National & International

ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

ୱାଶିଂଟନ : ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ…

ଖୁବ୍‌ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ !

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କିଛିଦିନ ହେବ ବିଜେପି ସାଂଗଠନିକ ସ୍ତରରେ ପରିବର୍ତ୍ତନ ଓ ରାଜ୍ୟସଭା ଆସନ ନିମନ୍ତେ ନାମାଙ୍କନପତ୍ର ଦାଖଲ ଏହି ଚର୍ଚ୍ଚାକୁ ଖୋରାକ୍‌…

ପାଟନାରେ ବଦଳିବ ପ୍ରସ୍ତାବିତ ଟାଉନସିପର ନାମ, ଘୋଷଣା କଲେ ବିହାର ମୁଖ୍ୟମନ୍ତ୍ରୀ

ବିହାର : ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏକ ବଡ଼ ଘୋଷଣା କରିଛନ୍ତି । ବିହାରର ରାଜଧାନୀ ପାଟନାରେ ପ୍ରସ୍ତାବିତ ଟାଉନଶିପ୍‌ର ନାମ ଏବେ ପାଟଳିପୁତ୍ର ହେବ । ସହଯୋଗ ଶିବିର ସମୟରେ ଫୁଲୱାରୀ ଶରିଫର ନଦିୟାୱାଁରେ ଲୋକମାନଙ୍କୁ ସମ୍ବୋଧନ କରି…

ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ , ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଟେଲିଗ୍ରାମ

ନୂଆଦିଲ୍ଲୀ : ନିଟ୍ ପରୀକ୍ଷା ପୂର୍ବରୁ କୋର୍ଟରେ ପହଞ୍ଚିଲା ଟେଲିଗ୍ରାମ୍ । ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଟେଲିଗ୍ରାମର ଚ୍ୟାଲେଞ୍ଜ । ନିଟ୍-ୟୁଜି ପୁନଃ ପରୀକ୍ଷାର କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗାଯାଇଥିବା ସାମୟିକ ବ୍ୟାନକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ…

୬ ମାସ ଲିଭ-ଇନରେ ରହିବା ପରେ ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ବେଙ୍ଗାଲୁରୁ : କାଳ ସାଜିଲା ଇନଷ୍ଟାଗ୍ରାମ ପ୍ରେମ । ୬ ମାସର ଲିଭ-ଇନ-ରିଲେସନସିପ ଆଉ ତା’ପରେ ହତ୍ୟା । ଏମିତି ଘଟଣା ବେଙ୍ଗାଲୁରୁରେ ଘଟିଛି । ମଲ୍ଲେଶ୍ବରମ ଅଞ୍ଚଳରେ ୨୭ ବର୍ଷୀୟ ଯୁବକ ନିଜର ୨୦ ବର୍ଷୀୟ ଲିଭ-ଇନ ପାର୍ଟନରକୁ ହତ୍ୟା…

ଟ୍ରକରୁ ଧକ୍କା ଦେଲା ବସ୍, ୬ ମୃତ, ୨୦ ଆହତ

ଭଡୋଦରା: ଗୁଜରାଟର ଭଡୋଦରା-ଜରୋଦ୍ ରାସ୍ତାରେ ବୁଧବାର ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । କୋଟାମ୍ବି ଗାଁ ନିକଟରେ ହାଇୱେରେ ଏକ ବସ୍ ସହିତ ଟ୍ରକ୍ ଧକ୍କା ହୋଇଛି । ଘଟଣାସ୍ଥଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବସରେ…

ଜି-୭ ଶିଖର ସମ୍ମିଳନୀରେ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଏହି ବହୁ ପ୍ରତୀକ୍ଷତ ସାକ୍ଷାତ ସମୟରେ ଦୁଇ ନେତା ଉଭୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର…

ଉଦ୍ଧବ ଠାକ୍‌ରେଙ୍କୁ ଝଟ୍‌କା: ଏକନାଥଙ୍କୁ ସମର୍ଥନ ଘୋଷଣା କଲେ ୬ ସାଂସଦ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି)କୁ ବଡ଼ ଝଟ୍‌କା ଲାଗିଛି। ଡେପୁଟି ସିଏମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାକୁ ଦଳର ୬ ଜଣ ସାଂସଦ ସମର୍ଥନ ଜଣାଇଛନ୍ତି। ଏକନାଥ ସିନ୍ଦେରେ ଯୋଗଦେବାକୁ ଥିବା…

କୂଅକୁ ଖସିଲା ତୀର୍ଥଯାତ୍ରୀ ଭ୍ୟାନ୍, ୧୪ ମୃତ

ମୁମ୍ବଇ : ମହାରାଷ୍ଟ୍ରର ପଣ୍ଡରପୁରରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଏକ କୂଅ ମଧ୍ୟକୁ ଖସିପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତୀର୍ଥଯାତ୍ରୀମାନେ…

ସୁରକ୍ଷିତ ଭାବେ ହର୍ମୁଜ ଅତିକ୍ରମ କଲା ଭାରତୀୟ ଜାହାଜ ‘ଦିଶା’

ନୂଆଦିଲ୍ଲୀ : ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହେବା ପରେ ଏହା ପ୍ରଥମ ଭାରତୀୟ ପତାକାଧାରୀ ବାଣିଜ୍ୟିକ ଜାହାଜ ଯାହାକି ହର୍ମୁଜ ପ୍ରଣାଳୀ ଅତିକ୍ରମ…