ମସ୍ଜିଦ୍ ବାହାରେ ଇମାମ୍ଙ୍କୁ ଗୁଳି ମାରି ହତ୍ୟା
ନିୟୁଜର୍ସି : ନିୟୁଜର୍ସି ଅନ୍ତର୍ଗତ ନେୱାର୍କ ନଗରୀରେ ଅବସ୍ଥିତ ଏକ ମସ୍ଜିଦ୍ ବାହାରେ ବୁଧବାର ସକାଳେ ଗୁଳି ଚୋଟ ଲାଗିଥିବା ଜଣେ ଇମାମ୍ଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷ ନିଉଜ୍ ଏଜେନ୍ସି ‘ଏଏଫ୍ପି’କୁ କହିଛନ୍ତି। ସକାଳ ୬ଟା…
