‘ଅବ କି ବାର୍ ୪୦୦ ପାର୍, ତିସରି ବାର୍ ମୋଦୀ ସରକାର’ ଲୋକସଭା ନିର୍ବାଚନ ପାଇଁ ବିଜେପିର ସ୍ଲୋଗାନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି, ଯେଉଁଠାରେ ଲୋକସଭା ନିର୍ବାଚନ ପାଇଁ ଦଳର ସ୍ଲୋଗାନ୍ ଚୂଡ଼ାନ୍ତ ହୋଇଛି । ସ୍ଲୋଗାନଟି ହେଉଛି ‘ଅବକି ବାର ୪୦୦ ପାର, ତିସରି ବାର୍ ମୋଦୀ ସରକାର’। ବୈଠକରେ…

ସ୍ବାମୀକୁ ବ୍ୟଭିଚାରୀ ବୋଲି ମିଥ୍ୟା ଆରୋପ ଲଗାଇବା ଘୋର ନିଷ୍ଠୁରତା, ଛାଡ଼ପତ୍ରର ଆଧାର ହୋଇପାରେ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସ୍ୱାମୀଙ୍କ ବିରୋଧରେ ବୈବାହିକ ସମ୍ପର୍କର ଭିତ୍ତିହୀନ ଅଭିଯୋଗ ଆଣିବା ଏବଂ ସାର୍ବଜନୀନ ସ୍ଥାନରେ ବ୍ୟଭିଚାରୀ ବୋଲି ଆଖ୍ୟା ଦେବା ଘୋର ନିଷ୍ଠୁରତା ସଦୃଶ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଅଦାଲତ କହିଛନ୍ତି ଯେ ଏଭଳି କାର୍ଯ୍ୟ ଛାଡ଼ପତ୍ର ପାଇଁ ଆଧାର…

ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ଫର୍ମୁଲା ପ୍ରସ୍ତୁତ, ଓଡ଼ିଶାର ସମସ୍ତ ୨୧ ଆସନରେ ଲଢିବ କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏକାଠି ହୋଇଥିବା ଇଣ୍ଡିଆ ମେଣ୍ଟରେ ଆସନ ବଣ୍ଟନର ଏକ ସମ୍ଭାବ୍ୟ ଫର୍ମୁଲା ପ୍ରସ୍ତୁତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଲୋକସଭାରେ ବିରୋଧୀ ମେଣ୍ଟର ସବୁଠାରୁ ବଡ଼ ଦଳ କଂଗ୍ରେସ ୩୨୦ରୁ ୩୩୦ ଆସନରେ ଲଢ଼ିପାରେ।…

୩୩ବର୍ଷ ପୂର୍ବେ ରାମ ମନ୍ଦିର ନିର୍ମାଣର ଭବିଷ୍ୟବାଣୀ କରିଥିଲେ ଏହି ବାବା

ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀ ରାମମନ୍ଦିରରେ ରାମଲଲାଙ୍କ ପ୍ର‌ାଣପ୍ରତିଷ୍ଠା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି କ୍ରମରେ ଉତ୍ତରପ୍ରଦେଶର ଦେବରିଆ ଜିଲ୍ଲାର ମଇଲସ୍ଥିତ ବ୍ରହ୍ମାଋଷି…

“ଆମ ମସଜିଦ ଆମଠାରୁ ଛଡ଼େଇ ନେବେ….ଆଶଙ୍କା ପ୍ରକାଶ କଲେ ଅସଦୁଦ୍ଦିନ ଓଓ୍ବୈସି

ନୂଆଦିଲ୍ଲୀ : ରାମ ମନ୍ଦିର ସମାରୋହ ପାଇଁ ପ୍ରସ୍ତୁତି ଏବଂ ସୁନେହରୀ ମସଜିଦକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଲ ଇଣ୍ଡିଆ ମଜଲିସ ଇତ୍ତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍ ) ସଭାପତି ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ଯେଉଁଠାରେ ଆମେ ୫୦୦ ବର୍ଷ…

ସଂଘର୍ଷର ଲମ୍ବା ଇତିହାସକୁ ଦୃଷ୍ଟିରେ ରଖି ଅଯୋଧ୍ୟା ମାମଲାର ନିଷ୍ପତ୍ତି ନିଆଯାଇଥିଲା : ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସୋମବାର (ଜାନୁଆରୀ ୧) ରାମ ମନ୍ଦିର ମାମଲାର ନିଷ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ ଅଯୋଧ୍ୟା ମାମଲାର ବିଚାରପତିମାନେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ ଯେ କିଏ ରାୟ ଲେଖିଛି ତାହା ଉଲ୍ଲେଖ…

ପ୍ରତ୍ୟାହାର ପରେ ୯୭.୩୮ ପ୍ରତିଶତ ୨୦୦୦ଟଙ୍କିଆ ନୋଟ୍‌ ରିଜର୍ଭ ବ୍ୟାଙ୍କକୁ ଫେରିଲା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋମବାର କହିଛି ଯେ ମେ ୧୯, ୨୦୨୩ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ୯୭.୩୮ ପ୍ରତିଶତ ନୋଟ ବ୍ୟାଙ୍କ୍‌କୁ ଫେରସ୍ତ ଆସିଯାଇଛି। ସଦ୍ୟତମ ତଥ୍ୟରୁ ଜଣାପଡିଛି ଯେ ପ୍ରଚଳନରେ ଥିବା…

ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଲେ ବାଂଲାଦେଶ କୋର୍ଟ

ଢାକା: ବାଂଲାଦେଶର ନୋବେଲ ବିଜେତା ଅର୍ଥନୀତିଜ୍ଞ ଡକ୍ଟର ମହମ୍ମଦ ୟୁନୁସଙ୍କୁ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ସୋମବାର ଏକ ଅଦାଲତ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୮୩ ବର୍ଷୀୟ ଅର୍ଥନୀତିଜ୍ଞ ୨୦୦୬ ମସିହାରେ ଦାରିଦ୍ର୍ୟ ବିରୋଧୀ ଅଭିଯାନ ପାଇଁ ନୋବେଲ…

ରାମ ମନ୍ଦିର ପ୍ରାଣ ପ୍ରତି‌ଷ୍ଠା ଦିନ ମୁମ୍ବାଇରେ ଦୀପାବଳି ପାଳିବାକୁ କହିଲେ ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅଯୋଧ୍ୟା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ରାମ ମନ୍ଦିରକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି। ଏହି କ୍ରମରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜାନୁଆରି ୨୨ ତାରିଖରେ…

କେରଳ ରାଜ୍ୟପାଳଙ୍କ କୁଶ ପୁତ୍ତଳିକା ଜାଳିବା ଅଭିଯୋଗରେ ଏସଏଫଆଇ ନେତା ଓ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ କେରଳର ପାୟାମ୍ବାଲମ୍‌ ଢ଼େବଳାଭୂମିରେ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ବିଶାଳ କୁଶ ପୁତ୍ତଳିକା ଦାହ କରିବା ଅଭିଯୋଗରେ ଭାରତୀୟ ଛାତ୍ର ମହାସଂଘ (ଏସଏଫଆଇ)ର ରାଜ୍ୟ ସଭାପତି କେ ଅନୁଶ୍ରୀ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ କେରଳ…