶୁଡି ପଡିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮ରୁ୯ ଜଣଙ୍କର ଆହତ ହୋଇଥିବା ସୂଚନା ମିଳିଛି ।…

ବିହାରରେ ମନ୍ତ୍ରୀ ଶ୍ରବଣ କୁମାରଙ୍କୁ ମରଣାନ୍ତକ ଆକ୍ରମଣ, ଭୟରେ ୧ କିମି ଦୌଡିଲେ ନେତା

ବିହାର : ବିହାର ନାଳନ୍ଦା ଜିଲ୍ଲାରେ ନୀତୀଶ ସରକାରଙ୍କ ମନ୍ତ୍ରୀ ତଥା ଜେଡିୟୁ ନେତା ଶ୍ରବଣ କୁମାରଙ୍କ ଉପରକୁ ଆକ୍ରମଣ । ଏହି ଆକ୍ରମଣରେ ତାଙ୍କର ଅଙ୍ଗରକ୍ଷୀ ଆହତ ହୋଇଛନ୍ତି । ଗ୍ରାମୀଣଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମନ୍ତ୍ରୀ ଦୀର୍ଘ…

ଆଫଗାନିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍ ଓଲଟି ୨୫ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନ କାବୁଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଓଲଟିବା ଯୋଗୁଁ ଅତିକମରେ ୨୫ ଜଣଙ୍କର ଜୀବନ ଚାଲିଯାଇଛି । ତାଲିବାନର ଜଣେ ଅଧିକାରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି । ଖବର ମୁତାବକ,…

ସିଟ୍ ଭାଗବଣ୍ଟା… ଚିନ୍ତା ବଢାଇଲେ ଚିରାଗ

ପାଟନା: ବିହାରରେ ପୁଣି କ୍ଷମତାକୁ ଫେରିବାକୁ ନୀତିଶ କୁମାର ବଡ଼ ଘୋଷଣା କରୁଛନ୍ତି ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ସପକ୍ଷରେ ମାହୋଲ ବନାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଏନଡିଏ ପାଇଁ ଚିରାଗ ପାଶଓ୍ବାନ ଏବେ ଚିନ୍ତାର କାରଣ ହୋଇଛନ୍ତି। ନା…

ବିଜେପି ସଭାପତି ଚୟନକୁ ନେଇ ସସ୍‌ପେନ୍ସ ? କେବେ ହେବ ଘୋଷଣା

ନୂଆଦିଲ୍ଲୀ:ବିଜେପି ସଭାପତି ଚୟନକୁ ନେଇ ସସ୍‌ପେନ୍ସ। ଜେପି ନଡ୍ଡାଙ୍କ ପରେ କିଏ ହେବେ ବିଜେପିର କ୍ୟାପଟେନ ? ଏହାକୁ ନେଇ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ନେତାଙ୍କୁ ନେଇ ଆକଳନ ଚାଲିଛି । କେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଆସୁଛି ତ…

ପ୍ରବଳ ବର୍ଷା ଲାଗି ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ପୂର୍ବରୁ ମନ୍ଦିରକୁ ଯିବା ପାଇଁ ବ୍ୟବହାର ହେଉଥିବା ବ୍ୟାଟେରୀ କାର ଏବଂ ହେଲିକପ୍ଟର ସେବା ବନ୍ଦ…

୫୦% ଟ୍ରମ୍ପଙ୍କ ଶୁଳ୍କ ଆଜିଠାରୁ ଲାଗୁ, ୧୨ଟି କ୍ଷେତ୍ରରେ ପକାଇବ ସବୁଠାରୁ ବଡ଼ ପ୍ରଭାବ

ଭାରତ ଦ୍ବାରା ରୁଷୀୟ ତୈଳ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବାରା ଲଗାଯାଇଥିବା ଅତିରିକ୍ତ ୨୫% ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହେଉଛି । ଭାରତ ଏବେ ସର୍ବାଧିକ ଆମେରିକା ଶୁଳ୍କ ବହନ କରୁଥିବା ଦୋ ତାଲିକା…

‘ଅପରେସନ ସିନ୍ଦୂର’ରେ ସୀମାବର୍ତ୍ତି ଲୋକଙ୍କ ପ୍ରମୁଖ ଭୂମିକା ଥିଲା: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ସମୟରେ ସୀମାନ୍ତ ଅଞ୍ଚଳର ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଲୋକ ମାନେ ପ୍ରଶାସନ ଏବଂ ସେନାକୁ ସମସ୍ତ ପ୍ରକାରର ସମର୍ଥନ ଦେଇଥିଲେ। ଏନେଇ ସୋମବାର ଦିନ ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ପ୍ରତିରକ୍ଷା…

୫୦% ଟାରିଫ ନେଇ ଆମରିକାକୁ କେମିତି ଜବାବ ଦେବ ଭାରତ ?, ବସିବ ବଡ ବୈଠକ

ନୂଆଦିଲ୍ଲୀ: ୱାଶିଂଟନ ପୂର୍ବ ଶୁଳ୍କକୁ ଦ୍ୱିଗୁଣିତ କରିବା ପରେ ବୁଧବାରଠାରୁ, ଆମେରିକା ବଜାରରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୫୦% ଶୁଳ୍କ ଲାଗୁ ହେବ । ଯାହା ରପ୍ତାନିକାରୀଙ୍କ ଉପରେ ମୂଲ୍ୟ ଚାପ ବୃଦ୍ଧି କରିବ। ଯାହାକୁ ନେଇ ଏବେ…