ହସିନା ପୁଣି ବାଂଲାଦେଶ ପ୍ରଧାନମନ୍ତ୍ରୀ

ପଞ୍ଚମ ଥର ପାଇଁ ବାଜି ମାରି ନେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦିରେ ବସିବେ ୭୬ ବର୍ଷ ବୟସ୍କା ହାସିନା ୱାଜେଦ ୱାଜେଦ। ବାଂଲାଦେଶରେ ହିଂସାତ୍ମକ ଘଟଣା ତଥା ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ…

ଆଫଗାନିସ୍ଥାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳକୁ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି ।  ତେବେ ଆହତଜନିତ କାରଣରୁ…

ମୋଦୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇ ମନ୍ତ୍ରୀପଦ ହରାଇଲେ ମାଳଦ୍ବୀପର ୩ ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଜର ପଦ ହରାଇଛନ୍ତି ।  ମାଳଦ୍ୱୀପ ସରକାର ରବିବାର ନିଜର ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ମରିୟମ୍…

ଦିଲ୍ଲୀରେ ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ

ପୁଣି ରାଜଧାନୀ ଦିଲ୍ଲୀରେ ଗଣଦୁଷ୍କର୍ମ। ଜଣେ ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଜଣେ ମହିଳା ପ୍ରଲୋଭନ ଦେଖାଇ ଏକ ନିର୍ଜନ ସ୍ଥାନକୁ ନେବା ପରେ ଚାରି ଜଣ ଦୁଷ୍କର୍ମ କରିଛନ୍ତି। ଏଥିରେ ଜଣେ ପୁରୁଷ ଏବଂ ଅନ୍ୟ…

୨୦୨୪ ଲୋକସଭା ନିର୍ବାଚନ ପାଇଁ ଜାନୁଆରି ୧୩ରେ ବିହାରରୁ ପ୍ରଚାର ଅଭିଯାନ ଆରମ୍ଭ କରିପାରନ୍ତି ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରି ୧୩ ତାରିଖରେ ବିହାରର ଚମ୍ପାରଣ ଜିଲ୍ଲା ବେତିଆ ସହରର ରମଣ ମଇଦାନରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଚାର ଅଭିଯାନ ଆରମ୍ଭ କରିପାରନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ…

ଟିଏମ୍‌ସି ନେତାଙ୍କୁ ଦିନ ଦ୍ୱିପହରେ ଗୁଳି କରି ହତ୍ୟା

ବିଚ୍‌ ରାସ୍ତାରେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା। ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ବହରାମପୁରରେ ରବିବାର ଦିନ ଦ୍ୱିପହରେ ଏହି ଗୁଳିକାଣ୍ଡ ଘଟିଛି। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଜଣେ ସକ୍ରିୟ ଟିଏମ୍‌ସି…

ଆବଶ୍ୟକ ପଡ଼ିଲେ କଳ୍ପନା ସୋରେନ୍‌ ହେବେ ମୁଖ୍ୟମନ୍ତ୍ରୀ

ଇଡି ଜାଲରେ ଛନ୍ଦି ହୋଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ସେ ଇସ୍ତଫା ଦେଇପାରନ୍ତି ବୋଲି ଆକଳନ କରାଯାଉଛି। ଏହାରି ଭିତରେ ତାଙ୍କ ପତ୍ନୀ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଲାଗି ରହିଥିବା ଚର୍ଚ୍ଚା ଉପରେ ବିରାମ ଲାଗିଥିଲେ…

ଶିଶୁ ଆଶ୍ରୟ ଗୃହରୁ ନିଖୋଜ ସମସ୍ତ ୨୬ ନାବାଳିକା ହେଲେ ଠାବ, ୨ ଅଧିକାରୀ ନିଲମ୍ବିତ

ଭୋପାଳ: ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ଶିଶୁ ଆଶ୍ରୟ ଗୃହରୁ ନିଖୋଜ ହୋଇଥିବା ସମସ୍ତ ୨୬ ଜଣ ନାବାଳିକାଙ୍କୁ ମଧ୍ୟପ୍ରଦେଶ ପୁଲିସ ଠାବ କରିଛି। ଏହି ମାମଲାରେ ଦୁଇ ଜଣ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନିଲମ୍ବିତ କରାଯାଇଥିବା…

ରାତି ଅଧରେ କାର୍‌ଗିଲ ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡ କଲା ସୁପର ହର୍କ୍ୟୁଲସ ବିମାନ ସି-୧୩୦

ବଡ଼ ସଫଳତା ହାସଲ କରିଛି ଭାରତୀୟ ବାୟୁସେନା। ରାତି ଅଧରେ କାର୍ଗିଲ ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡ କଲା ହୁର୍କ୍ୟୁଲସ ବିମାନ। ବାୟୁସେନା ସି-୧୩୦ ଜେ ସୁପର ହର୍କ୍ୟୁଲସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଛି। ଏହାର ଭିଡିଓକୁ ବାୟୁସେନା…

‘ବଞ୍ଚିବା ଅପେକ୍ଷା ମୁଁ ଜେଲ୍‌ରେ ମରିଯିବା ଭଲ…’: ଜେଟ୍‌ ଏୟାରବେଜ୍‌ ଫାଉଣ୍ଡର

'ମୁଁ ଜୀବନର ସମସ୍ତ ଆଶା ହରାଇ ଦେଇଛି। ଏଭଳି ସ୍ଥିତିରେ ବଞ୍ଚିବା ଅପେକ୍ଷା ଜେଲ୍‌ରେ ମରିଯିବା ଭଲ।' ଏଭଳି କିଛି କୋର୍ଟ ହାତ ଯୋଡି କହିଛନ୍ତି ଜେଟ୍‌ ଏୟାରବେଜର ମାଲିକ ନରେଶ ଗୋଏଲ୍‌। ଶନିବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର…