ଆମେରିକା ରାଷ୍ଟ୍ରପତି ରେସ୍‌ରୁ ଓହରିଲେ ରାମସ୍ୱାମୀ

ଆମରିକାର ରାଷ୍ଟ୍ରପତି ଦୌଡୁରୁ ଓହରିଲେ ଭାରତୀୟ ବଂଶଦ୍ଭୋବ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ୱାମୀ। ଆମେରିକାରେ ହେବାକୁ ଥିବା ୨୦୨୪ ରାଷ୍ଟ୍ରପତି ନିର୍ବାଚନରୁ ସେ ହଟିଥିବା ନେଇ ଘୋଷଣା କରିଛନ୍ତି। ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ନିର୍ବାଚନରେ…

ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟ ଉପରେ ଇରାନର ମିସାଇଲ ଆକ୍ରମଣ; ୪ ମୃତ

ପାଲେଷ୍ଟାଇନ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପାଇଁ ଅଡୁଆ ବଢିଛି। ଗତକାଲି ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ। ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟାଳୟକୁ ଟାର୍ଗେଟ କରି ମିସାଇଲ୍ ଆଟାକ୍ କରିଛି ଇନାର। ଏଥିରେ…

ଅଟଳ ସେତୁରେ ଯା’ଆସ କରୁଥିବା ଲୋକଙ୍କୁ ଚେତାବନୀ ଦେଲା ମୁମ୍ବାଇ ପୁଲିସ

ଜାନୁଆରୀ ୧୨ ତାରିଖରେ ଉଦ୍‌ଘାଟିତ ହୋଇଥିଲା ଅଟଳ ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିଥିଲେ। ଅଟଳ ସେତୁ ହେଉଛି ଭାରତର ଦୀର୍ଘତମ ସମୁଦ୍ର ସେତୁ। ଏହାର ଲମ୍ବ ହେଉଛି ୨୧.୮ କିଲୋମିଟର। ଏହି ସେତୁ ମୁମ୍ବାଇର ସେୱରୀରୁ ବାହାରି…

ଜ୍ଞାନବ୍ୟାପୀ ମାମଲା: ହିନ୍ଦୁ ପକ୍ଷକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ

ବାରଣାସୀର ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ମସ୍‌ଜିଦ ପରିସରରେ ଥିବା 'ବଜୁଖାନା'ର ପୂରା ଅଞ୍ଚଳକୁ ସଫା କରିବାକୁ ହିନ୍ଦୁ ପକ୍ଷକୁ ଅନୁମତି ମିଳିଛି। ଉକ୍ତ ବଜୁଖାନାରେ ଶିବଲିଙ୍ଗ ଥିବା ହିନ୍ଦୁ ପକ୍ଷ ପକ୍ଷରୁ ଦାବି…

ୱାଇଏସ୍‌ ଶର୍ମିଲାଙ୍କୁ କଂଗ୍ରେସ ଦେଲା ବଡ଼ ଦାୟିତ୍ୱ

ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା କଂଗ୍ରେସରେ ଯୋଗ ଦେବା ପରେ ପାଇଛନ୍ତି ବଡ଼ ଦାୟିତ୍ୱ। ତାଙ୍କୁ ଆନ୍ଧ୍ର ପ୍ରଦେଶ କଂଗ୍ରେସର ସଭାପତି କରାଯାଇଛି। ଗତକାଲି ଆନ୍ଧ୍ର ପ୍ରଦେଶ କଂଗ୍ରେସ…

ଦାରିଦ୍ର୍ୟ ସୀମାରେଖାରୁ ବାହାରିଲେ ୨୪.୮୨ କୋଟି ଲୋକ

ଦାରିଦ୍ର୍ୟ ସୀମା ରେଖାରୁ ଧୀରେ ଧୀରେ ଉପରକୁ ଉଠୁଛନ୍ତି ଲୋକେ। ଗତ ୯ ବର୍ଷ ମଧ୍ୟରେ ଭାରତରେ ୨୪.୮୨ କୋଟି ଲୋକେ ଦାରିଦ୍ର୍ୟ ସୀମାରୁ ବାହାରିଛନ୍ତି। ଏନେଇ ଜାରି ହୋଇଥିବା ନୀତି ଆଗୋର ଏକ ରିପୋର୍ଟରୁ ଜଣାପଡିଛି। ରିପୋର୍ଟରେ କୁହାଯାଇଛି, ବର୍ଷ…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ମୋଦିଙ୍କ କାର୍ଯ୍ୟକ୍ରମ: ରାହୁଲ ଗାନ୍ଧି

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମେଦିଙ୍କ ଫଙ୍କସନ୍ କହିଲେ ରାହୁଲ ଗାନ୍ଧି। 'ଭାରତ ଯୋଡ ନ୍ୟାୟ ଯାତ୍ରା' ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି ମନ୍ତବ୍ୟ ଦେଇଛନ୍ତି। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଯୋଧ୍ୟାରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ବିଜେପି…

ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଜଟାୟୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଜଟାୟୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମାୟଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଜଟାୟୁ (ଗରୁଡ)ଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ଲେପାକ୍ଷୀରେ ଜଟାୟୁଙ୍କର ଏହି ମନ୍ଦିର ରହିଛି, ଯାହା ବୀରଭଦ୍ର ମନ୍ଦିର ନାମରେ…

ରନ୍‌ଓ୍ୱେରେ ବସି ଖାଇଲେ ଯାତ୍ରୀ, ଇଣ୍ଡିଗୋକୁ ନୋଟିସ୍‌ ଜାରି

ବିମାନ ଉଡ଼ାଣରେ ହେଲା ବିଳମ୍ବ, ରନ୍‌ଓ୍ୱେ ଉପରେ ବସି ଖାଦ୍ୟ ଖାଇଲେ ଯାତ୍ରୀ। ଏହି ଭିଡିଓ ଭାଇରାଲ ହେବା ପରେ ଇଣ୍ଡିଗୋ ଏୟାରଲାଇନ୍ସର ଅଡୁଆ ବଢ଼ିଛି। ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବ୍ୟୁରୋ ଅଫ୍ ବେସାମରିକ ବିମାନ ଚଳାଚଳ…

ଗୁରୁଦ୍ୱାରା ଭିତରେ ଯୁବକଙ୍କୁ ହତ୍ୟା କଲେ ନିହାଙ୍ଗ ଶିଖ୍‌

ଗୁରୁଦ୍ୱାରା ଭିତରେ ଘଟିଲା ଅଘଟଣ। ରକ୍ତ ରଞ୍ଜିତ ହେଲା ଶିଖମାନଙ୍କ ପବିତ୍ର ଧାର୍ମ ପୀଠ। ଗୁରୁଦ୍ୱାରା ଭିତରେ ପଶି ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ନିହାଙ୍ଗ ଶିଖ୍‌। ପଞ୍ଜାବର ଫଗବାଡ଼ାରେ ଘଟିଛି ଏଭଳି କିଛି ଚକିତ କଲା ଭଳି ଘଟଣା। ପଞ୍ଜାବର…