National & International

ତାମିଲନାଡୁ ଗ୍ୟାସ ଲିକ୍‌ ଦୁର୍ଘଟଣା: ଓଡ଼ିଶା ଫେରିଲେ ୬୨ ଶ୍ରମିକ

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଘଟିଥିବା ଭୟାବହ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଓଡ଼ିଆ ଶ୍ରମିକମାନେ ଶେଷରେ ସୁରକ୍ଷିତ ଭାବେ ନିଜ ମାଟିକୁ ଫେରିଛନ୍ତି। ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଶ୍ରମ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର…

ପ୍ରତିବାଦ ସମୟରେ ଟଳିପଡିଲେ ବିଜେପି ସାଂସଦ ହର୍ଷ ମହାଜନ

ସିମଲା: ହିମାଚଳ ପ୍ରଦେଶର ରାଜ୍ୟ ସଭା ସାଂସଦ ହର୍ଷ ମହାଜନ ଶନିବାର ଦିନ ସିମଲାରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ସେ ସିମଲା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ବାହାରେ ଭାରତୀୟ ଜନତା ପାର୍ଟିର ପ୍ରତିବାଦରେ ଯୋଗ ଦେବାକୁ ଆସିଥିଲେ। ବିଡିସି ଅଧ୍ୟକ୍ଷ ଏବଂ…

ସାର୍ବଜନୀନ ହେଲା ଅପରେସନ ସିନ୍ଦୂରରେ ସହିଦ ୬ ଯବାନଙ୍କ ନାଁ, ଯୁଦ୍ଧ ସ୍ମାରକୀରେ ହେଲା ଖୋଦିତ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ଯବାନଙ୍କ ନାଁ ପ୍ରଥମ ଥର ସାର୍ବଜନୀନ ଭାବେ ଜାରି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୬ଜଣ ସହିଦଙ୍କ ନାଁ ବିଧିବଦ୍ଧ ଭାବେ ସାର୍ବଜନୀନ କରାଯାଇଛି । ୬ ସହିଦ ବୀରଙ୍କ…

ରାମ ମନ୍ଦିର ଦାନଅର୍ଥ ଚୋରି ମାମଲା: ଇସ୍ତଫା ଦେଲେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ରା

ଅଯୋଧ୍ୟା : ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଇସ୍ତଫା ଦେଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ଦାନଅର୍ଥ ଚୋରି ମାମଲାକୁ ନେଇ ଇସ୍ତଫା ଦେବାକୁ ତାଙ୍କ ଉପରେ ଚାପ ପଡୁଥିଲା । କେବଳ ଚମ୍ପତ ରାୟ…

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ବସ୍ ଦୁର୍ଘଟଣା, ୨ ମୃତ, ୨୪ ଆହତ

ଫିରୋଜାବାଦ : ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଗୋରଖପୁରରୁ ଚଣ୍ଡୀଗଡ ଯାଉଥିବା ଡବଲ ଡେକର ସ୍ଲିପର ବସ୍ ଫିରୋଜାବାଦ ଜିଲ୍ଲାର ନଗଲା ଖଙ୍ଗର ଥାନା ଅର୍ନ୍ତଗତ…

ମହରମ ଶୋଭାଯାତ୍ରା ବେଳେ ବିଦ୍ୟୁତ ତାର ଲାଗି ୩ ମୃତ, ଅନେକ ଆହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରତଲାମ ଜିଲ୍ଲାରେ ଗୁରୁବାର ରାତିରେ ମହରମ ଶୋଭାଯାତ୍ରାରେ ବଡ଼ ଅଘଟଣ । ଶୋଭାଯାତ୍ରାରେ ଯାଉଥିବା ବେଳେ ଉଚ୍ଚ ବିଦ୍ୟୁତ ସଂପନ୍ନ ତାର ବାଜିବା ଯୋଗୁଁ ଚାରିଆଡେ କରେଣ୍ଟ ହୋଇଯାଇଥିଲା । ଫଳରେ ଶୋଭାଯାତ୍ରାରେ ଥିବା ଲୋକଙ୍କ ମଧ୍ୟରେ…

ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ୮ ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶ : ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ପୋଲିସ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ପୋଲିସ ସମସ୍ତଙ୍କୁ ହେପାଜତକୁ ନେବା ସହିତ ଗୁରୁବାର ସନ୍ଧ୍ୟାରେ ସେମାନଙ୍କୁ ଅଟକ ରଖି ଅଯୋଧ୍ୟାର ରାମ…

ରାମଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ମୃତ, ଜଣେ ଗୁରୁତର

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏକ ଟ୍ରକ୍ ଏବଂ ଯାତ୍ରୀବାହୀ ଗାଡ଼ି ଧକ୍କା ହେବା ଫଳରେ…

ଭେନେଜୁଏଲାରେ ପ୍ରକୃତିର ତାଣ୍ଡବ, ଧ୍ୱଂସସ୍ତୂପ ତଳେ ଚାପି ହୋଇରହିଛି ୨୭ ହଜାର ଜୀବନ

ନୂଆଦିଲ୍ଲୀ: ଭୟଙ୍କର ଭୂକମ୍ପରେ ୨୭ହଜାର ନିଖୋଜ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି । ଭେନେଜୁଏଲାରେ ପ୍ରକୃତି ରଚିଛି ତାଣ୍ଡବ । ମାତ୍ର କେଇ ସେକେଣ୍ଡ ବ୍ୟବଧାନରେ ଆସିଥିବା ଦୁଇ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସାରା ଦେଶକୁ ସ୍ତବ୍ଧ କରିଦେଇଛି।…

ମହଙ୍ଗା ହେଲା ପାସପୋର୍ଟ ଫି, ଜୁଲାଇ ୧ରୁ ନୂତନ ଶୁଳ୍କ ଲାଗୁ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ଆବେଦନ ଦେୟରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ଜୁଲାଇ ୧ରୁ ନୂଆ ଦର ଲାଗୁ ହେବ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ‘ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬’ ଅଧୀନରେ ଏ ନେଇ ଗୁରୁବାର ବିଜ୍ଞପ୍ତି…