ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରୀଙ୍କ ଚୁଟି ଧରି ଘୋଷାରି ନେଲା ପୁଲିସ
ହାଇଦ୍ରାବାଦ : ବିରୋଧ ପ୍ରଦର୍ଶନ କରୁଥିଲେ ଛାତ୍ରୀ। ଏହାକୁ ଅଟକାଇବାକୁ ଯାଇ ଛାତ୍ରୀଙ୍କ ଚୁଟି ଧରି ଘୋଷାରି ନେଲା ପୁଲିସ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛ ତେଲଙ୍ଗାନାରୁ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ…
