ରାମ ମନ୍ଦିର ଅର୍ଥ ଆତ୍ମସାତ୍ ଘଟଣାରେ ଅଭିଯୁକ୍ତ ଟିନ୍ନୁ ଯାଦବ ଘରୁ ଟଙ୍କା, ଅଳଙ୍କାର ଜବତ
ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍ ଘଟଣାର ତଦନ୍ତ କ୍ରମରେ ପୁଲିସ ଅଭିଯୁକ୍ତ ରାମଶଙ୍କର ଯାଦବ ଓ ଟିନ୍ନୁ ଯାଦବଙ୍କ ଘରୁ ଟଙ୍କା, ଅଳଙ୍କାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ରବିବାର ପୁଲିସର ଏକାଧିକ…