ବିଗୁଡୁଛି ଏୟାର କ୍ୱାଲିଟି, କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି
କଲବଲ କରୁଛି କୁହୁଡ଼ି। ଘନ କୁହୁଡି ଯୋଗୁ ଜିରୋ ଭିଜିବଲିଟି ପରିସ୍ଥିତି ସୃଷ୍ଟି ହୋଇଛି। ତା'ସହ ପ୍ରଦୂଷଣ ମାତ୍ର ମଧ୍ୟ ବଢ଼ିବାରେ ଲାଗିଛି। ବିଗିଡି ଯାଇଛି ଏୟାର କ୍ୱାଲିଟି। ଏହାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବାୟୁର…
କଲବଲ କରୁଛି କୁହୁଡ଼ି। ଘନ କୁହୁଡି ଯୋଗୁ ଜିରୋ ଭିଜିବଲିଟି ପରିସ୍ଥିତି ସୃଷ୍ଟି ହୋଇଛି। ତା'ସହ ପ୍ରଦୂଷଣ ମାତ୍ର ମଧ୍ୟ ବଢ଼ିବାରେ ଲାଗିଛି। ବିଗିଡି ଯାଇଛି ଏୟାର କ୍ୱାଲିଟି। ଏହାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବାୟୁର…
ଭାରତ ଓ ମାଳଦ୍ୱୀପର ସମ୍ପର୍କ ଦିନକୁ ଦିନ ବିଗିଡିବାରେ ଲାଗିଛି। ରାଜନୈତିକ ବିବାଦ ଭିତରେ ଭାରତକୁ ନାଲି ଆଖି ଦେଖାଇଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଭାରତୀୟ ସେନାଙ୍କୁ ମାଳଦ୍ୱୀପ ଛାଡିବାକୁ ସେ କହିଛନ୍ତି। ଚୀନ୍ରୁ ଫେରିବା…
ଆଇନ ଜାଲରେ ଫସିଲେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ। ବଢ଼ିଲା ତାଙ୍କ ଅଡୁଆ। ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ତେଲେଙ୍ଗାନା କଂଗ୍ରେସର ଜଣେ ନେତା ତାଙ୍କ ବିରୋଧରେ ଆଣିଲେ ଅଭିଯୋଗ। ଏହାକୁ ଆଧାର କରି ପୁଲିସ ଉପ-ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍…
କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ବାହୁବଳି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଙ୍କୁ ହତ୍ୟା ଧମକ। କେବଳ ସେତିକି ନୁହେଁ ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଞ୍ଜୟ ସିଂହଙ୍କୁ ମଧ୍ୟ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି।…
ପାକିସ୍ତାନର ବଲୁଚିସ୍ତାନର କେଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ୫ ଜଣ ଯବାନ ନିହତ ହୋଇଛନ୍ତି। ଯବାନମାନେ ଏକ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣ ପରେ ଅନ୍ୟ ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…
ଉତ୍ତର ପ୍ରଦେଶର ପ୍ରତାପଗଡ଼ ଉପ-ଜିଲ୍ଲାପାଳ ତଥା ସବ୍-ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହୋଇଥିବା ଏକ ଲିଖିତ ଆବେଦନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକ ଖବରକାଗଜର ଜଣେ ବ୍ୟୁରୋ ଚିଫ୍ ଓ ଜଣେ ରିପୋର୍ଟରଙ୍କୁ ୨ ଘଣ୍ଟା ପାଇଁ ଅଶ୍ଲୀଳ ଭାଷାରେ…
ପୁଣି ବିବାଦ ଘରେରେ ଯୋଗ ଗୁରୁ ବାବା ରାମଦେବ। ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓକୁ ନେଇ ବିବାଦ ଉପୁଜିଛି। ରାମଦେବ ଏହି ଭାଇରାଲ ଭିଡିଓରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କ ବିରୋଧରେ ଟିପ୍ପଣୀ କରୁଥିବା ଦେଖିବାକୁ…
ପୁଣି ଜୀବନ ନେଲା କୋଇଲା ଧୂଆଁ। ଶୀତରୁ ବଞ୍ଚିବା ପାଇଁ କୋଇଲା ଅଙ୍ଗାର ଜାଳି ଶୋଇଥିଲା ପୂରା ପରିବାର। ହେଲେ ସକାଳୁ ବନ୍ଦ ଘରୁ ମିଳିଲା ମୃତଦେହ। ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ…
ଦିଲ୍ଲୀରେ ରବିବାର ସକାଳେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ସହିତ ଚଳିତ ଶୀତଋତୁରେ ଆଜିର ସକାଳଟି ଦିଲ୍ଲୀ ପାଇଁ ଥିଲା ସବୁଠୁ ଥଣ୍ଡା ସକାଳ। ଲୋଧି ରୋଡ୍ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ…
ଅଯୋଧ୍ୟା: ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ପ୍ରଭୁ ଶ୍ରରାମଚନ୍ଦ୍ରଙ୍କ ଭୂମିକା ନିଭାଇଥିବା ଅରୁଣ ଗୋଭିଲଙ୍କୁ ଆଜି ବି ଦେଖିଲେ ଲୋକଙ୍କ ମନରେ ଭକ୍ତି ଭାବନା ଜାଗି ଉଠେ। ସେ ତାଙ୍କ ଚରିତ୍ରକୁ ଏପରି ଭାବେ ନିଭାଇଥିଲେ ଯେ ସେ ସମୟରେ କିଛି ଲୋକ…