ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଅଣ୍ଡାମାଡ଼, ଭିଡିଓ ସେୟାର କରି ବିଜେପିକୁ କଲେ ଟାର୍ଗେଟ୍
ନଦୀୟା: ପଶ୍ଚିମବଙ୍ଗର ନଦୀୟା ଜିଲ୍ଲା କାଲିଗଞ୍ଜଠାରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଦିନ ଏକ ଦଳୀୟ ବୈଠକ ଚାଲିଥିବା ସମୟରେ ବିକ୍ଷୋଭକାରୀମାନେ ତାଙ୍କୁ ଘେରିଯାଇ କଳା ପତାକା ପ୍ରଦର୍ଶନ କରିବା…