ଆମେ ବାବ୍ରି ମସଜିଦକୁ ଭୁଲିବୁ ନାହିଁ: ଓୱେସି

ହାଇଦ୍ରାବାଦ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ପୂର୍ବରୁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ପୁଣିଥରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଡିସେମ୍ବର 6 ରେ ବାବ୍ରି ମସଜିଦ ଭାଙ୍ଗିବା ଘଟଣା ସର୍ବଦା ଲୋକଙ୍କ ମନରେ…

ଇଣ୍ଡିଆମେଣ୍ଟର ସଂଯୋଜକ କିଏ ହେବ ସେ ପ୍ରଶ୍ନ କୌନ ବନେଗା କରୋଡ଼ପତି ପରି

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୨୪ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି। ଖୁବ୍ ଶୀଘ୍ର ବିରୋଧୀ ଦଳର ମେଣ୍ଟ ଇଣ୍ଡିଆ ପକ୍ଷରୁ ସମସ୍ତ ରାଜ୍ୟରେ ସିଟ୍ ବାଣ୍ଟିବା ନେଇ ଆଲୋଚନା ହେବ। ଏହି ସମୟରେ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ…

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆପ୍ ନେତା ସଂଜୟ ସିଂଙ୍କୁ ଆଶ୍ବସ୍ତି, ନିଜେ ଯାଇ ମନୋନୟନ ପତ୍ର ଦାଖଲ କରିପାରିବେ

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବ୍ୟକ୍ତିଗତ ଭାବେ ଯାଇ ନାମାଙ୍କନ ପତ୍ର ଦାଖଲ କରିବାକୁ ଦିଲ୍ଲୀର ଏକ…

ଜାନୁଆରି ୨୦-୨୬ ଘରେ ରହିବ; ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁସଲମାନଙ୍କୁ ଏଭଳି କହିଲେ ଅଜମଲ

ନୂଆଦିଲ୍ଲୀ: ଜାନୁଆରି ୨୨ରେରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମଧ୍ୟ ପଠାଯାଉଛି। ବାବ୍ରି ମସଜିଦର ଓକିଲ ଇକବାଲ ଅନସାରୀଙ୍କୁ ମଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା…

ଟିଏମସି ନେତା ଶଙ୍କର ଆଧ୍ୟା ଗିରଫ

କୋଲକାତା : ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶଙ୍କର ଆଧ୍ୟା ଗିରଫ। ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ତାଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାର ଗୋଟିଏ ଦିନ ପରେ ଶଙ୍କରଙ୍କ…

ବିଚ୍‌ ରାସ୍ତାରେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି କରି ହତ୍ୟା, ୮ ଗିରଫ

ପୁନେ : ଦିନ ଦ୍ୱିପହରେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି। ବିଚ୍‌ ରାସ୍ତାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମହାରାଷ୍ଟ୍ରର ପୁଣେର ଗ୍ୟାଙ୍ଗଷ୍ଟର ଶରଦ ମୋହୋଲଙ୍କୁ ତାଙ୍କ ଓ୍ୱେଡିଂ ଆନିର୍ଭସରୀ ଦିନ ତାଙ୍କରି ହିଁ ଗ୍ୟାଙ୍ଗର କିଛି ଲୋକେ ଗୁଳି କରି ହତ୍ୟା…

ବାଳିକା ହଷ୍ଟେଲରୁ ୨୬ ନାବାଳିକା ନିଖୋଜ, ତଦନ୍ତ ଦାବି

ଭୋପାଲ : ବାଳିକା ଆଶ୍ରୟ ଗୃହରୁ ନିଖୋଜ ହୋଇଗଲେ ୨୬ ନାବାଳିକା। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ସେଲ୍ଟର ହୋମ୍‌ରୁ ନାବାଳିକାମାନେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ବିନା ଅନୁମତିରେ ଏହି ବାଳିକା ଗୃହଟି ଚାଲିଥିଲା। ଏନେଇ…

ଲାକ୍ଷାଦ୍ୱୀପ ଗଲେ ମଣିପୁର କାହିଁକି ଗଲେନି? ମୋଦିଙ୍କୁ ପ୍ରଶ୍ନ କଲେ ଖଡ଼ଗେ

ନୂଆଦିଲ୍ଲୀ : ପୁଣି ମୋଦିଙ୍କ ଉପରେ ବର୍ଷିଲା କଂଗ୍ରେସ। ମଣିପୁର ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଯାଇଥିବା ଦେଖିବାକୁ…

ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ : ଧାର୍ଯ୍ୟ ସ୍ଥାନରେ ପହଞ୍ଚିଲା ଆଦିତ୍ୟ L1

ନୂଆଦିଲ୍ଲୀ : ଭାରତର ମିଶନ ସୂର୍ଯ୍ୟକୁ ମିଳିଲା ବିରାଟ ସଫଳତା। ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଭାରତର ସୂର୍ଯ୍ୟ ମିଶନ୍ ଆଦିତ୍ୟ ଏଲ୍‌-୧। ପୃଥିବୀଠୁ ୧୫ ଲକ୍ଷ କି.ମି. ଦୂର ଲଗରାଞ୍ଜିଆନ୍ ପଏଣ୍ଟ L1ରେ ଥିବା ହାଲୋ ଅର୍ବିଟରେ ପହଞ୍ଚିଛି। L1 ପଏଣ୍ଟ ଚାରିପଟେ…

ମହିଳା କୁସ୍ତି ଯୋଦ୍ଧାଙ୍କୁ ଧମକାଇ ଚୁପ୍ ରହିବାକୁ କହୁଥିଲେ ବ୍ରିଜ ଭୂଷଣ: ଦିଲ୍ଲୀ ପୁଲିସ୍

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧାଙ୍କ ସଂଘର୍ଷ ସଫଳ ହେଉଥିବା ଦେଖାଯାଉଛି। କାରଣ ବିଜେପି ବାହୁବଳି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଶକ୍ତ ହେଉଥିବା ଦେଖିବାକୁ ମିଳୁଛି। ଦିନେ ଯେଉଁ…